Home Left

ଅର୍ଣ୍ଣବ ଉପାଖ୍ୟାନ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧: ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ଦେଶର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ସହିତ ଟିଭି ଚ୍ୟାନେଲର ଜଣେ ମାଲିକଙ୍କ ସମ୍ପର୍କ କେତେ ନିବିଡ଼ ହୋଇପାରେ ତାହା ମୁମ୍ବାଇ ପୋଲିସ ଦାଖଲ କରିଥିବା ଚାର୍ଜଶିଟ୍‌ର ପୁଞ୍ଜା ପୁଞ୍ଜା ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ୁଛି ।…

ପରେଡ୍‌ରେ ସ୍ଥାନ ପାଇବ କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୨୩।୧(ଆଇଏଏନ୍‌ଏସ୍‌): ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ କୋଭିଡ୍‌ ଟିକାର ବିକାଶ ପ୍ରକ୍ରିୟା ପ୍ରଦର୍ଶନ ହେବ। କରୋନା ମହାମାରୀରେ ଦେଶରେ ୧,୦୬,୨୫,୪୨୮ ଲୋକ ସଂକ୍ରମିତ ହୋଇଥିବାବେଳେ ୧,୫୩,୦୩୨ ଜଣଙ୍କ ଜୀବନ ଯାଇଛି।…

ପ୍ରତିଦିନ ଗାଧୋଉଛନ୍ତି କି? ଶରୀରକୁ ପହଞ୍ଚିପାରେ ଏମିତି କ୍ଷତି

ଯେଉଁମାନେ ପ୍ରତିଦିନ ଗାଧୋଇବାକୁ ଭଲ ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଖୁସି ଖବର। ଶୀତ ଦିନେ ପ୍ରତିଦିନ ଗାଧୋଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ଅବଶ୍ୟ ଏଭଳି କଥା ଏକ ଗବେଷଣାରୁ ଜଣାପଡ଼ିଛି। ଚର୍ମ ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ରତିଦିନ ଗାଧୋଇବା ଦ୍ୱାରା…

ଲାଲୁ ଗୁରୁତର

ରାଞ୍ଚତ୍, ୨୩।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ଦେଖାଦେଇଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ରାଞ୍ଚତ୍ର ଆର୍‌ଆଇଏମ୍‌ଏସ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଝିଅ ମିସା ଭାରତୀ ସେଠାରେ ପହଞ୍ଚତ୍ଛନ୍ତି।…

ତିନି ଦିନିଆ ତାମିଲନାଡୁ ଗସ୍ତରେ ରାହୁଲ ଗାନ୍ଧୀ: ମୋଦି ସରକାରଙ୍କ ବିରୋଧରେ ମିଶିକି ଲଢିବାକୁ ଆହ୍ୱାନ

ଚେନ୍ନାଇ,୨୩ ।୧: ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହେଲାଣି ସରଗରମ । ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାକୁ ଦେଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୩ ଦିନିଆ ତାମିଲନାଡୁ ଗସ୍ତରେ ଯାଇଛନ୍ତି…

ଛାତ୍ରୀଛାତ୍ରଙ୍କ ଉପରୁ କମିବ ଚାପ

ଅନୁଗୋଳ ଅଫିସ, ୨୩।୧: ମହାମାରୀ କୋଭିଡ୍‌-୧୯ ବଦଳାଇ ଦେଇଛି ପଢ଼ା ସହ ପରୀକ୍ଷା ବ୍ୟବସ୍ଥା। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ନିଆଯାଇଛି ବହୁ ନୂଆ ପଦକ୍ଷେପ। ଦୀର୍ଘ ୯ ମାସର ଅନ୍‌ଲାଇନ୍‌ କ୍ଲାସ ପରେ ଏବେ ୧୦୦ ଦିନିଆ ଅଫ୍‌ଲାଇନ୍‌ କ୍ଲାସ…

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ

ଚେନ୍ନାଇ, ୨୨ା୧- ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଇଂଲଣ୍ଡ-ଭାରତ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ସମ୍ପାଦକ ଆର୍‌.ଏସ୍‌.…

ରଜନିକାନ୍ତଙ୍କୁ ପଛରେ ପକାଇଲେ ଥାଲାପଥି ବିଜୟ

ଚେନ୍ନାଇ,୨୨।୧: ତାମିଲ ଫିଲ୍ମ ‘ମାଷ୍ଟର’ ପ୍ରଥମ ସପ୍ତାହରେ ହିଁ ବକ୍ସ ଅଫିସରେ ରେକର୍ଡ ବ୍ରେକିଂ ଆୟ କରିଛି। ଥାଲାପଥି ବିଜୟଙ୍କ ଏହି ଫିଲ୍ମ ତାମିଲ ନାଡୁରେ ଆୟ କରିଛି ୧୦୦ କୋଟି ଟଙ୍କା। ଡ୍ରାମା, ଥ୍ରିଲର ଓ ଆକ୍ସନ ଭିତ୍ତିକ ଫିଲ୍ମ…

ଉଥପ୍ପାଙ୍କୁ ନେଲା ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସରେ ସାମ୍ସ, ହର୍ଷଲ

ନୂଆଦିଲ୍ଲୀ,୨୩।୧: ଆଇପିଏଲ ଟ୍ରେଡ୍‌ ଓ୍ବିଣ୍ଡୋକୁ ବ୍ୟବହାର କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଫ୍ରାଞ୍ଚାଇଜ୍‌ ଭାବେ ଡାନିଏଲ ସାମ୍ସ ଓ ହର୍ଷଲ ପଟେଲଙ୍କୁ ନିଜ ଦଳରେ ସାମିଲ କରିଛି। ଏ ଦୁହେଁ ପୂର୍ବ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।…

ଦିନିକିଆ ସିରିଜ ଜିତିଲା ବାଂଲାଦେଶ: ଓ୍ବେଷ୍ଟଇଣ୍ଡିଜ୍‌ ୭ ଉଇକେଟରେ ପରାସ୍ତ

ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍‌ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ବାଂଲାଦେଶକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ସେର୍‌…

ଏହି ସମୟରେ ଗ୍ରୀନ୍‌ ଟି ପିଉଛନ୍ତି କି ?

ଶରୀର ଲାଗି ଗ୍ରୀନ୍‌ ଟି ଉପକାରୀ। ଏହା କୋଲେଷ୍ଟରଲ କମ୍‌ କରିବା ସହ ହୃଦ୍‌ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍‌ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। କେହି କେହି ସକାଳେ ଗ୍ରୀନ୍‌ ଟି ପିଇବାକୁ ଭଲ ପାଉଥିବା ବେଳେ କେହି…

୧୦ମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

ଜୟପୁର,୨୨ା୧: କୋରାପୁଟ ଜିଲାର ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri