ଧାନ ରଖି ରାଜପଥ ଅବରୋଧ କଲେ ଚାଷୀ
ଲଖନପୁର,୨୫।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ସେବା ସମବାୟ ସମିତିର ଚାଷୀଙ୍କୁ ଟୋକନ ପ୍ରଦାନରେ ଅବହେଳା କରାଯାଇଛି। ଫଳରେ ସମିତିର ୧୭୨ଜଣ ଚାଷୀ ଧନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଚାଷୀମାନେ ଚାଷୀ ସମବାୟ ବିଭାଗ, ଯୋଗାଣ…
ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ସବୁ ଲୋକାଲ କେସ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସବୁ ଲୋକାଲ କେସ୍ ଥିବା ଜଣା ପଡ଼ିଛି। ସେହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
ମା’ଙ୍କ ସେବାରେ ନେହା
ପ୍ରସିଦ୍ଧ ବଲିଉଡ ଏବଂ ପଞ୍ଜାବୀ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି। ବର୍ତ୍ତମାନ ନେହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନେହା ତାଙ୍କ ମା’ଙ୍କ ମୁଣ୍ଡକୁ ଚୁମ୍ବନ କରିବା ସହ…
ଘୁଞ୍ଚିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍
ନୂଆଦିଲ୍ଲୀ,୨୫।୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣ ଫାଇନାଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏବେ ୫ ଦିନିଆ ଫାଇନାଲ ମ୍ୟାଚ୍ ଚଳିତ ବର୍ଷ ଜୁନ ୧୮ରୁ ୨୨ ତାରିଖରେ ଅନୁଷ୍ଠିତ ହେବ। ଆଉ ୨୩ ତାରିଖକୁ ରିଜର୍ଭ ଡେ’ ଭାବେ…
ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର
୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି ସମୟରେ ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଶୁଟିଂ ବିଷୟରେ କହିଛନ୍ତି, ଯେତେବେଳେ…
ଜୁନିୟର କ୍ରିକେଟରେ ବ୍ୟାନ କରାଯାଉ ବାଉନ୍ସର : କନକଶନ ସ୍ପେଶାଲିଷ୍ଟ
ଲଣ୍ଡନ,୨୫।୧: ଜୁନିୟର (୧୮ ବର୍ଷରୁ କମ୍) କ୍ରିକେଟରେ ବାଉନ୍ସର ବ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ଜଣେ କନକଶନ ସ୍ପେଶାଲିଷ୍ଟ। ବୋଲରଙ୍କୁ ଶର୍ଟ ପିଚ୍ ବଲ ପକାଇବା ଜାରି ରଖିବାର ଅନୁମତି ଦିଆଯିବା ଉଚିତ କି ନାହିଁ, ସେହି ସମ୍ପର୍କରେ କନକଶନ ସ୍ପେଶାଲିଷ୍ଟ…
ରିଷଭ ପନ୍ତଙ୍କୁ ମୂଷା କହିଲେ ଏହି ଖେଳାଳି
ଅଷ୍ଟ୍ରେଲିଆରେ ଏକ ଐତିହାସିକ ଟେଷ୍ଟ ସିରିଜ ଜିତିଇବା ପରେ ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ ଚର୍ଚ୍ଚାରେ। ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ତାଙ୍କୁ କେହି ନୁହେଁ ବରଂ ତାଙ୍କର ଦୁଇ ବିଶେଷ ବନ୍ଧୁ ତାଙ୍କୁ ଟ୍ରୋଲ କରିଥିଲେ।…
ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ
ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଧଳା ପୋଷାକରେ ଏହି…
କ୍ରିକେଟରଙ୍କ ପ୍ରେମରେ ଆଥିୟା!
ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ ଆଥିୟାଙ୍କ ନାଁ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ଯୋଡି ହୋଇ…
ଲିପଷ୍ଟିକରେ ଶରୀରସାରା ଏମିତି ଲେଖିଲେ ରାଖୀ: ରାଗିଗଲେ ରୁବିନା
ବିଗ୍ବସ ଆଗାମୀ ଏପିସୋଡର ପ୍ରୋମୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପ୍ରୋମୋରେ ରାଖୀ ତାଙ୍କ ଶରୀରରେ ‘ଅଭିନବ ଆଇ ଲଭ ୟୁ’ ଲେଖି ବୁଲୁଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ରୁବିନା ତାଙ୍କ ସ୍ବାମୀ ଅଭିନବଙ୍କ…
ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ
୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ ହେବାର ଇତିମଧ୍ୟରେ ୨୫ ଦିନ ହୋଇଗଲାଣି। ଏବେ କନ୍ନଡ ଫିଲ୍ମ ଜଗତରୁ ଏକ ଖରାପ…
ଆଜ୍ମା ରୋଗୀଙ୍କ ପାଇଁ…
ଆଜ୍ମା ଏକ ଶ୍ୱାସଜନିତ ରୋଗ। ଏଥିପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବାକୁ ପଡେ। ଜଣେ ଆଜ୍ମା ରୋଗୀ ନିଜର ଖାଦ୍ୟ ତାଲିକାରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର। ଏହାଦ୍ୱାରା ଆଜ୍ମା ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ। ସବୁବେଳେ ଓଜନ କିପରି ସନ୍ତୁଳିତ…
Archives


