ଏଭଳି ଆଡ଼ମ୍ବରପୂର୍ଣ୍ଣ ଜିଲା ଗସ୍ତ ଆଉ କେହି କରିନାହାନ୍ତି: ପ୍ରଦୀପ
ଭୁବନେଶ୍ୱର, ୧୧ା୩(ବ୍ୟୁରୋ):ରାଜ୍ୟ ସରକାରଙ୍କ ନୂଆପଡ଼ା କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କରିଛି ଭାଜପା। ଦଳର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ଅତୀତରେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ଆଡମ୍ବରପୂର୍ଣ୍ଣ ଜିଲା ଗସ୍ତ କରୁ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତ…
ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ
ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦ ଲକ୍ଷ ଟଙ୍କାର ବଜେଟ ହୋଇଛି। ଏହି ଚିଠା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ…
ଆଜି ଜାଗର: ଶିବଙ୍କୁ ଅର୍ପଣ କରନ୍ତୁ ଏସବୁ, ମିଳିବ ଶୁଭଫଳ
ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୧୧ ତାରିଖ ଅର୍ଥାତ୍ ଗୁରୁବାର ପାଳନ କରାଯିବ ଶିବରାତ୍ରି। ଏହି ଶୁଭଦିନରେ ଭଗବାନ ଶିବଙ୍କର ଏପରି କିଛି ପ୍ରିୟ…
ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି
ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍ଙ୍କୁ ବାଦ୍ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ କରିଥିବା ଏହି ବିଦେଶୀ ଖେଳାଳି ଚଳିତ ଥର ପୂରା ସିଜନ ଲାଗି ଉପଲବ୍ଧ ହେବେ…
ବସନ୍ତରେ ବୈଶାଖ ତାତି
ବରଗଡ଼ ଅଫିସ୍,୧୧।୩: ବସନ୍ତ ସରିନାହିଁ। ହେଲେ ବୈଶାଖର ତାତି ପରିଲକ୍ଷିତ ହେଲାଣି। ଦିନ ୧୧ଟାରୁ ତାତିର ପ୍ରକୋପ ଜଣାପଡୁଛି। ରାସ୍ତାଘାଟରେ ଲୋକଙ୍କ ଯାତାୟାତ କମିଯାଉଛି। ଗତପ୍ରାୟ ସପ୍ତାହକ ପୂର୍ବରୁ ବରଗଡ଼ ଜିଲାରେ ଏଭଳି ଅନୁଭୂତ ହେଉଛି। ତାତି ଯୋଗୁ ଲୋକେ ମୁଣ୍ଡରେ…
ଭାଜପାକୁ ହରାଇବା ପାଇଁ କୋଲକାତା ଗସ୍ତ କରିବେ କୃଷକ ନେତା
ବାଲିଆ(ଉତ୍ତର ପ୍ରଦେଶ), ୧୦।୩ – ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଚଳିତ ସପ୍ତାହରେ କୋଲକାତା ଗସ୍ତ କରିବେ ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାୟତ। ଏ ନେଇ ସେ ବୁଧବାର ଘୋଷଣା କରିଛନ୍ତି। ନିର୍ବାଚନରେ…
ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ
ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ବାଇକ୍ରେ ଯିବାବେଳେ ଦୁର୍ଘଟଣାରେ ମା’ ବାପାଙ୍କ ଆଗରେ ୨ ପିଲାଙ୍କ ଜୀବନ ଚାଲିଯାଇଛି। ସେମାନେ…
ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ
ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜୁଏଲର୍ସର ଦୋକାନ ମାଲିକ ରଞ୍ଜନ କୁମାର ସାହୁ ସୁନା…
କକାଙ୍କ ଶୁଦ୍ଧିକ୍ରିୟାକୁ ଆସି ପୋଖରୀରେ ବୁଡ଼ିଗଲେ ପୁତୁରା
ଉଦଳା,୧୦ା୩: କକାଙ୍କ ଶୁଦ୍ଧିକ୍ରିୟାକୁ ଆସିଥିବା ବେଳେ ପୋଖରୀରେ ବୁଡ଼ି ପୁତୁରାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶୁଖୁଆସାହି ଅଞ୍ଚଳରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର କୁନାରାମ ଦଳେଇ। ସେ ତାଙ୍କ…
ଟିଏମ୍ସି ଟିକେଟ ନ ଦେବାରୁ ମନ୍ତ୍ରୀ, ବିଧାୟକ ଧରିଲେ ପଦ୍ମ
କୋଲକାତା୧୦।୨୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବୁଧବାର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମମତା ପୁଣି ସରକାର ଗଢ଼ିବ ବୋଲି ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି। ହେଲେ ଟିକେଟ ନ ପାଇବାରୁ ଅସନ୍ତୋଷ ପ୍ରକାଶ କରି…
ଶ୍ୱାସନଳୀରେ ଅଟକି ଗଲା ବଟିକା, ଆଉ ତା ପରେ…
କେନ୍ଦୁଝର, ୧୦।୩ (ଡି.ଏନ.ଏ.)- ଫାଇଲେରିଆ ବଟିକା ଖାଇ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମାଲଦା ଗାଁ ଅନ୍ଧାରିଖମନ ସାହିର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତା ବାଳିକା ହେଲେ ଭୁବନ ମହନ୍ତଙ୍କ ଝିଅ ବବିତା। ପରିବାର ଲୋକଙ୍କ କହିବା ଅନୁଯାୟୀ…
‘ସହାନୁଭୂତି ପାଇଁ ଡ୍ରାମା କରୁଛନ୍ତି ମମତା’
ନୂଆଦିଲ୍ଲୀ,୧୦।୩ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି। ” ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା। ମୋ ଆଖ ପାଖରେ କୌଣସି ସୁରକ୍ଷା କର୍ମୀ…
Archives


