Home Left

ଅପେକ୍ଷାର ଅନ୍ତ: ପାକିସ୍ତାନରୁ ଭାରତ ଆସିଲେ ଦୁଇ ବୋହୂ

ବାଡମେର,୯।୩: ପାକିସ୍ତାନରେ ରହୁଥିବା ଦୁଇ ନବବିବାହିତା ଭାରତ ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ବିବାହ ସତ୍ତ୍ୱେ ଭିସା ନ ପାଇ ପାକିସ୍ତାନରୁ ଭାରତ ଆସିପାରି ନ ଥିଲେ। ବାଡମେର ଏବଂ ଜୈସଲମେରର ଦୁଇ ବ୍ୟକ୍ତି ବିବାହ ପରେ ପାକିସ୍ତାନରେ ସ୍ତ୍ରୀଙ୍କୁ ଛାଡି…

କହୁଛନ୍ତି ନିୟନ୍ତ୍ରଣ ନାହିଁ, ଅଟକିଛି କେମିତି?

ଭୁବନେଶ୍ୱର/ନୂଆଦିଲ୍ଲୀ, ୯।୩(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ପକେଟ ଖାଲି କରିବାରେ ଲାଗିଛି। ଅନେକ ରାଜ୍ୟରେ ପୋଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି। ଏହି ମୂଲ୍ୟ ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢ଼ୁଛି। ଫଳରେ ନିତ୍ୟ…

ଯୁକ୍ତ୨ ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୯।୩(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଫର୍ମ ପୂରଣର ଶେଷ ତାରିଖ ମାର୍ଚ୍ଚ ୩ ଥିବାବେଳେ ଅନେକ ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଫର୍ମ ପୂରଣ ପାଇଁ…

‘ବିଶ୍ୱ ଆନ୍ଦୋଳନରେ ପରିଣତ ହେବ ମିଶନ ଶକ୍ତି’

ଭୁବନେଶ୍ୱର, ୯।୩(ବ୍ୟୁରୋ): ମିଶନ ଶକ୍ତି ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଗଁା ଅର୍ଥନୀତିକୁ ଚଳ ଚଞ୍ଚଳ କରିପାରିଛି। ମିଶନ ଶକ୍ତି କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ସବୁଠାରୁ ବଡ଼ ଆନ୍ଦୋଳନରେ ପରିଣତ ହେବ…

ରାମମନ୍ଦିର ଚାନ୍ଦା ନ ଦେବାରୁ ଚାକିରି ଗଲା

ବାଲିଆ (ୟୁପି),୯।୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଉତ୍ତରପ୍ରଦେଶର ଜଣେ ଶିକ୍ଷକ ଚାନ୍ଦା ଦେବାକୁ ମନା କରିବାରୁ ତାଙ୍କ ଚାକିରି ଯାଇଛି। ଯଶଓ୍ବନ୍ତ ପ୍ରତାପ ସିଂ ବାଲିଆ ଜିଲାର ଜଗଦୀଶପୁରଠାରେ ଥିବା ଆର୍‌ଏସ୍‌ଏସ୍‌ ପରିଚାଳିତ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ।…

ଛଟେଇ ହେଉଛନ୍ତି ଗର୍ଭବତୀ

ଓ୍ବାଶିଂଟନ୍‌, ୯ା୩: କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇଛି। ମହିଳା ହିଂସା ବଢ଼ିବା ସହ ମାତ୍ର ୩ ଚତୁର୍ଥାଂଶ ମହିଳାଙ୍କ ପାଖରେ ଆଇନଗତ ଅଧିକାର ରହିଛି ବୋଲି ବିଶ୍ୱ ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ କାର୍‌ମେନ ରେନହାର୍ଟ…

ଶିକ୍ଷକଙ୍କୁ ବିବାହ କଲେ ସ୍କଟ୍‌

ଓ୍ବାଶିଂଟନ୍‌, ୯ା୩: ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ୍‌ ମାରିସ୍‌(୫୦) ପୁଣି ବିବାହ କରିଛନ୍ତି। ୫୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ୨୨ତମ ଧନୀ ସ୍କଟ୍‌ ବିଜ୍ଞାନ ଶିକ୍ଷକ ଡେନ୍‌ ଜିଓ୍ବେଟଙ୍କ ହାତ…

ମରିବାକୁ ଚାହୁଁଥିଲେ ମେଘାନ

ଲସ୍‌ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଅନେକ ଥର ସେ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଥିଲେ ବୋଲି ଆମେରିକାର ଏକ…

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍‌ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ…

ଜାତୀୟ ସିନିୟର ରୋଡ୍‌ ରେସ୍‌ ସାଇକ୍ଲିଂ: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି):ସାଇକ୍ଲିଂ ପ୍ରତିଭା ସ୍ବସ୍ତି ସିଂ ନିଜ ପ୍ରଦର୍ଶନ ମାଧ୍ୟମରେ ପୁଣି ଓଡ଼ିଶାକୁ ଗର୍ବିତ କରିଛନ୍ତି। ମହାରାଷ୍ଟ୍ରର ନଭି ମୁମ୍ବାଇରେ ୫ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ୨୫ତମ ଜାତୀୟ ସିନିୟର, ଏଲିଟ, ଜୁନିୟର ଓ ୟୁଥ୍‌ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର…

ବଜରଙ୍ଗଙ୍କୁ ସ୍ବର୍ଣ୍ଣ ସହ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ

ରୋମ୍‌, ୯ା୩ (ପି.ଟି.)-ଆସନ୍ତା ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ବଜରଙ୍ଗ ପୁନିଆ ଏଠାରେ ଚାଲିଥିବା ମାଟେଓ ପେଲିକୋନ୍‌ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ସହ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ୬୫ କେଜି ଶ୍ରେଣୀ ଫାଇନାଲରେ ସେ…

ଜାତୀୟ ସିନିୟର ଭଲିବଲ୍‌ : ୨୬ ବର୍ଷ ପରେ ନକ୍‌ଆଉଟରେ ଓଡ଼ିଶା

ଭୁବନେଶ୍ୱର, ୯।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ସୋମବାର ୩-୦ ସେଟ୍‌ (୨୫-୧୫, ୨୫-୧୮, ୨୫-୧୯)ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ଛତିଶଗଡ଼, ଲଦାଖ, ଚଣ୍ଡିଗଡ଼,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri