ରେକର୍ଡ କଲା ଓଣ୍ଡର ଓମ୍ୟାନ୍
ମୁମ୍ବାଇ, ୧ା୨: ହଲିଉଡ ଷ୍ଟାର ଗାଲ ଗାଡୋଟ୍ଙ୍କ ଅଭିନୀତ‘ ଓଣ୍ଡର ଓମ୍ୟାନ ୧୯୮୪’ ଚଳଚ୍ଚିତ୍ର ରେକର୍ଡ କରିଛି। ‘ଓଣ୍ଡର ଓମ୍ୟାନ’ର ଏହି ସିକ୍ୱେଲ ପ୍ରିମିୟର ଏଚ୍ବିଓ ମାକ୍ସରେ ଡିସେମ୍ବର ୨୫ରେ ରିଲିଜ ହୋଇଥିବାବେଳେ ସର୍ବାଧିକ ସମୟ ଦେଖାଯାଇଥିବା ଚଳଚ୍ଚିତ୍ର ର଼୍ୟାଙ୍କିଙ୍ଗରେ ପ୍ରଥମ…
ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ
ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ…
ନୋବେଲ ଦୌଡ଼ରେ ଗ୍ରେଟା
ଓସ୍ଲୋ, ୧ା୨: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ସ୍ବିଡେନର ପରିବେଶବିତ୍ ଗ୍ରେଟା ଥନ୍ବର୍ଗ(୧୮)ଙ୍କ ନାମ ସୁପାରିସ କରାଯାଇଛି। ତାଙ୍କ ସହ ରୁଷିଆର ଭିନ୍ନମତବାଦୀ ଆଲେକ୍ସି ନାଭାଲ୍ନି, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…
ଘରେ କରୁଥିବା ଏହି ଛୋଟ ଭୁଲ୍: କରିପାରେ ବଡ଼ କ୍ଷତି
ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ… ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନ୍ଧକାର ରଖିବା ଅତ୍ୟନ୍ତ ଖରାପ। ମୁଖ୍ୟ ଫାଟକରୁ ରଙ୍ଗ…
ଚାପ କମିଲା, ଅପରାଧ କମୁନି
ଅନୁଗୋଳ ଅଫିସ, ୧।୨: ସଦର ଥାନା ଖୋଲାଯିବା ପରେ ଅନୁଗୋଳ ଥାନା ଉପରୁ ଚାପ ହ୍ରାସ ପାଇଛି। କିନ୍ତୁ ସେହି ଅନୁସାରେ ଆପରାଧିକ କାର୍ଯ୍ୟକଳାପ କମୁନାହିଁ। ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଅସାମାଜିକମାନେ ଆଡ୍ଡା ଜମାଇବା ସହ…
ପ୍ରତାରଣା କରିଥିବା ସ୍ତ୍ରୀଙ୍କୁ କ୍ଷମା ଦେଲେ ସ୍ବାମୀ, ମାତ୍ର ରଖିଲେ ଅଜବ ସର୍ତ୍ତ
ଜଣେ ମହିଳା ରିଲେସନଶିପ୍ ପୋର୍ଟାଲରେ ନିଜର ବୈବାହିକ ଜୀବନ ବିଷୟରେ ଏକ ଅଜବ କଥା ପ୍ରକାଶ କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ। ମହିଳା ଜଣକ ନିଜେ ଏ ବିଷୟରେ କହିଛନ୍ତି। ସେ ଦୁଇଟି ସନ୍ତାନର ଜନନୀ…
ଓଜନ କମାଇବାଠାରୁ ଡାଇବେଟିସ ପର୍ଯ୍ୟନ୍ତ ଏହି ପ୍ରୋଟିନ୍ ନିହାତି ଆବଶ୍ୟକ
ପ୍ରୋଟିନ ଆମର ଶରୀର ପାଇଁ ବହୁତ ଜରୁରୀ। ମାଂସପେଶୀକୁ ମଜଭୁତ ହେବା, ଓଜନ କମାଇବା ଆଦିରେ ପ୍ରୋଟିନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଡାଏଟ୍ରେ ପ୍ରାକୃତିକ ଉପାୟରେ ମଧ୍ୟ ସାମିଲ କରାଯାଇପାରିବ। ପ୍ରୋଟିନ ବିଭିନ୍ନ ପ୍ରକାରର ରହିଛି। ମାତ୍ର ସବୁଠୁ…
ଶୀତଦିନେ ଖାଆନ୍ତୁ ପାଳଙ୍ଗ
ପାଳଙ୍ଗ ଶାଗ ଶୀତଦିନେ ବହୁ ପରିମାଣରେ ମିଳୁଥିବା ବେଳେ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଏଥିରେ ରହିଛି ଭିଟାମିନ୍ ଏ, ବି, ସି, ଆଇରନ୍, କ୍ୟାଲସିୟମ, ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫାଇବର, ଖଣିଜ ପଦାର୍ଥ, ମ୍ୟାଗ୍ନେସିୟମ ଇତ୍ୟାଦି ।…
ରାଇସ୍ ମିଲ୍ କରୁଛି ପ୍ରଦୂଷଣ: ମିଲ୍ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍
ବରଗଡ଼ ଅଫିସ୍,୩୧।୧: ବରଗଡ଼ ଜିଲାରେ ଛତୁ ଫୁଟିଲା ଭଳି ରାଇସ୍ ମିଲ୍ ଗଢ଼ି ଉଠୁଛି। କେତେକ ରାଇସ୍ ମିଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡଲାଇନ୍ ମାନୁ ନ ଥିବା ଯୋଗୁ ପ୍ରଦୂଷଣ ବଢ଼ି ଚାଲିଛି। ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଲୋକଦେଖାଣିଆ…
ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି
ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୭ ଫେବୃୟାରୀ ୧ରେ ସେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ…
ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି
ଅହମ୍ମଦାବାଦ୍,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭ ଉଇକେଟରେ ବଦୋଦରାକୁ ହରାଇ ହାସଲ କରିଛି ଏହି ସଫଳତା। ଚଳିତ ସିଜନରେ ପ୍ରଥମ ମ୍ୟାଚ୍…
ଏଥର ଭାରତରେ ଖେଳାଯିବ ଆଇପିଏଲ୍
ମୁମ୍ବାଇ,୨।୧: ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍ ପାଇଁ ବୋର୍ଡ ମୁମ୍ବାଇ ଓ ପୁଣେ…
Archives


