ଆଫଗାନିସ୍ତାନ: କୁନ୍ଦୁଜ ସହରରେ ହିଂସା ୧୧ ମୃତ, ୩୯ ଆହତ

କାବୁଲ,୭ ।୮: ଆଫଗାନିସ୍ତାନର କୁନ୍ଦୁଜ ସହରରେ ହୋଇଥିବା ହିଂସାରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୁନ୍ଦୁଜ ସାର୍ବଜନିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ ଏହସାନୁଲ୍ଲା ଫାଜଲି ଏହାର ସୂଚନା ଦେଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନପଟେ ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ଉପକୂଳ ରାଜଧାନୀ ଶେବର୍ଗନ ସହର ଉପରେ କବଜା କରିଛି । ସମାଚାର ଏଜେନ୍ସି ଏଏଫ୍‌ପି ଏହାର ସୂଚନା ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୋଲେମାନୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଗଦାଦ,୫।୧(ଏଏଫ୍‌ପି): କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କ ଶେଷକୃତ୍ୟ ଶନିବାର ସମ୍ପନ୍ନ ହୋଇଛି। ଏଥିରେ ହଜାର ହଜାର ଇରାକୀ ଯୋଗଦେଇ ‘ଆମେରିକା ମୁର୍ଦ୍ଦାବାଦ’...

୧୭୦ କି.ମି. ବ୍ୟାପ୍ତ ମେଗାସିଟି ‘ନେଓମ୍‌’

ରିୟାଧ, ୨୨ା୧୦: ବିଶ୍ୱର ସବୁଠାରୁ ବିରାଟ ବାଲି ମରୁଭୂମି ଭାବେ ଜଣାଯାଉଥିବା ସାଉଦି ଆରବ ବର୍ତ୍ତମାନ ତେଲ କିମ୍ବା ଓଢ଼ଣାରେ ରହୁଥିବା ମହିଳାଙ୍କ ପାଇଁ ନୁହେଁ...

ପାକିସ୍ତାନରେ ପ୍ରଥମ ପୋଲିଓ ମାମଲା…

ଇସଲାମାବାଦ,୧୮।୩ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ୨୦୨୩ର ପ୍ରଥମ ପୋଲିଓ ମାମଲାର ଚିହ୍ନଟ ହୋଇଛି। ବନ୍ନୁ ଜିଲାରେ ଜଣେ ଶିଶୁ ପୋଲିଓର ଶିକାର ପାଇଛନ୍ତି।...

୧୩ ଘଣ୍ଟା ଆକାଶରେ ଉଡିବା ପରେ ଯେଉଁଠୁ ଟେକଅପ୍ କରିଥିଲା ସେଇଠି ଲ୍ୟାଣ୍ଡ କଲା ଏମିରେଟ୍ସ ବିମାନ

ଦୁବଇ,୩୧ ।୧: ନ୍ୟୁଜିଲ୍ୟାଣ୍ଡ ଯିବାକୁ ଥିବା ଏମିରେଟ୍ସର ଏକ ବିମାନ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦୁବଇରୁ ଉଡାଣ ଆରମ୍ଭ କରିଥିଲା, ହେଲେ ୧୩ ଘଣ୍ଟାରୁ ଅଧିକ...

ଆମେରିକାରେ ଭାରତୀୟ ଶିଖ୍‌ ମହିଳାଙ୍କ ଆତ୍ମହତ୍ୟା: ମୃତଦେହ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଓ୍ବାଶିଂଟନ୍‌,୧୧।୮: ଆମେରିକାରେ ରହୁଥିବା ଜଣେ ଭାରତୀୟ ଶିଖ୍‌ ମହିଳା ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ମନଦୀପ କୌର। ୩୦...

ସୁମି ଅଞ୍ଚଳରେ ଏୟାର୍‌ଷ୍ଟ୍ରାଇକ୍‌ କଲା ରୁଷିଆ: ୨୨ ମୃତ

କ୍ୱିଭ୍‌,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ସୁମିର ଆବାସିକ ଅଞ୍ଚଳ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏଥିରେ ଅତିକମ୍‌ରେ ୨୨...

ରନ୍‌ ଓ୍ବେରେ ୩ ଖଣ୍ଡ ହେଲା ବିମାନ: ୧ ମୃତ, ୧୨୦ ଆହତ

ଅଙ୍କାରା,୬।୨: ତୁର୍କିର ପେଗାସସ ଏୟାର ଲାଇନ୍ସର ଏକ ବିମାନ ବୁଧବାର ଇସ୍ତାନବୁଲର ସବିହା ଗୋକେନ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ରନ୍‌ ଓ୍ବେରେ ଖସି ଯିବାରୁ...

ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା, ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରିସ୍ଥଳେ ରୁଷିଆ ଉପରେ କଟକଣା ବଢ଼ିବାରେ ଲାଗିଛି। ତେବେ ଏବେ ରୁଷିଆ ଏହାର ଜବାବ...

Advertisement
Archives

Model This Week