ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୨୭ ମୃତ
ଜାକର୍ତ୍ତା,୧୧।୩: ଇଣ୍ଡୋନେସିଆରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ୨୦ ମିଟର ତଳକୁ ଖସି ପଡ଼ିଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୯ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ବିଲବୋର୍ଡ ଜରିଆରେ ମୋଦିଙ୍କୁ ଧନ୍ୟବାଦ ଦେଲା କାନାଡା
ଓଟାୱା,୧୧ ।୩: କରୋନା ମହାମାରୀକୁ ଦୂରେଇ ଦେବାକୁ ଭାରତ ଅନ୍ୟଦେଶକୁ ଯେଉଁଭଳି ଭାବେ ସାହାଯ୍ୟ କରୁଛି ସାରା ବିଶ୍ୱ ଏବେ ଭାରତର ପ୍ରଶଂସା କରୁଛି । ନିକଟରେ କାନାଡାକୁ ବି କରୋନା ଟିକା ଯୋଗାଇ ପ୍ରଶଂସା ସାଉଁଟିଛି ଭାରତ । ପାକିସ୍ତାନକୁ…
କାଲିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ମୁକାବିଲା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଅହମଦାବାଦ,୧୧।୩: ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରିବା ପରେ ଭାରତ ଏବେ ଟି-୨୦ ସିରିଜ ଉପରେ ନଜର ରଖିଛି। ଇଂଲଣ୍ଡ ହୁଏତ ଟେଷ୍ଟ ସିରିଜରେ ପରାସ୍ତ ହୋଇଥାଇପାରେ, କିନ୍ତୁ ଫଟାଫଟ କ୍ରିକେଟରେ ଉଭୟ ଦଳ ମଧ୍ୟରେ…
ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ
ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର ପାଳି ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ…
ଡିଏମ୍ଆର୍ସିରୁ ଇସ୍ତଫା ଦେଲେ ‘ମେଟ୍ରୋ ମ୍ୟାନ’
ଥିରୁଭାନନ୍ତପୁରମ,୧୧ ।୩: ମେଟ୍ରୋ ମ୍ୟାନ ଇ ଶ୍ରୀଧରନ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନ( ଡିଏମ୍ଆର୍ସି)ର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ମେଟ୍ରୋ ପକ୍ଷରୁ ବୁଧବାର କୁହାଯାଇଛି କି ଶ୍ରଧରନ ଔପଚାରିକ ଭାବେ ଦିଲ୍ଲୀ ମେଟ୍ରୋରୁ ଅଲଗା ହୋଇଯାଇଛନ୍ତି…
୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି
ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଥିବା ଦେଖାଯାଇଛି। ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ପଥର ଖାଉଥିବା…
କୋକେନ ମାମଲା: ମଡେଲ ଗିରଫ
କୋଲକାତା,୧୧।୩ : ନ୍ୟୁ ଆଲିପୁର କୋକେନ୍ ମାମଲାରେ କୋଲକାତା ନ୍ୟୁ ଟାଉନ୍ର ଜଣେ ମଡେଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହେବାରେ ମଡେଲ ଅମ୍ରିତା ସିଂ ଓରଫ ସ୍ବିଟି ହେଉଛନ୍ତି ଅଷ୍ଟମ ଅଭିଯୁକ୍ତ। ପୂର୍ବରୁ ଭାଜପା ନେତା ରାକେଶ ସିଂ…
ଆସ୍ଥା ଜିତିଲେ ଖଟ୍ଟାର ସରକାର
ଚଣ୍ଡିଗଡ଼,୧୧।୩ : ହରିୟାଣା ବିଧାନସଭାରେ ମନୋହାର ଲାଲ୍ ଖଟ୍ଟାର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଯାଇଛି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୨ ଭୋଟ ପଡ଼ିଥିବାବେଳେ ବିରୋଧରେ ୫୫ ଜଣ ଭୋଟ ଦେଇଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା…
ଅନୁରାଗ ଠାକୁର ଟିଏ କ୍ୟାପ୍ଟେନ
ନୂଆଦିଲ୍ଲୀ,୧୧।୩ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଟେରିଟୋରିଆଲ୍ ଆର୍ମି (ଟିଏ) କ୍ୟାପ୍ଟେନ ନିଯୁକ୍ତ ହୋଇଛନ୍ତି। ଟେରିଟୋରିଆଲ ଆର୍ମିରେ ସ୍ବେଚ୍ଛାସେବୀମାନେ ଭାଗ ନେବା ସହ ବର୍ଷରେ ଗୋଟିଏ ମାସ ସାମରିକ ତାଲିମ ନେଇଥାନ୍ତି। ହିମାଚଳପ୍ରଦେଶର ହମିରପୁରରୁ ୪ ଥର ଭାଜପା ଏମ୍ପି…
ବାଇଡେନ୍ଙ୍କ କୁକୁର ହ୍ବାଇଟ୍ ହାଉସ୍ରୁ ବିଦା
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ କୁକୁର ‘ମେଜର’ ଓ ‘ଚାମ୍ପ’ଙ୍କୁ ହ୍ବାଇଟ୍ ହାଉସ୍ରୁ ବାହାର କରାଯାଇଛି। ଜଣେ ସିକ୍ୟୁରିଟି ଏଜେଣ୍ଟଙ୍କୁ ମେଜର କାମୁଡ଼ି ଦେବା ପରେ କୁକୁର ଦୁଇଟିକୁ ବାଇଡେନ୍ଙ୍କ ଘରକୁ ପଠାଇ ଦିଆଯାଇଛି। ୨୦୧୮ରେ ବାଇଡେନ୍ ମେଜରକୁ ଘରକୁ…
ପରିବେଶ ପାଇଁ ୧୦ ବିଲିୟନ ଡଲାର
ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ଙ୍କ ଅର୍ଥ ନିବେଶ ଥିବା ଆର୍ଥ ଫଣ୍ଡ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ୧୦ ବିଲିୟନ ଡଲାର ଖର୍ଚ୍ଚ କରିବ। ୨୦୩୦ ସୁଦ୍ଧା ଏହି ଅର୍ଥ ବିନିଯୋଗ କରାଯିବାକୁ ଯୋଜନା ଥିବା…
ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ଦିଅନ୍ତି। ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନାଙ୍କ ଖୋଲା ମତ ବେଳେବେଳେ ତାଙ୍କ ପାଇଁ ମଧ୍ୟ ଏକ…
Archives


