Home Left

ଶିଶୁକନ୍ୟା ଜନ୍ମ ହେବାରୁ ମା’ ହସ୍ପିଟାଲରୁ ଫେରାର

ବ୍ରହ୍ମପୁର ଅଫିସ,୧୭।୭: ଜଣେ ମା’ ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଶୁକ୍ରବାର ରାତିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ନବଜାତ ଶିଶୁକନ୍ୟାର ସୁରକ୍ଷା ଓ ଯତ୍ନ ପାଇଁ ତାକୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ ବାର୍ଡ ବିବାହ କରିବାକୁ ଯାଉଥିବା ବେଳେ କେବେ ବିବାହ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ…

ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ

ବରଗଡ଼ ଅଫିସ୍‌,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୨୩୩ କି.ଗ୍ରା ହେବ। ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ…

କୂଅରୁ ମିଳିଲା ୧୧ ମୃତଦେହ

ଭୋପାଳ,୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲାର ଗଞ୍ଜବାସୌଦା ଅଞ୍ଚଳର ଲାଲ ପାତର ଗ୍ରାମରେ କୂଅ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। କୂଅରୁ ୧୧ ମୃତଦେହ ମିଳିବା ପରେ ଶୁକ୍ରବାର ମଧ୍ୟରାତ୍ରି ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଏହି ଘଟଣାରେ…

୩୬ ହଜାର ଫୁଟ ଉପରେ ଫିଲ୍ମର ଘୋଷଣା କଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କର ୫୧୯ ତମ ଫିଲ୍ମ କରିବାକୁ ଯାଉଛନ୍ତି । ଏହାର ଘୋଷଣା ସେ ୩୬ ହଜାର ଫୁଟ ଉପରେ ରହି କରିଛନ୍ତି । ସେ ଆଟଲାଣ୍ଟିକ ମହାସାଗର ଉପରେ ଏରୋପ୍ଲେନରେ ଯାତ୍ରା କରି…

ୟୁରୋ କପ୍‌ ବଢାଇଦେଲା

ବ୍ରିଟେନ,୧୭।୭: ଜାନୁଆୟୀ ପରଠାରୁ ବ୍ରିଟେନରେ କରୋନା ସଂକ୍ରମଣ ହାର କମିବାରେ ଲାଗିଥିଲା। କିନ୍ତୁ ଏବେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ ହାର। ଶନିବାର ଦେଶରେ ୫୦ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଛି। ଜାନୁୟାରୀ ପରେ ପ୍ରଥମ ଥର ପାଇଁ…

ଧାଓ୍ବନଙ୍କ ସହ କିଏ କରିବ ଓପନିଂ

କଲମ୍ବୋ,୧୭।୭: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଧିନାୟକ ଶିଖର ଧାଓ୍ବନଙ୍କ ସହ କିଏ ଓପନିଂ କରିବ, ସେ ନେଇ ଚିନ୍ତାରେ ଟିମ୍‌ ମ୍ୟାନେଜମେଣ୍ଟ। କାରଣ ଫାଙ୍କା ଥିବା ଓପନିଂ…

ଝରଣା ନିକଟରେ ଠିଆ ହୋଇ ସେଲ୍‌ଫି ନେଉଥିଲେ ଏହି ଷ୍ଟାର, ଖସିଗଲା ପାଦ; ଆଉ ତା’ ପରେ…

ବେଜିଂ,୧୭ା୭: ହଂକଂର ୩୨ ବର୍ଷୀୟା ସୋସିଆଲ ମିଡିଆ ଷ୍ଟାର ସୋଫିଆ ଚ୍ୟାଙ୍ଗ୍‌ ଝରଣାର ଜଳସ୍ରୋତରେ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ସୋଫିଆ ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ନିକଟରେ ଥିବା ଝରଣା ନିକଟରେ ଠିଆ ହୋଇ ସେଲ୍‌ଫି ନେଉଥିଲେ। ଏହି ସମୟରେ ତାଙ୍କ…

ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟିବି ପରୀକ୍ଷା ହେଉ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭ ।୭: କରୋନା ମହାମାରୀ ବେଳକୁ ବେଳ ତା’ର ନୂଆ ରୂପ ଦେଖାଇ ଚାଲିଥିବା ବେଳେ ବେଳକୁ ବେଳ ଭୟ ବି ଲୋକଙ୍କ ମନରୁ ଯାଇ ପାରୁନି । କରୋନା ଭାଇରସକୁ ନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ କରୋନା…

ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି

ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସବୁ ଖାଦ୍ୟ ପଦାର୍ଥର ପ୍ରକୃତି ଭିନ୍ନ। କାହାକୁ ଖାଇଲେ ଶରୀର ଉତ୍ତାପ…

ଅନିତା ଯାଦବଙ୍କୁ କାହିଁକି ଭେଟିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଲକ୍ଷ୍ନୌ,୧୭ ।୭: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି । ଶନିବାର ସକାଳେ ସେ ଲଖିମପୁର ଖିରି ପହଞ୍ଚିଲେ । ସେଠାରେ ପ୍ରିୟଙ୍କା କେତେଜଣ ମହିଳାଙ୍କୁ ଭେଟିଥିଲେ…

ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ ଆସିଥାଏ। ଅନୁରାଧା ନକ୍ଷତ୍ରର ସ୍ବାମୀ ଶନି ଦେବ। ଏହି ନକ୍ଷତ୍ର ଥିଲେ ବ୍ୟକ୍ତି ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?