ଗଣବଳାତ୍କାର ପରେ ଇଟାରେ ଛେଚିଥିଲେ
ଗୋପାଳପୁର,୧ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଋତୁ ବେହେରା (୩୦) ଓ ହେମନ୍ତ ବେହେରା (୨୬)।…
ଅନ୍ତଃରାଷ୍ଟ୍ରୀୟ ଖେଳାଳି ଏବେ ଚାଷୀ
ଉମରକୋଟ,୧।୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅନ୍ତଃରାଷ୍ଟ୍ରୀୟ ଭାରୋତ୍ତୋଳନକାରୀ ଅରୁଣ ସାନ୍ତା। ଦେଶ ପାଇଁ ପ୍ରତିନିଧିତ୍ୱ କରି ଦୁଇଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡ଼ା ଜାତୀୟସ୍ତରରେ ମଧ୍ୟ ତାଙ୍କ ନାମରେ ରହିଛି ଅନେକ ପଦକ।…
୬ ଘଣ୍ଟା ପରେ ଚିଲିକା ମଝିରୁ ଉଦ୍ଧାର ହେଲେ ୧୭ ପର୍ଯ୍ୟଟକ
ବାଲୁଗାଁ,୧ା୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅଧୀନ ସୋରଣ ପେଣ୍ଠରୁ ରବିବାର ଚିଲିକା ପରିଭ୍ରମଣରେ ଯାଇଥିବା ୧୭ଜଣ ପର୍ଯ୍ୟଟକ, ୨ଜଣ ନାଉରିଆ ଫେରିବାବେଳେ ମଝି ଚିଲିକାରେ ଫସିଯାଇଛନ୍ତି। ଖବରପାଇ ବାଲୁଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ପ୍ରାୟ ୬ଘଣ୍ଟା ପରେ ଯାତ୍ରୀମାନଙ୍କୁ ଉଦ୍ଧାର…
ହେଲ୍ପ ଲାଇନକୁ ଫୋନ୍ କରି ମୋଦିଙ୍କ ନମ୍ବର ମାଗୁଛନ୍ତି ଲୋକେ
ନୂଆଦିଲ୍ଲୀ,୧ ।୨: ନିକଟରେ ଲୋକ ସଭା ଚାଲିଥିବା ବେଳେ ଏମ୍ପିମାନଙ୍କ ସୁବିଧା ପାଇଁ ୨୪/୭ ହେଲ୍ପ ଲାଇନ ଆରମ୍ଭ କରାଯାଇଥିଲା । ହେଲେ ଏହି ନମ୍ବରକୁ ଏମ୍ପିଙ୍କ ଅପେକ୍ଷା ସାଧାରଣ ଲୋକଙ୍କ କଲ୍ ଏବେ ଅଧିକ ପରିମାଣରେ ଆସୁଛି ବୋଲି ଜଣାପଡିଛି…
ଶିଶୁପୁତ୍ର ଗୁପ୍ତାଙ୍ଗରେ ଚେଙ୍କ
ଗୋପ,୧ା୨(ଡି.ଏନ୍.ଏ.): ଗୋପ ଥାନା ଅନ୍ତର୍ଗତ ହେଲାରି ଗ୍ରାମରେ ଶନିବାର ସନ୍ଧ୍ୟାରେ ଜଣେ ୪ ବର୍ଷର ଶିଶୁପୁତ୍ରର ଗୁପ୍ତାଙ୍ଗ ସମେତ ଶରୀରର ଏକାଧିକ ସ୍ଥାନରେ ଚେଙ୍କ ଦିଆଯାଇଛି। ପାରିବାରିକ ବିପଦକୁ କେନ୍ଦ୍ରକରି ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳକ ଏପରି କାଣ୍ଡ ଘଟାଇଛନ୍ତି।…
ନିଶାଦ୍ରବ୍ୟ କାରବାରରେ ଲାଗୁନି ଅଙ୍କୁଶ
ବେଗୁନିଆ,୧ା୨(ଡି.ଏନ୍.ଏ.): ବେଗୁନିଆ ସଦର ମହକୁମା ଓ ଏହି ଥାନା ଅଞ୍ଚଳରେ ଥିବା ଗ୍ରାମାଞ୍ଚଳରେ ଏବେ ନିଶାଦ୍ରବ୍ୟ କାରବାର ବଢ଼ିଚାଲିଛି। ମଦ, ଗଞ୍ଜେଇ, ମାଦକ ଦ୍ରବ୍ୟ ସବୁ ଚୋରାରେ କାରବାର ହେଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ଅଞ୍ଚଳର ଯୁବକମାନେ…
ଜବତ ଜେସିବି ଛଡ଼ାଇନେଲେ ପଥର ମାଫିଆ
ବାଣପୁର,୧ା୨(ଡି.ଏନ୍.ଏ): ଟାଙ୍ଗୀ ରେଞ୍ଜ ଅଧୀନ ଚକଡ଼ାପଥର ଡିପିଏଫ ଅଞ୍ଚଳରେ ପଥର ଖନନକୁ ନେଇ ରବିବାର ପଥର ମାଫିଆ ଓ ବନ ବିଭାଗର କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି। ପଥର ମାଫିଆମାନେ ଏକ ଜବତ ଜେସିବିକୁ ବଳପୂର୍ବକ ଛଡ଼ାଇ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
ଜିଦ୍ରେ ଅଟଳ ଉଭୟ ନିଯୋଗ
ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ ଲାଗି ରବିବାର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ପୁଷ୍ପାଳକ…
ନନ୍ଦନକାନନରେ ପର୍ଯ୍ୟଟକ କମିଲେ
ବାରଙ୍ଗ,୧ା୨(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ କେବଳ ରବିବାରରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢୁଥିବାର ଲକ୍ଷ୍ୟ କରାଯାଉଥିବାବେଳେ ଏହି ରବିବାର ପର୍ଯ୍ୟଟକ ସଂଖ୍ୟା କମିଯାଇଛି। ଗତ ୨୪ତାରିଖ ରବିବାରଠାରୁ ମାସ ଶେଷ ୩୧ତାରିଖ ରବିବାରରେ ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମିଥିବାବେଳେ…
ବିପଦରେ ମହାନଦୀ ମୁହାଣ ଉପକଣ୍ଠ
ମହାକାଳପଡ଼ା,୧ା୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଙ୍ଗୋସାଗର ସଂଲଗ୍ନ ଉପକଣ୍ଠ ମହାନଦୀ ମୁହାଣ ଉପକଣ୍ଠରେ ବାଲି ଓ ପଟୁମାଟି ଜମୁଛି। ଏହାଦ୍ୱାରା ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେଉନାହିଁ। ଉପର ମୁଣ୍ଡରୁ ବନ୍ୟାଜଳରେ ଗଡ଼ି ଆସୁଥିବା ବାଲି, ପଟୁମାଟି ଜମିବା…
ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା
ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୁଇ ଉଜୁଡା ଜଙ୍ଗଲ ଜୀବନ୍ୟାସ ପାଇଛି। ଏବେ ସେହି ଜଙ୍ଗଲ…
ଏବେ ବି ରହିଛି କ୍ରିକେଟ ନିଶା
ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସୋମବାର ସେ ୫୦ ବର୍ଷ ପୂରଣ ହୋଇଛି। ସେ ୫୧ ବର୍ଷରେ ପାଦ ଦେଇଛନ୍ତି। ୧୯୭୧ ଫେବୃୟାରୀ ୧ରେ ସେ ଗୁଜରାଟର ଜାମ୍ନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଜୟସିଂଜୀ ଦୌଲତସିଂଜୀ…
Archives


