Home Left

ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ କ୍ଷତାକ୍ତ ମୃତଦେହ : ଅନର କିଲିଂ ସନ୍ଦେହ

ପାରଳାଖେମୁଣ୍ଡି,୮ା୩: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ରବିବାର ରାତିରେ ଏକ ଘରୁ ଜଣେ ଯୁବତୀ ଓ ଯୁବକଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଜବତ କରିଛି। ସୋମବାର ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।…

ମଧ୍ୟାହ୍ନଭୋଜନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

ବାସୁଦେବପୁର,୮ା୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାନ୍ତିପୁର ୟୁପି ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ବିଇଓଙ୍କ ଚିଠି ନଂ. ୭୪୧/୨୧ ତା୮।୩।୨୦୨୧ରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…

ତାମିଲନାଡୁ ବିଧାନସଭା ନିର୍ବାଚନରେ ନୂଆ ମେଣ୍ଟର ଏଣ୍ଟ୍ରି

ଚେନ୍ନାଇ, ୮।୩ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ଓ ୟୁପିଏ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ଆଉ ଏକ ମେଣ୍ଟ। ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନା ଲାଗି ଟି.ଟି.ଭି. ଦିନାକରଣଙ୍କ ଆମା ମକଲ ମୁନେଟ୍ରା କାଝାଗମ (ଏଏମ୍‌ଏମ୍‌କେ) ସହ…

ଏହି ସହଜ ଉପାୟରେ କରିପାରିବେ ଶତ୍ରୁଙ୍କୁ ପରାସ୍ତ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେ କହିଛନ୍ତି,…

ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ସାରସକଣା,୮ା୩: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ମାଛ ଧରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୁରକୁଣ୍ଡବାଦୀ ଗ୍ରାମର ମଙ୍ଗଲା ବିନ୍ଧାଣୀଙ୍କ ପୁଅ ଦୁଃଖିଆ। ସୂଚନା ଯୋଗ୍ୟ, ମନୋହରପୁର ଗ୍ରାମ ନିକଟସ୍ଥ…

‘ ଦିନେ ମୋଦିଙ୍କ ନାମରେ ନାମିତ ହେବ ଭାରତ ’

କୋଲକାତା,୮।୩ : ନିଜ ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମକରଣ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ ପ୍ରମାଣପତ୍ରରେ ନିଜ ଫଟୋ ଛପାଇଛନ୍ତି। ନିଜ ଫଟୋକୁ ଇସ୍ରୋ ଦ୍ୱାରା ମହାକାଶକୁ ପଠାଉଛନ୍ତି। ଏହା ପ୍ରମାଣ କରୁଛି ପ୍ରଧାନମନ୍ତ୍ରୀ ଜଣେ ଅଂହକାରୀ ନେତା। ସେ…

ସୌମେନ୍ଦ୍ର ଟ୍ବିନ୍‌ ସିଟିର ନୂଆ ପୋଲିସ କମିଶନର

ଭୁବନେଶ୍ୱର,୮ା୩(ବ୍ୟୁରୋ): ୧୯୯୫ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଭାବେ ନିଯୁକ୍ତି କରାଯାଇଛି। ଏନେଇ ଗୃହ ବିଭାଗ ସୋମବାର ବିଜ୍ଞପ୍ତି ପ୍ରକାଶ କରିଛି। ସୌମେନ୍ଦ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟେକ୍ତ ଲୋକେ ଜାଳିଦେଲେ ହାଇଓ୍ବା

ଜୟପୁର,୮ା୩: କୋରାପୁଟ ଜିଲା ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଛି। ଉତ୍ତ୍ୟେକ୍ତ ଲୋକେ ହାଇଓ୍ବା ଗାଡି ଡ୍ରାଇଭରଙ୍କ ଧରି…

ଗୋଟିଏ ଭୁଲ୍‌ ନଷ୍ଟ କରିଦେଲା କ୍ୟାରିୟର

ଆଜି ବଲିଉଡରେ ଅଭିନେତା ଫର୍‌ଦିନ ଖାନଙ୍କ ଜନ୍ମଦିନ। ଏକ ସମୟରେ ସେ ଲୋକପ୍ରିୟ ହୋଇ ପାରଇଥିଲେ ମାତ୍ର ତାଙ୍କର ଏକ ଭୁଲ୍‌ କ୍ୟାରିୟର ନଷ୍ଟ କରିଦେଇଥିଲା। ବଲିଉଡ୍‌ରେ ତାଙ୍କ ଡେବ୍ୟୁ ଖୁବ୍‌ ଭଲ ଥିଲା। ତାଙ୍କର ଆକର୍ଷଣୀୟ ଚେହେରା ମଧ୍ୟ ଲୋକଙ୍କ…

ଏହି ଖେଳାଳିଙ୍କୁ ବାମହାତୀ ସେହ୍ବାଗ କହିଲେ ପୂର୍ବତନ ପାକିସ୍ତାନ ଖେଳାଳି

କରାଚୀ,୮।୩ : ଅଷ୍ଟ୍ରେଲିଆ ପରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି ଜଣେ କିମ୍ବଦନ୍ତୀ ଖେଳାଳି। ସେ ହେଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍‌।…

ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡିର ତଦନ୍ତ ଆରମ୍ଭ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୮।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଘଟଣାର ତଦନ୍ତ ଏନ୍‌ଆଇଏ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଏନ୍‌ଆଇଏ ସୋମବାର…

ଭାରତଠୁ ସିରିଜ୍‌ ହାରିବା ପରେ ବୋର୍ଡକୁ ସମାଲୋଚନା କଲେ ପୂର୍ବତନ ଅଧିନାୟକ

ଲଣ୍ଡନ,୮।୩ : ଭାରତଠାରୁ ୩-୧ ବ୍ୟବଧାନରେ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଆନ ମୋର୍ଗାନଙ୍କୁ ଯେଉଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri