ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ ତଥ୍ୟ ମାଗିଛନ୍ତି। ଜେଲ୍‌ରେ କେତେ ବନ୍ଦୀ କୋଭିଡ୍‌ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ତାହାର ରିପୋର୍ଟ ମଧ୍ୟ ମାଗିଛନ୍ତି ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶ କାଳୀନ ଖଣ୍ଡପୀଠ।
ସଂକ୍ରମଣ ବଢ଼ିଚାଲିଥିବାବେଳେ ଜେଲ୍‌କୁ ଭିଡ଼ମୁକ୍ତ କରିବା ପାଇଁ ବନ୍ଦୀମାନଙ୍କୁ ଅନ୍ତରୀଣ ଜାମିନ ଦେବା କିମ୍ବା ପାରୋଲରେ ଛାଡ଼ିବା ଲାଗି ସର୍ବୋଚ୍ଚ ଅଦାଲତ ଗତମାସରେ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ମହାମାରୀ ବେଳେ ଯେଉଁ କଏଦୀମାନଙ୍କୁ ଜାମିନ କିମ୍ବା ପାରୋଲ ମିଳିଥିଲା, ସେମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମେ’ ୭ରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’

କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ଅଜିତ ପାଓ୍ବାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର ହେବାର ଯୋଜନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ...

ପ୍ରତୀକ୍ଷାର ଅନ୍ତ: ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧: ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଗୁରୁବାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର...

ଘୋଡ଼ାଚଢି ନିର୍ବାଚନ ପ୍ରଚାରରେ ବାହାରିଲେ ଭାଜପା ନେତା

ଇନ୍ଦୋର,୧୯।୭: ମଧ୍ୟପ୍ରଦେଶର ସାନଓ୍ବର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ...

ଭାଜପା ହେରଫେର କରିଛି ୧.୫ ଲକ୍ଷ କୋଟି: ପ୍ରିୟଙ୍କାଙ୍କ ଅଭିଯୋଗ…

ବେଙ୍ଗାଲୁରୁ,୨୫।୪ : କର୍ନାଟକ ନିର୍ବାଚନ ପାଇଁ ଏକ ମାସରୁ କମ ସମୟ ବାକି ଅଛି। ଏପରିସ୍ଥଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କର୍ନାଟକରେ ଭାଜପା...

କଶ୍ମୀର ପାଇଁ ୧.୪୨ ଲକ୍ଷ କୋଟିର ବଜେଟ

ନୂଆଦିଲ୍ଲୀ,୧୫।୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୨୦୨୨-୨୩...

ନୁପୁର ଶର୍ମା ମାମଲାରେ ଭାଜପାର ୟୁଟର୍ନ…

ନୂଆଦିଲ୍ଲୀ, ୫।୬ : ମୁଖପାତ୍ର ନୁପୁର ଶର୍ମାଙ୍କ ମାମଲାରେ ଭାଜପା ୟୁଟର୍ନ ନେଇଛି। ନୁପୁର ମହାପୁରୁଷ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ପ୍ରଥମ ଥର...

ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…

ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍‌ ଋଣ କରି ଏହାର କିସ୍ତି ଦେବା...

Advertisement
Archives

Model This Week