Home Left

ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ

ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ମୂଲାୟମ୍‌ଙ୍କ ପୁଅ ତଥା ଏସପି ସଭାପତି ଅଖିଳେଶ ଯାଦବ କରୋନା ଟିକାକୁ ବିରୋଧ…

ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍‌ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌

ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ମ୍ୟାଚ ଶେଷ କରିବାକୁ ବୋର୍ଡ ୨୫ ଦିନର…

ୟାମିଙ୍କୁ ରାଧେ ମା’ ଡାକିଲେ ଏହି ଅଭିନେତା: କଙ୍ଗନା କହିଲେ, ଆଣ ମୋ ଚପଲ

ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ୟାମୀଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଫଟୋ ପାରମ୍ପରିକ ଲାଲ୍‌…

ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।…

ସବୁ ସ୍ପିନର୍‌ ବିବାହ କରିବା ଉଚିତ୍‌; କାହିଁକି ଏମିତି କହିଲେ ଚହଲ

ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ ସ୍ତ୍ରୀ ଧନଶ୍ରୀ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସହ ଡ୍ୟାନ୍ସ ଭିଡିଓ ଶେୟାର କରନ୍ତି। ନିକଟରେ…

ଜିନ୍ସ୍‌ ପିନ୍ଧିଲେ-ବିଦେଶୀ ଫିଲ୍ମ ଦେଖିଲେ ମିଳିବ ମୃତ୍ୟୁଦଣ୍ଡ: ସରକାର …

ପୋୟାଙ୍ଗୟାଙ୍ଗ୍‌,୭।୬: ଏବେ ଜିନ୍ସ୍‌ ପିନ୍ଧିଲେ ଏବଂ ବିଦେଶୀ ଫିଲ୍ମ ଦେଖିଲେ ଉତ୍ତର କୋରିଆ ନାଗରିକଙ୍କ ଉପରେ କଡ଼ା ଦଣ୍ଡାଦେଶ କରାଯିବ। ଏନେଇ ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ନୂଆ ଆଇନ ଜାରି କରିଛନ୍ତି। ଏଭଳି କରୁଥିବା ଅଭିଯୋଗ ଅରାଯାଇଥିବା…

ଏକତା କପୁର କଳା ପୋଷାକ ପିନ୍ଧିବା ପଛରେ ରହିଛି ଏପରି ରାଜ୍‌

ଟିଭି କ୍ୱିନ୍‌ କୁହାଯାଉଥିବା ଏକତା କପୁର ପ୍ରାୟତଃ ସବୁ ବେଳେ କଳା ପୋଷାକ ପିନ୍ଧି ଥିବା ନଜର ଆସିଥାନ୍ତି। ତେବେ ଅନେକ ତାଙ୍କ କଳା ପୋଷାକ ଦେଖି ଏହା ତାଙ୍କର ପ୍ରିୟ ବୋଲି ଭାବୁଥିବେ ମାତ୍ର ଏହା ପଛରେ ଏକ ବଡ଼…

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର ଏବଂ ସୁଗାର ଲେବୁଲରେ ସମସ୍ୟା ଦେଖାଦେଇଥିଲା। ଅଂଶୁଳାଙ୍କୁ ଦେଖିବା ପାଇଁ ତାଙ୍କ ପିତା ବୋନି…

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର ହୋଇ ନ ଥାଏ ବୋଲି ସୂଚନା ଦେଇଛନ୍ତି। ଭାକ୍ସିନ୍‌ ନେେଇ ଶରୀରରେ ରୋଗ ପ୍ରତିରୋଧକ…

୩ କିଲୋମିଟର ଦୂର କାନ୍ଧରେ ବସି କନ୍ୟାଙ୍କ ଘରେ ପହଞ୍ଚିଲେ ବର, କାରଣ ଜାଣିଲେ…

ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର ବିବାହ ପାଇଁ ଆସି ହଟହଟା ହୋଇଛନ୍ତି। ରାସ୍ତା କାଦୁଅରେ ଭରି ଥିବାରୁ ୩ କିଲୋମିଟର…

ଆଖିବୁଜିଲେ ଏହି ଅଭିିନେତ୍ରୀ

ଅଭିନେତ୍ରୀ ତାର୍‌ଲା ଜୋଷୀଙ୍କ ପରଲୋକ ଘଟିଛି। ‘ସାରାଭାଇ ଭର୍ସେସ ସାରାଭାଇ’, ଏକ ହଜାରୋଁ ମେଁ ମେରୀ ବେହନା ହୈ ଭଳି ଅନେକ ସିରିଏଲରେ କାମ କରିଥିବା ତାରଲା ଯୋଶୀଙ୍କର ମୃତ୍ୟୁ ବିଷୟରେ ଅଭିନେତ୍ରୀ ନିଆ ଶର୍ମା ସୋସିଆଲ ମିଡିଆ ଜରିଆରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?