ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଛୁରୀ ଗଭୀର ପାଣି ଭିତରକୁ ପଶି ଯାଉଥିବା ବେଳେ ଜଣେ ଯୁବକ ତାଙ୍କ ଜୀବନକୁ ବାଜି ଲଗାଇ ତାକୁ ଉଦ୍ଧାର କରୁଛନ୍ତି। ଅନ୍ୟଜଣେ ମଧ୍ୟ ତାଙ୍କୁ କୂଳକୁ ଆଣୁଛନ୍ତି। ଭିଡିଓକୁ ଆଇପିଏସ୍ ଅଫିସର ଦିପାଂଶୁ କାବ୍ରା ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
हर ज़िन्दगी कीमती है!
2 लोगों से एक बेज़ुबान की जान बचाने के लिए अपनी जान खतरे में डाल दी.
दुनिया को ऐसे नेक दिल लोगों की आज बहुत ज़रूरत है… pic.twitter.com/uGreGiq0hC— Dipanshu Kabra (@ipskabra) May 30, 2021