ପ୍ରବଳ ବନ୍ୟା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେଲେ ବର-କନ୍ୟା: ଲିଫ୍ଟ ଦେଲା ହେଲିକପ୍ଟର
ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ସେଠାରୁ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି, ଯାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ଅଷ୍ଟ୍ରେଲିଆର ବନ୍ୟା ପରିସ୍ଥିତି ମଧ୍ୟ ଏକ…
ରାଜ୍ୟପାଳଙ୍କୁ ଭେଟିଲେ ଭାଜପା ନେତା
ମୁମ୍ବାଇ,୨୪।୩: ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ଙ୍କ ନେତୃତ୍ୱରେ ଭାଜପା ନେତା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଦେବେନ୍ଦ୍ର…
ମନୁଷ୍ୟକୁ ବରବାଦ କରିପାରେ ଏହି ଛୋଟଛୋଟ ଭୁଲ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ
ଆଜି ବି ବେଶ୍ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ। ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ଚାଣକ୍ୟ ମନୁଷ୍ୟକୁ ବରବାଦ କଲାଭଳି ତଥା ସାରାଜୀବନ କଷ୍ଟ…
ଏହି ଅଭିନେତ୍ରୀଙ୍କୁ ଦୀର୍ଘ ସମୟ ଧରି ଚୁମ୍ବନ ଦେଇଥିଲେ ଇମ୍ରାନ ହାସ୍ମି, ଜାଣନ୍ତୁ କେତେ ମିନିଟ୍ ଥିଲା
ବଲିଉଡରେ ସିରିଏଲ କିସର ଭାବରେ ଜଣାଶୁଣା ଅଭିନେତା ଇମ୍ରାନ ହାସ୍ମି ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଫିଲ୍ମ ‘ଫୁଟ୍ପାଥ’ରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ…
ମୋଟର ସାଇକେଲ ବୋମା ବିସ୍ଫୋରଣ: ୩ ମୃତ ୧୩ ଆହତ
କ୍ୱେଟା,୨୪।୩: ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଥିବା କ୍ୱେଟାର ଚାମନ ଅଞ୍ଚଳରେ ଏକ ମୋଟର ସାଇକେଲ ବମୋ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
ରାସ୍ତାରେ ଜମିଥିବା ପାଣିରେ ଗାଧୋଇଲେ ବ୍ୟକ୍ତି: ପଛରେ ରହିଛି ଏହି କାରଣ
ଇଣ୍ଡୋନେସିଆର ଏକ ରାସ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଜମିଥିବା ପାଣିରେ ବସି ଗାଧୋଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ମଧ୍ୟ। ମାତ୍ର ଏହି ବ୍ୟକ୍ତି…
ପ୍ରସିଦ୍ଧଙ୍କ ପାଇଁ ଅନ୍ଲକି କୋହଲି
ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଫିଟ କ୍ରିକେଟ ମଧ୍ୟରୁ ଅନ୍ୟତମ। ଏଥିସହ ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ହାରାହାରି ୫୦ରୁ ଅଧିକ ପ୍ରତ୍ୟେକ ଫର୍ମାଟରେ ରନ ସ୍କୋର କରିଛନ୍ତି, କିନ୍ତୁ ଫିଲ୍ଡର ଭାବରେ ତାଙ୍କର ସ୍ତର…
ପଡ଼ିଆରେ ନାଚିଲେ କୋହଲି, ରୋହିତ
ଆଇପିଏଲ ୨୦୨୧ର ଗୀତ ପ୍ରକାଶ ପାଇଛି। ‘ଇଣ୍ଡିଆ କା ଆପ୍ନା ମନ୍ତ୍ର’ ନାମକ ଏହି ଗୀତ ଏକ ମିନିଟ ତିରିଶ ସେକେଣ୍ଡର ହୋଇଛି। ଆନ୍ଥେମର ଭିଡିଓ ଆଇପିଏଲର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରଯାଇଛି। ଏହା ସହିତ କ୍ୟାପସନରେ ଲେଖାଯାଇଛି ଯେ…
ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ
ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏସ୍କାର୍ଟ ପାର୍ଟିଙ୍କ ଆକ୍ରମଣରେ ୩ ଜଣ ଗୋରକ୍ଷକ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୧୬…
୩ଥର ମ୍ୟାଟ୍ରିକ୍ ଫେଲ୍ ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍: ସରକାରୀ ଚାକିରି ଛାଡି ଧରିଥିଲେ ବ୍ୟାଟ୍
ଭାରତୀୟ କ୍ରିକେଟ୍ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଆସି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୨୪, ୧୯୯୧ରେ ସେ ଗୁଜରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ। ବରୋଦା ଦଳର ଅଧିନାୟକ ୩୦ ବର୍ଷୀୟ କ୍ରୁନାଲ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ…
ମିଥୁନଙ୍କୁ ମିଳିଲାନି ଟିକେଟ
କୋଲକାତା,୨୪ା୩:ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ଏହାର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଙ୍ଗଳବାର ଘୋଷଣା କରିଛି। ହେଲେ ନିକଟରେ ପଦ୍ମ ଧରିଥିବା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଟିକେଟ୍ ଦେଇନାହିଁ ଦଳ। ଭାଜପା ପ୍ରାର୍ଥୀ ଭାବେ ରାସ୍ବେହରି ଆସନରୁ ମିଥୁନ ନିର୍ବାଚନ…
ମାତ୍ର ୩ ବର୍ଷରେ ବଦଳିଗଲା ଏହି କ୍ରିକେଟର୍ଙ୍କ ଭାଗ୍ୟ: ଡେବ୍ୟୁ ମ୍ୟାଚ୍ରେ ଭାଙ୍ଗିଲେ ୨୪ ବର୍ଷର ରେକର୍ଡ
ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହାର ଭରପୂର ଫାଇଦା ଉଠାଇ ୨୪ ବର୍ଷର…
Archives


