ମୋଦି-ଧନକଡଙ୍କୁ ୩୦ମିନିଟ୍ ଅପେକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ
କୋଲକାତା,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ବାତ୍ୟା ୟାସ୍ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍ ସର୍ଭେ କରିଥିଲେ। ଏହାପରେ ଲାଇକୁଣ୍ଡା ଏୟାର ବେସ୍ରେ ବାତ୍ୟା ସମୀକ୍ଷା ବୈଠକ ହୋଇଥିଲା। ଏହି…
ବାତ୍ୟା ପାଇଁ ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ରାଜ୍ୟ ସରକାର; ଏବେ ଟୁଇଟ୍ କରି କାରଣ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍’ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନ ଥିଲା। ଏବେ…
କରୋନା ନେଗେଟିଭ୍ ମା’ଙ୍କ ନବଜାତ ଶିଶୁ ପଜିଟିଭ୍ ଚିହ୍ନଟ
ବାରାଣସୀ,୨୮।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କୁହାଯାଉଛି, ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବେ। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା…
ସପ୍ତାହେ ପାଇଁ ଘୁଞ୍ଚିଲା ରାଜ୍ୟ ସରକାରଙ୍କ କରୋନା ଟିକା ଟେଣ୍ଡର ପ୍ରକ୍ରିୟା
ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ…
ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ: ମଣ୍ଡପରେ ଝିଅକୁ ଧରି ପହଞ୍ଚିଲେ ପ୍ରଥମ ସ୍ତ୍ରୀ, ପରେ ଘଟିଲା ଏମିତି…
ଚଣ୍ଡିଗଡ଼,୨୮ା୫: ପଞ୍ଜାବର ଫିରୋଜପୁରରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରୁଥିଲେ। ଏହା ଜାଣିପାରି ତାଙ୍କ ପ୍ରଥମ ସ୍ତ୍ରୀ ମଣ୍ଡପରେ ପହଞ୍ଚି ହଙ୍ଗାମା କରିଥିଲେ। ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ବାମୀ ପ୍ରଥମେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ…
ଫୋନ୍ରେ ଗପୁଥିଲେ ସ୍ବାମୀ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ସ୍ତ୍ରୀ; ଆଉ ତା’ ପରେ…
ଓ୍ବାଶିଂଟନ,୨୮ା୫: ମୋବାଇଲ ବ୍ୟବହାରକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ ଘଟଣା। ମାତ୍ର ଆମେରିକାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୬ ବର୍ଷୀୟା ଟିଫ୍ନୀଙ୍କ ୬୨ ବର୍ଷୀୟ ସ୍ବାମୀ ଫୋନ୍ରେ ଗପୁଥିଲେ। ଏହା…
ଟ୍ବିଙ୍କିଲଙ୍କୁ ମେକ୍ଅପ୍ କଲେ ଝିଅ ନିତାରା: ମା’ କହିଲେ ଏଭଳି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କିଲ ଖନ୍ନା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ନିଜର ପର୍ସନାଲ ଲାଇଫ୍ ହେଉ ଅବା କାର୍ଯ୍ୟକଳାପର କେତେକ ଫଟୋ ଓ ଭିଡିଓ ପ୍ରଶଂସକ ସହ ଶେୟାର କରିଥାନ୍ତି। ଏଥିସହ ପ୍ରାୟ ସମୟରେ ସେ ସାମାଜିକ ସମସ୍ୟା…
ଗାଡିରେ ଘରରୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ମହିଳା
ଛତ୍ରପୁର,୨୮।୫(ଡି.ଏନ୍.ଏ.): ଏସ୍ଏଚଜି ମହିଳା ସଂଘର ସଦସ୍ୟାମାନେ ବର୍ତ୍ତମାନ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିଜକୁ ଏଥିରେ ସାମିଲ କରିଛନ୍ତି। ଏଥିସହ ମହିଳା ମାନେ ନିଜେ ଗାଡି ଚଳାଇ ସହରରେ ଥିବା ଘରକୁଘର ଯାଇ…
ସ୍ବାସ୍ଥ୍ୟସେବା ସୁପରିଚାଳନା: ଡିପିଏମଙ୍କୁ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକାଙ୍କ ପ୍ରଶଂସାପତ୍ର
ଛତ୍ରପୁର,୨୮।୫(ଡିଏନଏ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ସୁପରିଚାଳନା ପାଇଁ ମିଶନ ଜିଲା କାର୍ଯ୍ୟକ୍ରମ ଅଧିକାରୀ (ଡିପିଏମ) ଶ୍ୟାମସୁନ୍ଦର ତ୍ରିପାଠୀଙ୍କୁ ପ୍ରଶଂସାପତ୍ର ମିଳିଛି। ଜାତୀୟ ସ୍ବାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପ୍ରଶଂସାପତ୍ର…
ଡରାଉଛି କରୋନା: ୧୫.୯୮ ଲକ୍ଷ ଲୋକଙ୍କଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ
ଛତ୍ରପୁର,୨୮।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଜିଲାର ସମସ୍ତ ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି । ଗୁରୁବାର ସୁଦ୍ଧା ଗଞ୍ଜାମର…
ରାଜଧାନୀରୁ ହଟିଲା ଲକ୍ଡାଉନ୍: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ
ନୂଆଦିଲ୍ଲୀ,୨୮।୫: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର। ଦେଶର ରାଜଧାନୀରେ କ୍ରମାଗତ ଭାବେ କରୋନା ପଜିଟିଭ୍ ହାର ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନ୍ଲକ୍ ପାଇଁ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ବେଦୀରେ ମନ୍ତ୍ର ପଢ଼ି ଥକି ଗଲେ ପଣ୍ଡିତ, ଶେଷରେ ବରକନ୍ୟା କଲେ ଏମିତି; ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓରେ ବିବାହ ବେଦୀରେ ଅଗ୍ନି ସାମ୍ନାରେ ବସିଛନ୍ତି ବରକନ୍ୟା। ପଣ୍ଡିତ ବିବାହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଶେଷରେ ପଣ୍ଡିତ ମନ୍ତ୍ର ପଢ଼ି ପଢ଼ି…

