Home Left

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ ହେବାର ଇତିମଧ୍ୟରେ ୨୫ ଦିନ ହୋଇଗଲାଣି। ଏବେ କନ୍ନଡ ଫିଲ୍ମ ଜଗତରୁ ଏକ ଖରାପ…

ଆଜ୍‌ମା ରୋଗୀଙ୍କ ପାଇଁ…

ଆଜ୍‌ମା ଏକ ଶ୍ୱାସଜନିତ ରୋଗ। ଏଥିପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବାକୁ ପଡେ। ଜଣେ ଆଜ୍‌ମା ରୋଗୀ ନିଜର ଖାଦ୍ୟ ତାଲିକାରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର। ଏହାଦ୍ୱାରା ଆଜ୍‌ମା ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ। ସବୁବେଳେ ଓଜନ କିପରି ସନ୍ତୁଳିତ…

ମମତାଙ୍କ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା, ୨୫।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି। ଭାଜପା ପକ୍ଷରୁ ଜୟ ଶ୍ରୀରାମ ସ୍ଲୋଗାନ ଦିଆ ଯାଉଥିବାବେଳେ ମମତା ସୋମବାର ହୁବଲିର ଏକ ସଭାରେ ଯୋଗଦେଇ ନୂଆ ସ୍ଲୋଗାନ ଦେଇଛନ୍ତି। ସେ କହିଛନ୍ତି ଯେ,…

ହଳ କଲେ ଧୋନୀ, ଆଗକୁ ରହିଛି ଏମିତି ଯୋଜନା

ରାଞ୍ଚି,୨୫।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୧ ଆଇପିଏଲ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏହାସହିତ ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସ୍‌ରେ ସମୟ ବିତାଉଛନ୍ତି। ପୂର୍ବରୁ ଫାର୍ମରେ ଚାଷ କରୁଥିବା ନଜର…

ବିଚାରପତିଙ୍କ ବିପକ୍ଷରେ କହିବା ନ୍ୟୁଜ୍‌ ଆଙ୍କରଙ୍କୁ ପଡ଼ିଲା ମହଙ୍ଗା, ଚ୍ୟାନେଲ ବନ୍ଦ; ୧୦ ଲକ୍ଷ ଜରିମାନା

ଇସ୍‌ଲାମାବାଦ,୨୫।୧: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ଜଣେ ବିଚାରପତିଙ୍କ ବିପକ୍ଷରେ କହିବା ଭାରି ପଡ଼ିଛି। ଅବମାନନା ଏବଂ ଅପମାନ ଅଭିଯୋଗରେ ଏହି ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଖାଲି ଚ୍ୟାନେଲକୁ ୩୦ଦିନ…

ଗର୍ଭାବସ୍ଥାରେ ଫିଟ୍‌ ରହିବାକୁ ଏମିତି କରୁଛନ୍ତି କରିନା

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ମଧ୍ୟ ରହୁଛନ୍ତି। ନିଜର ଜୀନଶୈଳୀ ବିଷୟରେ କରିeନା ସବୁକଥା…

ଫେବୃୟାରୀ ୧୪ରୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୪ରୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ଆରମ୍ଭ ହେବ। ଜାନୁଆରୀ ୧୬ରେ ପ୍ରଥମ ଡୋଜ୍‌ ନେଇଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଫେବୃୟାରୀ ୧୪ରୁ ଦ୍ୱିତୀୟ ଡୋଜ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ…

ମାସ୍କ ପିନ୍ଧିବାକୁ ରାଜି ନ ଥିବା ମେକ୍ସିକୋ ରାଷ୍ଟ୍ରପତି କରୋନା ପଜିଟିଭ

ମେକ୍ସିକୋ ସିଟି,୨୫ ।୧: ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମେନୁୟଲ ଲୋପେଜ ଓବ୍ରାଡର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସକୁ ଦୂରେଇ ଦେବାକୁ ନେଇ ଓବ୍ରାଡରଙ୍କର ବହୁ ସମାଲୋଚନା କରାଯାଇଥିଲା । ଏମିତିକି ସେ କରୋନା…

ଯୁକ୍ତ ୨ ପରୀକ୍ଷା: ବଦଳିବ ଢାଞ୍ଚା, ୫୦% ମଲ୍‌ଟିପୁଲ ଚଏସ୍‌

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଢାଞ୍ଚା ବଦଳିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୋମବାର ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନ ପଡ଼ିବ। ପ୍ରଶ୍ନପତ୍ରରେ ୫୦…

ହାଇକୋର୍ଟଙ୍କ ବିବାଦୀୟ ରାୟ: ପୋଷାକ ଉପରେ ହସ୍ତଚାଳନା ନୁହେଁ ଅଶ୍ଳୀଳ ଆଚରଣ

ମୁମ୍ବାଇ, ୨୫।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ପକ୍ଷରୁ ଯୌନ ନିର୍ଯାତନାର ନୂଆ ପରିଭାଷା ପ୍ରକାଶ ପାଇଛି। ହାଇକୋର୍ଟର ନାଗପୁର ବେଞ୍ଚ୍‌ ପକ୍ଷରୁ ଏକ ମାମଲାରେ ରାୟ ପ୍ରକାଶ ପାଇଛି…

ଏହି ମୁଦ୍ରା ପାଖରେ ଅଛି କି? ହୋଇଯିବେ ଲକ୍ଷପତି

ମା’ ବୈଷ୍ଣୋ ଦେବୀଙ୍କ ମୁଦ୍ରା ଥିବା ବ୍ୟକ୍ତି ଏବେ ହୋଇପାରିବେ ଲକ୍ଷପତି। କିନ୍ତୁ ଏ କଥା ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହି ମୁଦ୍ରା ଦେଲେ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହିପରି ମୁଦ୍ରାକୁ ଆଣ୍ଟିକ୍‌ ଭାବେ ବିବେଚନା କରାଯାଏ।…

ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍‌ର ଅନୁଭୁତି!

ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ । ହେଲେ ଏବେ ଜେଲ ଯିବାକୁ ନେଇ ଲୋକଙ୍କର ଚିନ୍ତାଧାରା ବଦଳିବାକୁ ଯାଉଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri