ହଙ୍ଗାମା କରିଥିବା ଏମ୍ପିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟ ସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ମାର୍ଶାଲ ମାନେ ମହିଳା ଏମ୍ପିଙ୍କ…
କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ
କୁଲଗାମ,୧୩।୮: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ଜଣ ଆତଙ୍କାବଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମ୍ମୁ-ଶ୍ରୀନଗର ରାଜପଥରେ ଦକ୍ଷିଣ କାଶ୍ମୀର କୁଲଗାମ ଜିଲାର କାଜିଗୁଣ୍ଡରେ ଗୁରୁବାର ଦ୍ୱିପ୍ରହରରେ ବିଏସ୍ଏଫ୍ର ପାଟ୍ରୋଲିଂ ଉପରେ ଆତଙ୍କବାଦୀମାନେ…
ଅଳିଆ ଗଦାରେ ଗ୍ରେନେଡ
ଚଣ୍ଡିଗଡ଼, ୧୩ ।୮: ପଞ୍ଜାବ ଅମୃତସରର ରଞ୍ଜିତ ଏଭେନ୍ୟୁରେ ଘର ସାମ୍ନାରେ ଏକ ଅଜଣା ଜିନିଷ ମିଳିବା ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି ହୋଇଛି । ଏହା ଏକ ଗ୍ରେନେଡ ବୋଲି କୁହାଯାଉଛି । ରଞ୍ଜିତ ଏଭେନ୍ୟୁ ଅମୃତସର…
ଚିକିତ୍ସା ପାଇଁ ଯାଇ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ଏବେ ଭାଜପାର ଜଣେ ଟାଣୁଆ ନେତ୍ରୀ ଭାବେ…
ବମ୍ବେ: ହିନ୍ଦୀ ସିନେମାର ସଫଳତମ ଅଭିନେତ୍ରୀଙ୍କ ମଧ୍ୟରୁ ବୈଜୟନ୍ତୀ ମାଳା ଅନ୍ୟତମ। ସେ ଦକ୍ଷିଣ ଭାରତୀୟ ସିନେମାରୁ ହିନ୍ଦୀ ସିନେମାକୁ ଆସି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଖାଲି ଯେ ଅଭିନୟ ତାହା ନୁହେଁ ନୃତ୍ୟରେ ବି ସେ ଥିଲେ…
ପ୍ରେମିକାଙ୍କ ସହ ହୋଟେଲ ଯାଇଥିଲେ ସ୍ବାମୀ, ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ ପରେ…
ମୁମ୍ବାଇ,୧୩ା୮: ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ହୋଟେଲ ବାହାରେ ଜଣେ ମହିଳା ହଙ୍ଗାମା କରିଛନ୍ତି। କାରଣ ତାଙ୍କ ସ୍ବାମୀ ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିବା ଜାଣିବା ପରେ ସେ ସିଧା ଯାଇ ହୋଟେଲ ସାମ୍ନାରେ ପହଞ୍ଚତ୍ଥିଲେ। ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଦେଖି ରାଗ…
ଭାଜପା ଏମ୍ପିଙ୍କୁ ଧମକ: ଟଙ୍କା ନ ଦେଲେ ବୋମାପକାଇ ଘର ଉଡାଇଦେବୁ
ପ୍ରତାପଗଡ,୧୩।୮: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଏମ୍ପି ସଙ୍ଗମଲାଲ ଗୁପ୍ତାଙ୍କୁ ଏକ ଧମକ ମିଳିଛି। ତାଙ୍କୁ ଫୋନ୍ରେ କିଛି ଲୋକ ୫ କୋଟି ଟଙ୍କା ବଟି ମାଗିଛନ୍ତି। ଯଦି ବଟି ନ ଦିଅନ୍ତି ତେବେ ତାଙ୍କୁ ଏବଂ ତାଙ୍କ ପରିବାରକୁ ବୋମା ପକାଇ…
ଇତିହାସ ରଚିଲେ ଏହି କ୍ରିକେଟର୍
ଲଣ୍ଡନ,୧୩।୮: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୩୫,୦୦୦ରୁ ଅଧିକ ବଲ୍ ବୋଲିଂ କରିଛନ୍ତି। ଆଣ୍ଡରସନଙ୍କ ପୂର୍ବରୁ ତିନିଜଣ ସ୍ପିନର, ଶ୍ରୀଲଙ୍କାର…
୫୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା
ଜଗତ୍ସିଂହପୁର ଅଫିସ,୧୩ା୮: ଜଗତ୍ସିଂହପୁର ଜିଲାରେ ଡ୍ରେନେଜ୍ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହେଲେ ଅଧିକାଂଶ ଜମିରୁ ଜଳ ନିଷ୍କାସନ ସହଜ ହେଉନାହିଁ। ଫଳରେ ଚାଷ ପ୍ରଭାବିତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି…
୯ରାଜ୍ୟର ୫୦ପ୍ରତିଶତ ଜନସଂଖ୍ୟା ନେଇଛନ୍ତି ଭ୍ୟାକ୍ସିନର ସିଙ୍ଗଲ ଡୋଜ୍
ନୂଆଦିଲ୍ଲୀ,୧୩।୮: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୫୩କୋଟି ଲୋକଙ୍କ ଟିକାକରଣ କରାଯାଇସାରିଛି। ଇତିମଧ୍ୟରେ ଅତିକମ୍ରେ ୪୧କୋଟି ଲୋକ ଟିକାର ପ୍ରଥମ…
ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ; କେଉଁଠି ବି ମିଳିବନାହିଁ ଖୁସି…
ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ ଶ୍ଳୋକରେ ମନୁଷ୍ୟର ଏକ ଅଭ୍ୟାସ ବିଷୟରେ କହିଛନ୍ତି। ଯାହାକୁ ନେଇ ସେ ସବୁବେଳେ ଅସୁବିଧାରେ…
ସେବା ପାଇଁ ସମର୍ପିତ ଥିଲେ ଉମା
ନିଜର ୫ ପୁଅ, ଗୋଟିଏ ଝିଅ ଜନ୍ମ ଦେଇଥିଲେ ସିନା, ଅସୁମାରୀ ଲୋକ ଯେ ତାଙ୍କୁ ମା’ର ଆସନରେ ବସାଇଥିଲେ, ତାହା କେହି କଳ୍ପନା କରି ନ ଥିବେ। ଅଗଷ୍ଟ ୪ ବୁଧବାର ଶ୍ରାବଣ କୃଷ୍ଣ ଏକାଦଶୀରେ ଉମା ନନ୍ଦ ଦୁନିଆରୁ…
ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର
ସୁନ୍ଦରଗଡ,୧୩।୮(ଡି.ଏନ୍.ଏ.): ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ ହିରୋ ଅକ୍ଷୟ କୁମାରଙ୍କ ବାସଭବନ ସମ୍ମୁଖରୁ ଉଦ୍ଧାର କରାଯାଇଛି। ଉକ୍ତ ଛାତ୍ର ଜଣକ ହେଉଛନ୍ତି…

