Home Left

ଦୁର୍ଘଟଣା ଯୋଗୁ ପ୍ରତିବର୍ଷ ୪ ଲକ୍ଷ କୋଟି କ୍ଷତି

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାସ୍ତା ଦୁର୍ଘଟଣାରେ ହେଉଥିବା ଜନଜୀବନ ହାନି ରୋକିବା ନିମନ୍ତେ ସଡ଼କ ନିରାପତ୍ତା ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୋଲିସ ଅଧିକାରୀ ଏବଂ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଏକ ଉଚ୍ଚସ୍ତରୀୟ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନ୍‌ସିବିକୁ ମିଳିଲା ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଫିଟି ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ବିଷୟରେ ବଡ଼ ଖୁଲାସା ହୋଇଥିଲା। ଏବେ ଏହି…

ଶାଶୁଘରେ ନିର୍ଯାତନା ପାଇଁ ସ୍ବାମୀ ଦାୟୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ,୯।୩: ଶାଶୁଘରେ ମହିଳାଙ୍କର ଯେ କୌଣସି ଶାରୀରିକ ଖଣ୍ଡିଆ ଖାବରା ପାଇଁ ସ୍ବାମୀ ହିଁ ଦାୟୀ ହେବେ। ଏହାକୁ ନିର୍ଯାତନା ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ଏକ ଆଗୁଆ ଜାମିନ ଆବେଦନର ବିଚାର ସମୟରେ କହିଛନ୍ତି। ଏହା ସହିତ କୋର୍ଟଙ୍କ…

ସତେଜ କାରବାର ପୁଣି ଫେରିଛି

ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍‌ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥାଏ। କରୋନା କିଛି ସମୟ ବ୍ୟବସାୟିକ ଭଟ୍ଟାର କାରଣ ସାଜିଥିଲେ ହେଁ ସକାରାତ୍ମକ ଭାବେ ଗ୍ରହଣ…

ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶନ ଲୋଡ଼ା

କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି। ଡିଜିଟାଲ ଉପାୟରେ ଶିକ୍ଷା ପଦ୍ଧତି ବିକଶିତ ହେବା ସହ ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ସବୁ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ଥିବାବେଳେ…

୧୦ ହଜାର ଟଙ୍କାର ଶପିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜାଣନ୍ତୁ କ’ଣ କିଣିଲେ

ନୂଆଦିଲ୍ଲୀ,୯।୩: ସାରା ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୋଦି ମହିଳାଙ୍କ ହାତ ତିଆରି ଜିନିଷ କିଣିଥିଲେ। ତାମିଲନାଡୁର ମହିଳାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ

କାଳିଆପାଣି,୯।୩(ଡି.ଏନ୍‌.ଏ.): ସୋମବାର ବିଶ୍ୱ ମହିଳା ଦିବସ ସମାରୋହ ଖୁବ୍‌ ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ସୁକିନ୍ଦା ନିକଟ ଭିମଟଙ୍ଗର ଗ୍ରାମ ନିକଟ ବୁଦୁବୁଦିଆ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ୪ଜଣ ଯୁବକ ଗଣବଳାତ୍କାର ଉଦ୍ୟମ କରିଛନ୍ତି।…

୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୯।୩(ବ୍ୟୁରୋ): ସମୟ ସହ ତାଳ ଦେଇ ଯୁବଗୋଷ୍ଠୀ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ପୂର୍ବପୁରୁଷଙ୍କ ବିଷୟରେ ଜାଣିବା ଆବଶ୍ୟକ। ଏହିସବୁ ଘଟଣାବଳୀକୁ ବହୁଳ ଭାବେ ପ୍ରଚାର କରାଯିବା ଦରକାର। ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ପରିଚାଳନା କରିଥିବା କମ୍‌ ଜଣାଶୁଣା…

ସଲମାନ୍‌ ନୁହନ୍ତି ଏହି ଚକୋଲେଟ ବୟ ବଲିଉଡ୍‌ରେ ଆରମ୍ଭ କରିଥିଲେ ଶର୍ଟଲେସ୍‌ ଟ୍ରେଣ୍ଡ୍‌

ବଲିଉଡ୍‌ ଫିଲ୍ମରେ ଅନେକ ହ୍ୟାଣ୍ଡଶମ୍‌ ଏବଂ ସ୍ମାର୍ଟ ଅଭିନେତା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏହି ତାଲିକାରେ ନାମ ରହିଥିବା ଜଣେ ଅଭିନେତା ହେଲେ ଜୟ ମୁଖାର୍ଜୀ। ୬୦ ଦଶକରେ ଜୟ ଚକୋଲେଟ ବୟ ଭାବେ ବେଶ୍‌ ପରିଚିତ ଥିଲେ। ୧୯୬୦ରେ ରିଲିଜ୍‌…

‘୨୧ ବର୍ଷରେ ମା, ଭଉଣୀଙ୍କୁ ସୁରକ୍ଷା ଦେବାରେ ବିଜେଡି ବିଫଳ’

ଭୁବନେଶ୍ୱର,୯।୩(ବ୍ୟୁରୋ): ଗତ ୨୧ବର୍ଷ ଶାସନ କାଳରେ ରାଜ୍ୟରେ କେତେଜଣ ମହିଳାଙ୍କ କୋଳ ଖାଲି ହୋଇଛି ଏବଂ କେତେ ନାବାଳିକା ବଳାତ୍କାର ଓ ହତ୍ୟାର ଶିକାର ହୋଇଛନ୍ତି। ଦାଦନ ଖଟିବାକୁ କେତେ ଲକ୍ଷ ଓଡ଼ିଆ ବାହାରକୁ ଯାଇଛନ୍ତି ଏବଂ ଏହି କାରଣରୁ କେତେ…

୪ ବର୍ଷର ପୁଅକୁ ଛାତିରେ ଜାବୁଡି ଧରି ଟ୍ରେନ୍‌ ଆଗକୁ ଡେଇଁଲେ ଶିକ୍ଷକ

ରୋହତକ,୯।୩: ରୋହତକରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଶିକ୍ଷକ ନିଜ ଚାରି ବର୍ଷର ପୁଅକୁ ଛାତି ଧରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ସମ୍ପୃକ୍ତ ପରିବାରକୁ…

‘ମା’ମାନଙ୍କଠାରେ ନେତୃତ୍ୱର ଚମକ ରହିଛି’

ଭୁବନେଶ୍ୱର, ୯।୩ (ବ୍ୟୁରୋ): ମା’ ମାନେ ହେଉଛନ୍ତି ଜନ୍ମରୁ ନେତା। ଯିଏ ଘର ଓ ପିଲାଙ୍କ ଦାୟିତ୍ୱ ଠିକ୍‌ ଭାବେ ନେଇପାରୁଛି, ଦେଶ ଓ ସମାଜର ଦାୟିତ୍ୱ ନେବାରେ ତା’ ପାଇଁ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ମା’ଙ୍କ ନିକଟରେ ନେତୃତ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri