Posted inଖେଳ

ଇଂଲଣ୍ଡ ଫିଲ୍ଡିଂର ମଜା ଉଡାଇଲେ ଭାଓନ; କହିଲେ ‘ମୋ ଫିଲ୍ଡିଂ ଏକାଡେମୀରେ ଟ୍ରେନିଂ ନେବ ଆସ’

ନୂଆଦିଲ୍ଲୀ,୭।୮: ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ନିଜର ଟୁଇଟର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଶୁକ୍ରବାର ସେ ଅନ୍ୟମାନଙ୍କ ପାଇଁ ନୁହେଁ ବରଂ ନିଜ ଦଳ ପାଇଁ ଟୁଇଟ୍‌ କରି ଆଲୋଚନାର ପରିସରକୁ ଆସିଛନ୍ତି। ଭାଓନ ଇଂଲଣ୍ଡର ଫିଲ୍ଡିଂର ମଜା ଉଡାଇ ଦଳର ଖେଳାଳିମାନଙ୍କୁ ତାଙ୍କର ଫିଲ୍ଡିଂ ଏକାଡେମୀରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଭାରତର ପ୍ରଥମ ଇନିଂସ ଖେଳ ସମୟରେ ଇଂଲଣ୍ଡର ଫିଲ୍ଡିଂ ସେତେଟା ଭଲ ନ ଥିଲା। କେଏଲ୍‌ ରାହୁଲଙ୍କ ୨ କ୍ୟାଚ୍‌ ଛାଡ଼ିବା ସହ ଅତିଥି ଟିମ୍‌ର ମୋଟ ୩ କ୍ୟାଚ୍‌ ଛାଡ଼ିଥିଲା ଇଂଲଣ୍ଡ। ଏହାଛଡ଼ା ରନ୍‌ଆଉଟ୍‌ କରିବାର ୩ ସୁଯୋଗ ହାତଛଡ଼ା କରିଥିଲା। ଏହି ଘଟଣାକୁ ନେଇ ରାଗି ଯାଇ ଭାଓନ ଉକ୍ତ ଟୁଇଟ୍‌ କରିଥିବା କୁହାଯାଉଛି।

ଏହାଛଡ଼ା ସେ ଭାରତୀୟ ଓପନର୍‌ କେଏଲ୍‌ ଏବଂ ରବିନ୍ଦ୍ର ଜାଡେଜାଙ୍କ ପ୍ରଶଂସା କରିଛନ୍ତି। ରାହୁଲଙ୍କ ବ୍ୟାଟିଂ ଶୈଳୀକୁ ନେଇ ସେ ଟୁଇଟ୍‌ କରିଥିବା ବେଳେ ଜାଡେଜାଙ୍କୁ ଚମତ୍କାର ବ୍ୟାଟ୍ସମ୍ୟୃାନ୍‌ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଜ୍ଜାଜନକ ରେକର୍ଡ ହାସଲ କଲେ କୋହଲି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି...

ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଆୟୋଜିତ ୪ର୍ଥ ମୃତ୍ୟୁଞ୍ଜୟ ପାତ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ରେ ଫିଡେ...

ଆଇପିଏଲ୍‌ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ

ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ...

କୋଭିଡ୍‌-୧୯ ଲଢ଼େଇ: କୁମିନ୍ସଙ୍କ ପରେ ଲି’ଙ୍କ ବଦାନ୍ୟତା

ନୂଆଦିଲ୍ଲୀ,୨୮।୪(ପି.ଟି.): ଭାରତର କୋଭିଡ୍‌- ୧୯ ମହାମାରୀ ଲଢେଇରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ବିଶ୍ୱର ୧ ନମ୍ବର ବୋଲର...

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି...

ସର୍ବଭାରତୀୟ ଫୁଟ୍‌ବଲ: କେରଳ ଚାମ୍ପିୟନ

ନୟାଗଡ଼ ଅଫିସ,୯ା୧୨-  ୭୮୬ ୟୁଥ୍‌ କ୍ଲବ ସିଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୁଲ୍ୟରେ ସର୍ବଭାରତୀୟ ନୟାଗଡ଼ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ୍‌...

ଧୋନୀଙ୍କୁ ଅଟୋଗ୍ରାଫ୍‌ ମାଗିଲେ ଗାଭାସ୍କର, ଟି-ଶର୍ଟରେ ଲେଖିଲେ ମାହୀ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶେଷ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୬ ଓ୍ବିକେଟରେ ପରାସ୍ତ...

ଏକାଠି ହେବେ ୩ ରାଜ୍ୟର ଖାପ ନେତା, ଧାରଣାରେ ବସିଥିବା ରେସଲରଙ୍କ ପାଇଁ ଗଠନ କରିବେ କମିଟି

ଚଣ୍ଡିଗଡ଼,୨୧।୫: ଚୌବିସି ସର୍ଭ ଖାପ ପଞ୍ଚାୟତର ପ୍ରଧାନ ମେହର ସିଂ ନମ୍ବରଦାରଙ୍କ ଆହ୍ବାନରେ ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଖାପ ପ୍ରତିନିଧି ରବିବାର ମେହମର...

Advertisement
Archives

Model This Week