ପର୍ସରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍ ଦେଖା ଦେଇପାରେ ଆର୍ଥିକ ସଙ୍କଟ
ଅଧିକାଂଶ ଲୋକ ପକେଟରେ ପର୍ସ ରଖିଥାନ୍ତି। ପର୍ସକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ସେଥିରେ ଟଙ୍କା ସାଙ୍ଗକୁ ଜରୁରୀ କାଗଜପତ୍ର ମଧ୍ୟ ରଖାଯାଇଥାଏ। ତେବେ ବାସ୍ତୁଶାସ୍ତ ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହାକୁ ପର୍ସରେ ରଖିଲେ ଧନହାନୀ ସାଙ୍ଗକୁ ଅନ୍ୟ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଆଓ୍ବାର୍ଡ ଶୋ’ରୁ କରାଯାଇଥିଲା ବହିଷ୍କାର
ବଲିଉଡ୍ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଅନ୍ତର୍ଜାତୀୟ ମହିଳା ଦିବସରେ ସନ୍ନି ଲିଓନ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇ ତାଙ୍କ ଜୀବନର ସଂଘର୍ଷ ଯାତ୍ରାକୁ ଏକ ମଜାଳିଆ ଉପାୟରେ…
ଏହି ଦିନ ହାତକୁ ଦି’ ହାତ ହେବେ ଜଶପ୍ରୀତ ବୁମ୍ରା
ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରାଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି। ବୁମରା ମାର୍ଚ୍ଚ ୧୪-୧୫ ରେ ଗୋଆରେ ସ୍ପୋଟର୍ସ ଆଙ୍କର୍ ସଞ୍ଜନା ଗଣେଶଙ୍କୁ ବିବାହ କରିବେ। ତେବେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏହା ନିଶ୍ଚିତ କରାଯାଇନାହିଁ। କୋଭିଡ ପ୍ରୋଟୋକଲ ଅନୁଯାୟୀ…
୬୯ ହଜାର କୋଟିର ଦେଶଭକ୍ତି ବଜେଟ: ସ୍ବାସ୍ଥ୍ୟ ପାଇଁ ୯୯୩୪ କୋଟି
ନୂଆଦିଲ୍ଲୀ,୯।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ୬୯ ହଜାର କୋଟି ଟଙ୍କାର ଦେଶଭକ୍ତି ବଜେଟ ମଙ୍ଗଳବାର ଘୋଷଣା କରାଯାଇଛି। ଦିଲ୍ଲୀ ଅର୍ଥମନ୍ତ୍ରୀ ମନିଶ ସିସୋଦିଆ ପେପରଲେସ୍ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ସ୍ବାସ୍ଥ୍ୟ ପାଇଁ ୯୯୩୪ କୋଟି ଟଙ୍କା ଆବଣ୍ଟିତ…
ପନିର ପକୋଡ଼ା
ଆବଶ୍ୟକ ସାମଗ୍ରୀ- ପନିର- ୨୦୦ ଗ୍ରାମ୍, ଧଳା ରାଶି- ୪ ବଡ଼ ଚାମଚ, ମଇଦା- ୪ ବଡ଼ ଚାମଚ, ରସୁଣ- ୫-୭ଟି, ଅଦା- ଛୋଟ ଖଣ୍ଡ, କଞ୍ଚାଲଙ୍କା- ୨ଟି, ଗରମ ମସଲା ଗୁଣ୍ଡ- ୧ ଚାମଚ, ଚାଟ ମସଲା ଗୁଣ୍ଡ- ୧…
ବିବାହ ପରେ କ୍ୟାରିୟର
ବିବାହ ପରେ ନାରୀ ଜୀବନରେ ଆସିଥାଏ ଅନେକ କିଛି ପରିବର୍ତ୍ତନ। ପରିବର୍ତ୍ତିତ ସମୟ ସହ କେତେଜଣ ସାଲିସ କରି ନିଅନ୍ତି ତ ଆଉ କେତେଜଣ ନିଜେ ଗଢିଥିବା କ୍ୟାରିୟରକୁ ବାଛନ୍ତି। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ଜୀବନସାଥୀଙ୍କ ପ୍ରେରଣାରେ ନୂଆ…
