Home Left

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା

କେସିଙ୍ଗା, ୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ ଯୁବତୀଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା। ଯୁବତୀଙ୍କ ମା’ ଝିଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର…

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି।…

ସାବଧାନ! ଭୁଲ୍‌ରେ ବି ଗୁଗଲ୍‌ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ

ଗୁଗଲ୍‌ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା ନେଉଛନ୍ତି। ମାତ୍ର ଆପଣ ଜାଣନ୍ତି କି ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ଆପଣ…

ଏହି ଅଭିନେତ୍ରୀଙ୍କୁ ଫିଲ୍ମକୁ ଆଣିଥିଲେ ସଲମାନ, ଆଜି ସେ ସୁପରହିଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନଙ୍କୁ ବଲିଉଡ୍‌ର ଗଡଫାଦର କୁହାଯାଏ। ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବାର ନଜିର ରହିଛି। ଏହି ତାଲିକାରେ ପ୍ରଥମେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମ ରହିଛି। ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ’ ଜରିଆରେ ସୋନାକ୍ଷୀଙ୍କୁ ରଙ୍ଗୀନ ଦୁନିଆକୁ…

କାହାକୁ ବିବାହ କରିବେ ଜଶପ୍ରୀତ ବୁମ୍‌ରା

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ପୂର୍ବରୁ ଟି -୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତିନି…

୪୦ ବର୍ଷରେ ଗର୍ଭବତୀ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ କିଶ୍ୱର ମର୍ଚ୍ଚେଣ୍ଟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କିଶ୍ୱର ଏବଂ ତାଙ୍କ ସ୍ବାମୀ ସୁୟଶ ରାୟ ଆଗାମୀ ଅଗଷ୍ଟରେ ମା’ବାପା ହେବାକୁ ଯାଉଛନ୍ତି। କିଶ୍ୱର ଏବେ ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ଅନେକ ସମୟରେ ବେବି ବମ୍ପ ସହ ସେ…

ମୁଖ୍ୟମନ୍ତ୍ରୀ ଝାଡୁରେ କଲେ ରାସ୍ତା ସଫା

ଭୋପାଳ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମହିଳା ସଫେଇ କର୍ମଚାରୀଙ୍କ ସହିତ ମିଶି ରାସ୍ତାରେ ଝାଡୁ ମାରିଛନ୍ତି। ସେ ଭୋପାଳର ନେହେରୁ ନଗରରେ ମହିଳା ସଫେଇ କର୍ମଚାରୀଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ।…

ଆଜି ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୮।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୮୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୫ ଜଣ ଚିହ୍ନଟ…

ଟିକେଟ ମିଳିବା ପରେ ବି ଟିଏମ୍‌ସି ଛାଡୁଛନ୍ତି ନେତା!

କୋଳକାତା,୮ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଆଉ ଏହାରି ଭିତରେ ସେଠାକାର ରାଜନୈତିକ ମାହୋଲ ବି ହେଉଛି ସରଗରମ । ବିଶେଷ କରି ଶାସନ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି । ଏବେ…

ବୃକ୍ଷ ଚାରା ରୋପଣ ଦୁର୍ନୀତି: ଗାତ ଖୋଳା ପାଇଁ ୬୬୨ ନକଲି ଭାଉଚର

ଲକ୍ଷ୍ନୌ,୮।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାରରେ ହୋଇଥିବା ଏକ ବଡ଼ ଧରଣ ଦୁର୍ନୀତିର ପର୍ଦ୍ଦାଫାଶ୍‌ କରାଯାଇଛି। ରାଜ୍ୟରେ ବୃକ୍ଷ ଚାରା ରୋପଣରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ପ୍ରଧାନ ମହାଲେଖାକାରଙ୍କ ଅଡିଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ରାଜ୍ୟରେ ୨୦୧୭,…

ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ ପାଇଁ ବିଦ୍ୟା ବାଲାନ ବହୁତ ଓଜନ ବଢାଇଥିଲେ। ଏହାପରେ ତାଙ୍କ ଓଜନକୁ ନେଇ ଚର୍ଚ୍ଚାକୁ…

ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମହାମାରୀ କରୋନା ସମୟରେ ଅନେକ କଳାକାର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆହୁରି ଅନେକ କଳାକାର ମା’ବାପା ହେବା ଅପେକ୍ଷାରେ ରହିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ଏକତା କପୁରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri