୫ମ ମହାସାଗର ହେଲା ସଦର୍ନ ଓସେନ୍‌

ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍‌କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍‌ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି ସୋସାଇଟି ଜୁନ୍‌ ୮ ବିଶ୍ୱ ମହାସାଗର ଦିବସ ଅବସରରେ ଦକ୍ଷିଣ ମହାସାଗରକୁ ୫ମ ଓସେନ୍‌ ଭାବେ ଚିହ୍ନଟ କରିଛି। ପୂର୍ବରୁ ନ୍ୟାଶନାଲ ଜିଓଗ୍ରାଫି ମ୍ୟାପ୍‌ ପ୍ରସ୍ତୁତ କାରୀ ଆଟଲାଣ୍ଟିକ୍‌, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଆର୍କଟିକ୍‌କୁ ମହାସାଗର ବୋଲି ମାନ୍ୟତା ପ୍ରଦାନ କରିଥିଲା। ସଦର୍ନ ଓସେନ୍‌ର ପାଣି ଆଣ୍ଟାର୍କଟିକାରୁ ୬୦ ଡିଗ୍ରୀ ଅକ୍ଷାଂଶ ରେଖାକୁ ବିସ୍ତୃତ ହୋଇଥିବାରୁ ଆମେରିକା ବୋର୍ଡ ଏହାକୁ ପୂର୍ବରୁ ଚିହ୍ନଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା...

୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ...

ସାବଧାନ! ଟିଭି ସିରିଏଲ୍‌ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା

ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ଦିଲ୍ଲୀପ ବଳବନ୍ତରାୟ

ଖୋର୍ଦ୍ଧାଠାରୁ ଅନତି ଦୂର ଛଣିଆ ଗ୍ରାମରେ ମାତା ଆଦରମଣି ଓ ପିତା ହରମୋହନ ବଳବନ୍ତରାୟଙ୍କ କୋଳରେ ମୋ ଜନ୍ମ। ତିନି ଭାଇ ଭିତରେ ମୁଁ ବଡ଼।...

ମାସୁଦ ଆଝାରଙ୍କ ନା’ରେ ଗିରଫ ଓ୍ବାରେଣ୍ଟ ଜାରି

ଲାହୋର,୭।୧: ଜୟଶ-ଇ-ମହମ୍ମଦ (ଜେଇଏମ୍‌) ମୁଖ୍ୟ ମାସୁଦ ଆଝାରଙ୍କୁ ଗିରଫ କରିବା ପାଇଁ ଗୁରୁବାର ଓ୍ବାରେଣ୍ଟ ଜାରି କରିଛନ୍ତି ପାକିସ୍ତାନର ଆଣ୍ଟି ଟେରରଜିମ୍‌ କୋର୍ଟ। ଆତଙ୍କବାଦୀ କାର୍ଯ୍ୟକଳାପକୁ...

୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ

ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ...

ରାଷ୍ଟ୍ରପତି ପୁଟିନ୍‌ ଏବେ ବି ବ୍ୟବହାର କରୁଛନ୍ତି ଓ୍ବିଣ୍ଡୋ ଏକ୍ସପି

ମସ୍କୋ,୧୮।୧୨: ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର ୨୦୧୪ରୁ ବନ୍ଦ ହୋଇଛି। ତେବେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଏବେ ମଧ୍ୟ ତାଙ୍କ ଅଫିସ୍‌ରେ ଓ୍ବିଣ୍ଡୋ ଏକ୍ସପି ବ୍ୟବହାର...

ଏହି ବ୍ୟକ୍ତିଙ୍କର ୨୭ ସ୍ତ୍ରୀ, ୧୫୦ ସନ୍ତାନ; ପରିବାର ସମ୍ପର୍କରେ ଏମିତି କହିଲେ ପୁଅ

୬୪ ବର୍ଷୀୟ ଓ୍ବିନ୍‌ଷ୍ଟନ ବ୍ଲାକମୋର କାନାଡାର ସବୁଠୁ ପରିଚିତ ବ୍ୟକ୍ତି ଯେ କି ଏକାଧିକ ବିବାହ କରିଛନ୍ତି। କଲମ୍ବିଆରେ ରହୁଥିବା ଓ୍ବିନ୍‌ଷ୍ଟନଙ୍କ ରହିଛନ୍ତି ୧୫୦ ସନ୍ତାନ।...

Advertisement


Archives

Model This Week

Why Dharitri