ଖାଲି ହାତରେ ଫେରିଲେ କ୍ରିଷ୍ଣନ
ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପୁରୁଷ ବକ୍ସରଙ୍କ ମଧ୍ୟରେ ସବୁଠୁ ଅଭଜ୍ଞ ବକ୍ସର ବିକାଶଙ୍କୁ…
ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା ନାଗରିକଙ୍କ ଘଟଣାର ଯାଞ୍ଚ ନିର୍ଦ୍ଦେଶ
ବେଜିଂ,୨୪ ।୭: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ବେଜିଂ ପହଞ୍ଚିବାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା ନାଗରିକଙ୍କ ମୃତଦେହ ଶୁକ୍ରବାର ଏକ ଚାଟର୍ଡ ବିମାନରେ ସ୍ୱେଦେଶ ପହଞ୍ଚିଥିଲା । ଆତଙ୍କବାଦୀ ଆକ୍ରମଣରେ…
ରାଜ୍ୟରେ ବାଘ ଗଣନା ଆରମ୍ଭ
ଭୁବନେଶ୍ୱର,୨୪।୭(ବୂ୍ୟରୋ): ରାଜ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟର ଅଧିକ ଡିଭିଜନରେ ବାଘ ଗଣନା କରାଯିବ । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା । ଫଳରେ ଏଥର ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ବଢିବ…
ପୃଥ୍ବୀ ଶ’ଙ୍କୁ ‘ଶୋ-ଷ୍ଟପର୍’ ଭାବନ୍ତି ଏହି କ୍ରିକେଟର, କହିଲେ-ବ୍ୟାଟିଂ ବେଳେ ତାଙ୍କ…
ନୂଆଦିଲ୍ଲୀ,୨୪।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ୧୨୭ ରନ୍ କରିଥିବା ସୂର୍ଯ୍ୟକୁମାରଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଚୟନ…
ବଢୁଛି ମହାରାଷ୍ଟ୍ର ବନ୍ୟା ମୃତ୍ୟୁ ସଂଖ୍ୟା, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୪ ।୭: ମହାରାଷ୍ଟ୍ରରେ ବର୍ଷା ଛାଡି ଯାଇଥିଲେ ବି ବନ୍ୟା ପ୍ରଭାବିତ ଜିଲାର ପରିସ୍ଥିତି ଗମ୍ଭିର ହୋଇ ପଡିଛି । ବନ୍ୟା ପ୍ରଭାବିତ ପ୍ରାୟ ୮୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ଏମାନଙ୍କ ଜୀବନ ଜୀବିକାକୁ…
ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଲେ ଶିକ୍ଷକ, ପରିବାର ଲୋକେ ଦେଲେ ଏମିତି ଶିକ୍ଷା
ଜୟପୁର,୨୪ା୭: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଗୁରୁପୂର୍ଣ୍ଣିମା। ଆଜି ପରି ପବିତ୍ର ଦିନରେ ଜଣେ ଗୁରୁଙ୍କ କୁତ୍ସିତ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର ସିକର ଜିଲାରୁ ଏପରି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷକ ଦଶମ…
ଆହତ ଖେଳାଳିଙ୍କ ସ୍ଥାନରେ ଇଂଲଣ୍ଡ ଯାଇପାରନ୍ତି ଏହି ୩ କ୍ରିକେଟର; ଦୁଇଜଣ ଶ୍ରୀଲଙ୍କାରେ…
ନୂଆଦିଲ୍ଲୀ,୨୪।୭: ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ହେଲେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର କିଛି ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତିନି ଭାରତୀୟ ଖେଳାଳି ଶୁଭମନ ଗିଲ,…
ବଢିପାରେ ରାଜଙ୍କ ଅଡୁଆ
ମୁମ୍ବାଇ,୨୪ ।୭: ଉଦ୍ଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ର୍ୟାକେଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବ୍ଶୀଘ୍ର ଏଣ୍ଟ୍ରି ମାରିପାରେ ବୋଲି ବିଶେଷ ସୂତରୁ ମିଳିଥିବା ସୂଚନାରୁ ଜଣାପଡିଛି । ରାଜ କୁନ୍ଦ୍ରା ଓ ଲଣ୍ଡନର କମ୍ପାନୀ ମଧ୍ୟରେ ବହୁ ଟଙ୍କା ଲେଣଦେଣ…
ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ
ସିମୁଳିଆ,୨୪ା୭(ଡି.ଏନ୍.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ସେ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ…
ଭଡ଼ାଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ଟିଟିଲାଗଡ଼,୨୪ା୭(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦା ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୁନିଗୁଡ଼ାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କୁ ଖବରଦେଇ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଞ୍ଜନ ବରିହା କହିଛନ୍ତି। ତେବେ ସାଇଣ୍ଟିଫିକ୍ ଟିମ୍…
ଏହି ଦେଶରେ ବିବାହ ପୂର୍ବରୁ ବରକନ୍ୟାଙ୍କୁ ଗଛରେ ବାନ୍ଧି ଫିଙ୍ଗା ଯାଏ ପଚା ମାଛ, ପଚା ଅଣ୍ଡା
ବିବାହକୁ ନେଇ ପ୍ରତି ରାଜ୍ୟ ଏବଂ ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ସାରା ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ। ବିବାହକୁ ନେଇ ପ୍ରତ୍ୟେକ ଦେଶରେ କିଛି ନା କିଛି ପରମ୍ପରା ରହିଛି। ଆମ ଦେଶ ଭାରତରେ ମଧ୍ୟ ଏପରି କିଛି…
ହୋଇଗଲା ଫାଇନାଲ୍; ସଲମାନ୍ ନୁହନ୍ତି ବରଂ ଏହି ଫିଲ୍ମନିର୍ମାତା କରିବେ ବିଗ୍ବସ୍ ଆଗାମୀ ସଂସ୍କରଣକୁ ହୋଷ୍ଟ !
ବମ୍ବେ: ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ ୧୫’କୁ କିଏ ହୋଷ୍ଟ କରିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା। ଟେଲିଭିଜନ ବଦଳରେ ଶୋ’ ଏବେ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି। ଦବଙ୍ଗ ଖାନ୍ ସଲମାନ ଏହାକୁ…

