ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି
ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ବ୍ୟକ୍ତି ଜଣକ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ଝିଅକୁ କୋଳରେ ଧରି…
ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍ ବୋଲି କହିଥିଲେ ଇମରାନ୍: ମିଳିଥିଲା ଏଭଳି ଜବାବ
ବମ୍ବେ: ଅଭିନେତା ଭାବେ କମ୍ ବରଂ ସିରିୟଲ କିସର୍ ଭାବେ ଅଧିକ ଲୋକପ୍ରିୟ ଇମରାନ୍ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍ ରୋମାଣ୍ଟିକ୍। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ…
ମୋଦିଙ୍କୁ ‘ମିଛୁଆ’ କହିଲେ ମମତା
କୋଲକତା,୨୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଷ୍ଣୁପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଥିଲେ। ମମତା ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି…
ଆତ୍ମସମର୍ପଣ କଲେ ୨ ମାଓବାଦୀ
ରାୟଗଡ଼ା ଅଫିସ,୨୪।୩: ରାୟଗଡ଼ା ପୋଲିସ ନିକଟରେ ବୁଧବାର ୨ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ନିର୍ଯାତନା, ଯୌନ ଶୋଷଣ ଅତ୍ୟାଚାର ବଢ଼ୁଥିବାରୁ ଏହି ଦୁଇ ମାଓବାଦୀ ସଂଗଠନ ଛାଡ଼ି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି…
ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ
ପାଟନା,୨୪।୩: ବିହାର ବିଧାନସଭାରେ ହଙ୍ଗାମା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାବିଡି ଟୁଇଟ୍ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କରିଛନ୍ତି। ବିଧାନସଭାରେ…
ଭାରତୀୟ କ୍ରିକେଟ ଟିମ୍ର ଭବିଷ୍ୟତ ଉଜ୍ଜ୍ୱଳ: ମ୍ୟାଚ୍ ଜିତିବା ପରେ ଦଳର ଶକ୍ତିକୁ ନେଇ କୋହଲି କହିଲେ…
ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଖରେ ଭରପୂର ବିକଳ୍ପ ରହିଛି। ଶୀର୍ଷ କ୍ରମରେ ଖେଳିବା ପାଇଁ ଏକରୁ ବଳି ଏକ ପ୍ରତିଭାବାନ କ୍ରିକେଟର ଅଛନ୍ତି। କିଛି ବାହାରେ ନିଜ ପାଳିର ଅପେକ୍ଷାରେ ଥିବା ବେଳେ କିଛି ବେଞ୍ଚରେ ବସି ଏକାଦଶରେ ସାମିଲ ହେବାକୁ…
ସିଲିଣ୍ଡର ବୋଝେଇ ଟ୍ରକ୍ ଉପରେ ବଜ୍ରପାତ: ୪୫୦ ସିଲିଣ୍ଡରରେ ବିସ୍ଫୋରଣ
ଭୀଲଓ୍ବାଡ଼ା,୨୪।୩: ରାଜସ୍ଥାନର ଭୀଲଓ୍ବାଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ୪୫୦ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ୍ ଉପରେ ବଜ୍ରପାତ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଟ୍ରକଟି ଜଳି ଯାଇଥିବାବେଳେ ଲଗାତାର ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବିସ୍ଫୋରଣ ଜାରି ରହିଥିଲା। ଏହାଯୋଗୁ…
ବାହାର ରାଜ୍ୟରୁ ଆସିଲେ ହୋମ୍ ଆଇସୋଲେଶନ ବାଧ୍ୟତାମୂଳକ
ମାଲକାନଗିରି,୨୪।୩(ଡି.ଏନ୍.ଏ.): ବାହାର ରାଜ୍ୟରୁ ମାଲକାନଗିରି ଜିଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ହୋମ୍ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲାପାଳ ଡଃ.ଓ୍ବାଇ.…
କଂଗ୍ରେସ ଏକ ‘କନଫ୍ୟୁଜ୍ ପାର୍ଟି’: ଶାହା
ଥିରୁଭାନନ୍ତପୁରମ୍,୨୪।୩: କେରଳର ତ୍ରିପୁନିଥୁରାରେ ବୁଧବାର ଏକ ରୋଡ ଶୋ’ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏକ ‘କନ୍ଫ୍ୟୁଜ୍ ପାର୍ଟି’। ଏଠାରେ କଂଗ୍ରେସ କମ୍ୟୁନିଷ୍ଟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ…
ଯଦି କେଏଲ୍ଙ୍କୁ ସୁଯୋଗ ମିଳୁଛି, ଚହଲଙ୍କୁ କାହିଁକି ନୁହେଁ: ବିସିସିଆଇର ଚୟନକୁ ପକ୍ଷପାତ ବୋଲିି କହିଲେ ସେହଓ୍ବାଗ
ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଇଁ ଖେଳାଳି ଚୟନ କରାଯାଉଥିବା ବେଳେ ପକ୍ଷପାତ କରାଯାଉଥିବା କହିଛନ୍ତି ପୂର୍ବ ଓପନର ବିରେନ୍ଦ୍ର ସେହଓ୍ବାଗ୍। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଟିମ୍ରେ କେଏଲ୍ ରାହୁଲଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଥିବା ଦେଖି ସେ ଏଭଳି କହିଛନ୍ତି।…
ପୃଥିବୀପୃଷ୍ଠରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଚକ୍ ଗୁଣ୍ଡ ବିଛାଇବାକୁ ଚାହୁଁଛନ୍ତି ବିଲ୍ ଗେଟ୍ସ, କାରଣ ଜାଣିଲେ…
ଓ୍ବାଶିଂଟନ,୨୪।୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଚାହୁଁଛନ୍ତି ପୃଥିବୀ ପୃଷ୍ଠରୁ ୧୯ କିଲୋମିଟର ଦୂରରେ ଚକ୍ ଗୁଣ୍ଡର ଏକ ସ୍ତର କରିବେ। ଫଳରେ ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ କମ୍ ଆସିବ। ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ…
କେବଳ ଖେଳ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ଏହି ଖେଳାଳି
କର୍ନାଟକର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ୍ ଦେଇ ୪ ଉଇକେଟ୍ ନେଇଥିଲେ। ୨୫ ବର୍ଷୀୟ କ୍ରିଷ୍ଣା ଏଥିସହ…
Archives


