ନାବାଳକ ପୁଅକୁ ନିଶାସକ୍ତ ବାପା କଚାଡି ମାରିଥିବା ଅଭିଯୋଗ
ସୋର, ୨୪ା୩ (ଡି.ଏନ୍.ଏ.)- ଖେଳୁଥିବା ବେଳେ କାନ୍ଥ ଉପରୁ ପଡି ନାବାଳକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ବାପାକୁ ନ ଜଣାଇ ଗାଁ ଉତ୍ସବରେ ଖାଇବାକୁ ଯାଇଥିବା ପୁଅକୁ ଉଠାଇ ଆଣି ରାସ୍ତାରେ ମାଡ଼ ମାରିବା ସହ କଚାଡ଼ି…
ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ଫଡ୍ନବିସ
ମୁମ୍ବାଇ,୨୪।୩: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରିବା ଲାଗି ନିଲମ୍ବିତ ପୋଲିସ ଅଫିସର ସଚିନ ଓ୍ବାଜେଙ୍କ ସମେତ ଅନ୍ୟ କେତେଜଣଙ୍କୁ ଦାୟିତ୍ୱ ଦେଇଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ…
ପଶ୍ଚିମବଙ୍ଗ ଲୁଟେରାଙ୍କୁ ମନଭରି ପିଟିଲେ, ତା’ ପରେ ଦେଲେ ପୋଲିସ ଜିମା
ଜଳେଶ୍ୱର, ୨୪ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱର ସହରରେ ବିଭିନ୍ନ ସମୟରେ ଆନ୍ତଃରାଜ୍ୟ ଲୁଟେରାମାନେ ଆସି ଛିନ୍ତାଇ କରି ପଶ୍ଚିମବଙ୍ଗକୁ ପଳାଇ ଯାଉଛନ୍ତି। ବୁଧବାର ଅପରାହ୍ନରେ ଜଳେଶ୍ୱର ବ୍ଲକର ଭାଦା ଗ୍ରାମର ସନ୍ତୋଷ ବେହେରା ଷ୍ଟେଟବ୍ୟାଙ୍କରୁ ୪୯ହଜାର ଟଙ୍କା ଉଠାଇ ଏକ…
ସିଏସ୍କେର ନୂଆ ଜର୍ସିରେ ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି
ଚେନ୍ନାଇ,୨୪।୩ : ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ଫ୍ରାଞ୍ଚାଇଜର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି। ସିଏସ୍କେ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଥିବା ଭିଡିଓରେ ପୂର୍ବତନ ଭାରତୀୟ ଅଧିନାୟକ ଏକ…
୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି
ଭୁବନେଶ୍ବର,୨୪।୩(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ଗସ୍ତକୁ ଦୃଷ୍ଠିରେ ରଖି ଏକ ପ୍ରସ୍ତୁତି ବୈଠକ ହୋଇଥିଲା। କୋଭିଡ…
ରାଜ୍ୟରେ ୨୦ ଲକ୍ଷ ଟପିଲା ଟିକାକରଣ
ଭୁବନେଶ୍ୱର,୨୪।୩ : ରାଜ୍ୟରେ ଚାଲିଥିବା କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟାରେ ଭାକ୍ସିନ ନେଇଥିବା ଲୋକଙ୍କ ସଂଖ୍ୟା ବୁଧବାର ୨୦ ଲକ୍ଷ ଅତିକ୍ରମ କରିଛି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ପାଇଁ ଓଡ଼ିଶାକୁ ଲାଗିଛି ୫୬ ଦିନ। ପ୍ରଥମ ୧୦ ଲକ୍ଷ ଡୋଜ ଦେବା…
କୋଭିଡ୍ ଟେଷ୍ଟକୁ ନୁହେଁ ନିର୍ବାଚନ ରାଲିକୁ ପ୍ରାଧାନ୍ୟ ଦେଉଛନ୍ତି ନେତା
ଚେନ୍ନାଇ,୨୪।୩ : ତାମିଲନାଡୁ ବିଧାନସଭା ନିର୍ବାଚନରେ ବିରୁଧାଚାଲମ ଆସନରେ ଛିଡ଼ା ହୋଇଛନ୍ତି ଡିଏମ୍ଡିକେ ମୁଖ୍ୟ ବିଜୟକାନ୍ତଙ୍କ ପତ୍ନୀ ପ୍ରେମଲଥା। ତାଙ୍କ ସହକର୍ମୀମାନେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ମଧ୍ୟ ସେ ବିନା କୋଭିଡ୍ ଟେଷ୍ଟରେ ପ୍ରଚାର କରୁଛନ୍ତି। ତାଙ୍କ ନିବେଦନ…
ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ
ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର ସର୍ବଉଚ୍ଚ ସମ୍ମାନ। ବିଶ୍ୱ ସ୍ତରରେ ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ନିଜକୁ…
ଏହି ଜିଲାକୁ ଫେରିଲା ନାଇଟ୍ କର୍ଫ୍ୟୁ
ନବରଙ୍ଗପୁର,୨୪।୩: ମାଲକାନଗିରି ଜିଲା ପରେ ରାଜ୍ୟର ନବରଙ୍ଗପୁରର ଜିଲାରେ ଗୁରୁବାରଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି…
ଗୋଟିଏ ଗ୍ରାମରୁ ୨୯ କରୋନା ପଜିଟିଭ
ନୂଆପଡ଼ା,୨୪।୩: ରାଜ୍ୟରେ ପୁଣି ଚିନ୍ତା ବଢାଉଛି କରୋନା। ନୂଆପଡ଼ା ଜିଲା ସିନାପାଲି ବ୍ଲକର ଗୋଟିଏ ଗ୍ରାମରୁ ୨୯ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସିନାପାଲି ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବ୍ଳକ ପ୍ରଶାସନ ପକ୍ଷରୁ କୁହାଯାଇଛି, ସମ୍ପୃକ୍ତ ଗ୍ରାମର ୫୬…
ହୋଲି ପରେ ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୨୪।୨: ହୋଲି ପରେ ସପ୍ତାହର ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦରକୁ ସାନିଟାଇଜ କରିବା ନେଇ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହର ନିର୍ଦ୍ଦିଷ୍ଟ କେଉଁଦିନ ମନ୍ଦିର ବନ୍ଦ ରହିବ, ସେନେଇ ଚୂଡ଼ାନ୍ତ ଆଲୋଚନା ହୋଇନାହିଁ। ଦୋଳ ପୂର୍ଣ୍ଣିମା ପରେ…
ଅର୍ଣ୍ଣବଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ
ମୁମ୍ବାଇ,୨୪।୩ : ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଦୁର୍ନୀତିରେ ରିପବ୍ଲିକ୍ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ। ତାଙ୍କୁ ଗିରଫ କରିବାକୁ ହେଲେ ୩ ଦିନ ଆଗରୁ ନୋଟିସ ପଠାଇବାକୁ ପଡ଼ିବ।…
Archives