କୋଲକାତା ଅଗ୍ନିକାଣ୍ଡରେ ୯ ମୃତ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
କୋଲକାତା,୯ ।୩: ପଶ୍ଚିମବଙ୍ଗ କୋଲକାତାର କୋଲାଘାଟ ପ୍ରସାଦାର ୧୩ ମହଲାରେ ସୋମବାର ସନ୍ଧ୍ୟାରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୪ ଦମକଳ କର୍ମୀ, ରେଲୱେ ପୋଲିସ କର୍ମୀ, ଏଏସ୍ଆଇ ସମେତ…
ନାଇଟ୍ କେୟାର ରୁଟିନ୍
କେତେକମହିଳା ଅଛନ୍ତି ଦିନବେଳେତ୍ୱଚାର ଯତ୍ନନିଅନ୍ତି କିନ୍ତୁ ରାତିରେ ତ୍ୱଚାପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁପ୍ରତିଦିନ ଶୋଇବା ପୂର୍ବରୁ ତ୍ୱଚାପାଇଁ କିଛି ସମୟନିଶ୍ଚୟ ବାହାର କରନ୍ତୁ… ଦିନସାରାର ମେକଅପ୍ ପରେ ଶରୀର ଭଳି ତ୍ୱଚା ବି ରାତି ବେଳକୁ ଥକି ଯାଇଥାଏ। ତେଣୁ…
କ୍ରିକେଟର୍ଙ୍କ ଭଗବାନଙ୍କୁ ଏମିତି କହିଲେ ସେହ୍ବାଗ, ଭିଡିଓ ଭାଇରାଲ୍
ରାୟପୁର,୯।୩: ଛତିଶଗଡର ରାଜଧାନୀ ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜ ଖେଳାଯାଉଛି। ଗତ ବର୍ଷ ମୁମ୍ବାଇରେ ୪ଟି ମ୍ୟାଚ ପରେ ଟୁର୍ନାମେଣ୍ଟକୁ କରୋନା ଯୋଗୁ ସ୍ଥଗିତ ରଖାଯାଇଥିଲା। ମାର୍ଚ୍ଚ ୫ରୁ ପୁଣି ଥରେ ମ୍ୟାଚ ଆରମ୍ଭ ହୋଇଛି। ଏଥିରେ ୬ଟି ଦଳ…
ଭାରତର ଟିକା କୂଟନୀତି ସ୍ବାଗତଯୋଗ୍ୟ: ଆଇଏମ୍ଏଫ୍
ଓ୍ବାଶିଂଟନ,୯।୩: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ଆଗୁଆ ରହିଛି। ପୃଥିବୀରେ ଭାରତ ଏକ ନୂଆ ଉଦାହରଣ ସୃଷ୍ଟି କରିପାରିଛି। ଅନ୍ୟ ଦେଶକୁ କରୋନା ଟିକା ପଠାଇ ଭାରତ ମହାନତାର ପରିଚୟ ଦେଇଛି। ଭାରତର ଏହି ଟିକା କୂଟନୀତିକୁ…
ଭୁବନେଶ୍ୱରରେ ଏନ୍ଆଇଭି ପ୍ରତିଷ୍ଠା କରିବାକୁ ଅନୁରୋଧ
ଭୁବନେଶ୍ୱର,୯।୩(ବ୍ୟୁରୋ): ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନ୍ଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି…
ନିଖୋଜ କୁମ୍ଭୀରଙ୍କୁ ଖୋଜିବା ପାଇଁ ଚିନ୍ତାରେ ସରକାର
ଦକ୍ଷିଣ ଆଫ୍ରିକାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ମଣିଷଖିଆ କୁମ୍ଭୀରଙ୍କୁ ଧରିବା ପାଇଁ ଏକ ବଡ ଅଭିଯାନ ଆରମ୍ଭ କରାଯାଇଛି। ଆଫ୍ରିକାର କେପ୍ ଫାର୍ମରୁ ମଣିଷଙ୍କୁ ଖାଇଯାଉଥିବା କୁମ୍ଭୀର ଗତ କିଛିଦିନ ହେବ କୁଆଡେ ନିଖୋଜ ଅଛନ୍ତି। ଏହାକୁ ନେଇ…
Archives


