Home Left

କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିଦେବାରୁ କର୍ମଚାରୀଙ୍କୁ ଜେଲ

ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କୁ କଲିଫର୍ନିଆର ଏକ କୋର୍ଟ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି। ଚଳିତ…

ହାତୀପଲ ଭାଙ୍ଗିଲେ ସ୍କୁଲ

ଲୋଇସିଂହା,୨୪।୩: ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ହାତୀ ଉପଦ୍ରବ ଦେଖାଦେଇଛି। ଅଞ୍ଚଳରେ ବ୍ୟାପକ ଉପଦ୍ରବ ପରେ ହାତୀ ଏବେ ବରଗଡ ଜିଲାକୁ ଚାଲିଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଗତ ୨୦ତାରିଖ ସକାଳେ ସୁବର୍ଣ୍ଣପୁର ଜିଲା ବାଙ୍କତେନ୍ତୁଲି ଗାଁର…

ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୪।୩: ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଆସିଛି ଉନ୍ନତି। ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍‌ରେ କୋହଲି ୫୨ ବଲରେ ଖେଳିଥିଲେ ୮୦…

ଦିଲ୍ଲୀ କ୍ୟାପିଟାଲ୍ସ ପରେ ଆର୍‌ସିବିକୁ ଝଟ୍‌କା: ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବେ ନାହିଁ ଏହି କ୍ରିକେଟର

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ କ୍ୟାପିଟାଲ୍ସ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଲାଗିଛି ଝଟକା। ସ୍ପିନର ଆଡାମ ଜମ୍ପା ଆଇପିଏଲ୍‌ ୨୦୨୧ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସାମିଲ ହୋଇପାରିବେ ନାହିଁ। ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଟୁଇଟ୍‌ରରେ ଏକ ପୋଷ୍ଟ କରାଯାଇ ଏନେଇ ସୂଚନା ଦିଆଯାଇଛି। ତେବେ…

ମଲାଇକାଙ୍କୁ ଏମିତି ଉପହାର ଦେଲେ ଏକ୍ସ ହଜ୍‌ବ୍ୟାଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ତାଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ ଅରବାଜ ଖାନ୍‌ ଏକ ଉପହାର ଦେଇଛନ୍ତି। ଏହା କୌଣସି ଜୁଏଲାରି ନୁହେଁ, କେବଳ ସ୍ବାଦିଷ୍ଟ ଆମ୍ବର ଏକ ପ୍ୟାକେଟ ଦେଇଛନ୍ତି। ଏହାକୁ ମଲାଇକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓ…

ଫିଲ୍ମରେ ସୁଯୋଗ ବଦଳରେ ରାତି ବିତାଇବାର ଅଫର୍‌ ଦେଇଥିଲେ ପ୍ରଯୋଜକ, ଏବେ ଅଭିନେତ୍ରୀ ବଖାଣିଲେ ଦୁଃଖ

ବମ୍ବେ: ଅଭିନୟଜଗତରେ କାଷ୍ଟିଂ କାଉଚ୍‌ର ଅନେକ ଘଟଣା ସାମ୍ନାକୁ ଆସିଛି। ସେଥିରୁ କିଛିରେ ଅଭିନେତ୍ରୀମାନେ ଫସି ଯାଉଥିବା ବେଳେ ଅନେକେ ରୋକଠୋକ୍‌ ନା ବୋଲି ଶୁଣାଇଦେଇଥାନ୍ତି। ସେଭଳି ଜଣେ ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ…

ମାଧୁରୀ ଦୀକ୍ଷିତଙ୍କୁ କାହିଁକି କ୍ଷମା ମାଗିଥିଲେ ବଲିଉଡ୍‌ର ଏହି ଲଭର୍‌ ବୟ? ଟୁଇଟ୍‌ କରି କହିଥିଲେ ଏଭଳି କଥା…

ବମ୍ବେ: ବଲିଉଡ୍‌ର ସଫଳ ଅଭିନେତାଙ୍କ ମଧ୍ୟରୁ ଦିବଂଗତ ଅଭିନେତା ଋଷି କପୁର ଜଣେ। କେବଳ ଫିଲ୍ମ ଏବଂ କାମ ପାଇଁ ନୁହେଁ ବରଂ ନିଜର ବୟାନକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ୨୦୧୫ରେ ସେ ଏକ ଟୁଇଟ୍‌ କରିଥିଲେ। ସେଥିରେ ସେ…

ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି

ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ବ୍ୟକ୍ତି ଜଣକ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ଝିଅକୁ କୋଳରେ ଧରି…

ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍‌ ବୋଲି କହିଥିଲେ ଇମରାନ୍‌: ମିଳିଥିଲା ଏଭଳି ଜବାବ

ବମ୍ବେ: ଅଭିନେତା ଭାବେ କମ୍‌ ବରଂ ସିରିୟଲ କିସର୍‌ ଭାବେ ଅଧିକ ଲୋକପ୍ରିୟ ଇମରାନ୍‌ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍‌ ରୋମାଣ୍ଟିକ୍‌। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ…

ମୋଦିଙ୍କୁ ‘ମିଛୁଆ’ କହିଲେ ମମତା

କୋଲକତା,୨୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଷ୍ଣୁପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଥିଲେ। ମମତା ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି…

ଆତ୍ମସମର୍ପଣ କଲେ ୨ ମାଓବାଦୀ

ରାୟଗଡ଼ା ଅଫିସ,୨୪।୩:  ରାୟଗଡ଼ା ପୋଲିସ ନିକଟରେ ବୁଧବାର ୨ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ନିର୍ଯାତନା, ଯୌନ ଶୋଷଣ ଅତ୍ୟାଚାର ବଢ଼ୁଥିବାରୁ ଏହି ଦୁଇ ମାଓବାଦୀ ସଂଗଠନ ଛାଡ଼ି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି…

ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ

ପାଟନା,୨୪।୩: ବିହାର ବିଧାନସଭାରେ ହଙ୍ଗାମା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାବିଡି ଟୁଇଟ୍‌ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କରିଛନ୍ତି। ବିଧାନସଭାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri