Posted inଜାତୀୟ

୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ସରେ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବାଙ୍ଗାଲୋର ଶ୍ରେଷ୍ଠ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି। ସାଇଟେଶନ ପର୍‌ ଫାକଲ୍ଟି (ସିପିଏଫ୍‌) ମେଟ୍ରିକ୍‌ରେ ଏହା ୧୦୦ରୁ ୧୦୦ ନମ୍ବର ରଖିଛି। ଆଇଆଇଟି, ଗୁଆହାଟୀ ୪୧ତମ ସ୍ଥାନରେ ରହିଛି। ଭାରତର ଶୀର୍ଷ ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନ ଆଇଆଇଟି ବମ୍ବେ ଉକ୍ତ ତାଲିକାରେ ୧୭୭ତମ ସ୍ଥାନରେ ରହିଛି। ଗତବର୍ଷ ଉକ୍ତ ଶିକ୍ଷାନୁଷ୍ଠାନ ୧୭୨ତମ ସ୍‌ଥାନରେ ରହିଥିଲା। ସେହିପରି ଆଇଆଇଟି, ଦିଲ୍ଲୀ ଏଥର ୧୯୩ ର଼୍ୟାଙ୍କରେ ରହିଛି, ଯାହା କି ଗତବର୍ଷ ୧୮୫ତମ ସ୍ଥାନରେ ଆସିଥିଲା। ଆଇଆଇଟି, ମାଡ୍ରାସ ୨୦ ସ୍ଥାନ ଉପରକୁ ଉଠି ୨୫୫ ନମ୍ବରରେ ରହିଥିବାବେଳେ ଆଇଆଇଟ,ି ଖଡ଼ଗପୁର ୨୮୦ ର଼୍ୟାଙ୍କରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୮।୧୦: ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ...

କେନ୍ଦ୍ରକୁ ଅସମ୍ଭାଳ କଶ୍ମୀର

ନୂଆଦିଲ୍ଲୀ,୧୬।୩: ଖୁବଶୀଘ୍ର ରାଜ୍ୟ ମାନ୍ୟତା ଫେରିପାଇବ ଜମ୍ମୁ-କଶ୍ମୀର। ଉପତ୍ୟକାରେ ହେବ ନାହିଁ ଜନସଂଖ୍ୟାଗତ ପରିବର୍ତ୍ତନ। ମୁକ୍ତ ହେବେ ସମସ୍ତ ରାଜନୈତିକ ବନ୍ଦୀ। ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌...

ଏକ୍ସପ୍ରେସ୍‌ ଟ୍ରେନରେ ଲାଗିଲା ନିଆଁ

ବେଙ୍ଗାଲୁରୁ,୧୯।୮: ବେଙ୍ଗାଲୁରୁର କ୍ରାନ୍ତିବୀରା ସାଙ୍ଗୋଲି ରାୟନା(କେଏସଆର) ରେଳ ଷ୍ଟେଶନରେ ଶନିବାର ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ପଠାଯାଇଛି। ଏହି ଟ୍ରେନ...

ମହିଳା ପୋଲିସଙ୍କୁ ମାଡ଼ ଘଟଣା: ଗିରଫ ହେଲେ ଟିଆର୍‌ଏସ୍‌ ବିଧାୟକଙ୍କ ଭାଇ

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ପୋଲିସ ଓ ବନ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର ଜଣେ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।...

ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ, ୧୪।୨: ବମ୍ବେ ଆଇଆଇଟିରେ ୧୮ ବର୍ଷୀୟ ଛାତ୍ର ଦର୍ଶନ ସୋଲାଙ୍କିଙ୍କ ଆତ୍ମହତ୍ୟା ନେଇ କଲେଜରେ ଉତ୍ତେଜନା ଦେଖାଯାଇଛି। ରବିବାର କଲେଜର ପୋଓ୍ବାଇ କ୍ୟାମ୍ପସ୍‌ରେ ଦର୍ଶନ...

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ...

ସାଇବର ସୁରକ୍ଷାରୁ ଏଆଇ ପର୍ଯ୍ୟନ୍ତ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଛି ଆଲୋଚନା

ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ସାଇବର ସୁରକ୍ଷା, ଷ୍ଟାର୍ଟ ଅପ, ଏଆଇ, ସୁପର କମ୍ପ୍ୟୁଟିଂ, ୫ଜି / ୬ଜି ଟେଲିକମ ଏବଂ ଡିଜିଟାଲ ଦକ୍ଷତା ବିକାଶ...

ଗ୍ରେଟର ନୋଏଡାର ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ୩ ମହଲାରୁ ଡେଁଇଲେ ଲୋକ, ଅନେକ ଆହତ

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ପଶ୍ଚିମ ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ନିଆଁ ଲାଗିବା ମାତ୍ରେ ଗାଲାକ୍ସି ପ୍ଲାଜାରେ...

Advertisement
Archives

Model This Week