ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଲେ ପ୍ରେମିକ, କାରଣ ଜାଣିଲେ…

ମସ୍କୋ,୫ା୮: ଜଣେ ପ୍ରେମିକାଙ୍କ ସହିତ ଜଣେ ପ୍ରେମିକ ଏମିତି କିଛି କରିଛନ୍ତି, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା। ‘ଟ୍ରଷ୍ଟ୍‌ ଟେଷ୍ଟ’ ଷ୍ଟଣ୍ଟ୍‌ ସମୟରେ ପ୍ରେମିକ ଜଣକ ନିଜର ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଛନ୍ତି। ଏହା ଦେଖି ହଜାର ହଜାର ଲୋକ ଚକିତ ହୋଇଛନ୍ତି।

ଏହି ଘଟଣା ରୁଷିଆରେ ଘଟିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସର୍ଗେ କୋସେନକୋ ନାମକ ଯୁବକ ଏପରି କାଣ୍ଡ ଘଟାଇଛନ୍ତି। ଭିଡିଓରେ ସର୍ଗେ ନିଜର ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ରାସ୍ତାରେ ବୁଲାଇଛନ୍ତି। ସର୍ଗେ ଗୋଟିଏ ହାତରେ ହାତକଡ଼ି, ଆଉ ଗୋଟିଏ ହାତକଡ଼ି ପ୍ରେମିକାଙ୍କ ହାତରେ ବାନ୍ଧିଥିଲେ। ଭିଡିଓରେ ଦେଖିବାକୁ ମିଳିଛି, କାର୍‌ ଛାତରେ ତାଙ୍କ ପ୍ରେମିକା ଦଉଡ଼ିରେ ବନ୍ଧା ହୋଇଛନ୍ତି। କାର୍‌କ ନିଜେ ସର୍ଗେ ଚଲାଉଛନ୍ତି।

ସର୍ଗେ ତାଙ୍କ ପ୍ରେମିକାଙ୍କ ବିଶ୍ୱାସ ପରୀକ୍ଷା କରିବା ପାଇଁ ଏପରି କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ୮୦ ହଜାର ଲୋକ ଦେଖିସାରିଲେଣି। ସର୍ଗେଙ୍କର ଇନ୍‌ଷ୍ଟାଗ୍ରାମରେ ୫ ମିଲୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ଦୁଇଦିନ ପୂର୍ବରୁ ସେ ଏହି ଭିଡିଓ ଶେୟାର କରିଥିଲେ। ବର୍ତ୍ତମାନ ଏହି ଭିଡିଓକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…

ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା,...

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍‌, ଟ୍ରେନ୍‌ ଯାତ୍ରା ମାଗଣା

ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍‌ ଏବଂ...

ମାଲ୍ଟାରେ ଗଞ୍ଜେଇ ବୈଧ

ଭାଲେଟ୍ଟା, ୧୬ା୧୨: ପ୍ରଥମ ୟୁରୋପୀୟ ଦେଶ ଭାବେ ମାଲ୍ଟା ଗଞ୍ଜେଇକୁ ବ୍ୟକ୍ତିଗତ ଭାବେ ବ୍ୟବହାର ନିମନ୍ତେ ଅନୁମତି ଦେଇଛି। ଏଥିସହ ଲୋକେ ସୀମିତ ଭାବେ ଗଞ୍ଜେଇ...

ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର...

ବାଲାଂଦେଶରେ ଏସ.ଜୟଶଙ୍କର

ଢାକା,୨୮।୪: ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଢାକାରେ ଗୁରୁବାର ଅପରାହ୍ନରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ବାଲାଂଦେଶ ବିଦେଶ ମନ୍ତ୍ରୀ ଏ.କେ ଅବଦ୍ଦୁଲ...

ଟ୍ରମ୍ପ୍‌ ସମର୍ଥକଙ୍କ ସଶସ୍ତ୍ର ବିକ୍ଷୋଭ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟଗଣତି ଜାରି ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାୟ ୨୦୦ ସମର୍ଥକ ଆରିଜୋନାର ଏକ ଭୋଟ କେନ୍ଦ୍ରରେ ବୁଧବାର ରାତିରେ ସଶସ୍ତ୍ର...

ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ...

ପାମେଲାଙ୍କ ୫ମ ବିବାହ

ନୂଆଦିଲ୍ଲୀ,୨୯।୧: କାନାଡା-ଆମେରିକୀୟ ଅଭିନେତ୍ରୀ ତଥା ବଓ୍ବୋଚ୍‌ ଷ୍ଟାର ପାମେଲା ଆଣ୍ଡେରସନ ୫୩ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ଏହା ତାଙ୍କର ୫ମ ବିବାହ। ଏଥର...

Advertisement
Archives

Model This Week