Home Left

ଚଳନ୍ତା ହେଲିକପ୍ଟରୁ ତଳକୁ ଖସି ପଡ଼ିଥିଲେ ଏହି ଅଭିନେତା: ପରେ ବଳାତ୍କାର ଅଭିଯୋଗରେ ହୋଇଥିଲେ ଗିରଫ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରଦାରେ କାମ କରିଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଜଣେ ଅଭିନେତା ଥିଲେ ଇନ୍ଦର କୁମାର ଯାହାଙ୍କୁ ଆପଣ ‘ୱାଣ୍ଟେଡ’ ଏବଂ…

ଲୋକ ସଭା କାର୍ଯ୍ୟକାଳ ଶେଷ ହେବା ପରେ ମୋଦି-ଶାହା-ସୋନିଆଙ୍କ ସହ ବୈଠକ କଲେ ବାଚସ୍ପତି

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ ବାଚସ୍ପତି ଓମ ବିର୍ଲା ଏକ ବୈଠକ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ…

ସାନପୁଅଙ୍କ ନାମ ଜାହାଙ୍ଗୀର ରଖିବାକୁ ନେଇ ଟ୍ରୋଲ ହେଉଛନ୍ତି କରିନା; ଏବେ ନଣନ୍ଦ କହିଲେ ଏମିତି କଥା

ବମ୍ବେ: ପ୍ରଥମ ସନ୍ତାନ ପରେ ଏବେ ଦ୍ୱିତୀୟ ସନ୍ତାନର ନାମକୁ ନେଇ ଚର୍ଚ୍ଚାରେ କରିନା କପୁର ଖାନ। ସାନ ପୁଅଙ୍କ ଅସଲ ନାମ ଜାହାଙ୍ଗୀର ବୋଲି କରିନା ତାଙ୍କ ପୂସ୍ତକରେ କହିଛନ୍ତି। ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ କରିନାଙ୍କୁ ଟ୍ରୋଲ…

ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ ଟ୍ୟୁମର ଅପରେଶନ

ଜୟପୁର,୧୧।୮: ରାଜସ୍ଥାନର ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଏକ ନିଆରା ଅପରେଶନ କରିଛନ୍ତି ଡାକ୍ତର। ବିଶେଷ କଥା ହେଉଛି ରୋଗୀକୁ ଚେତାଶୂନ୍ୟ ନ କରି ତାଙ୍କର ବ୍ରେନ୍‌ ଟ୍ୟୁମରର ଅପରେଶନ କରାଯାଇଛି। ଅପରେଶନ ରୋଗୀ ଗାୟତ୍ରୀ ମନ୍ତ୍ର ଜପ…

ଘରର ଏସବୁ ସ୍ଥାନରେ ଦର୍ପଣ ରଖୁଥିଲେ

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ…

ଟାଟା ପ୍ରକଳ୍ପ ଆଗରେ ଧାରଣା: ନିଯୁକ୍ତି ଦିଅ ନଚେତ ଜମି ଛାଡ଼

ଛତ୍ରପୁର,୧୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ତଥା ତାଲିମପ୍ରାପ୍ତ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦାବି ହୋଇଛି। ଏ ନେଇ କମ୍ପାନୀ ଫାଟକ ଆଗରେ ଧାରଣା ଚାଲିଥିବା ସହ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଜୀବିକା ଦିଅ…

ପୁଣି ଖୋଲିପାରେ ମଲ୍‌: ଗାଇଡ୍‌ଲାଇନ୍‌କୁ ଅପେକ୍ଷା

ମୁମ୍ବାଇ,୧୧।୮: କରୋନା ଦୈନିକ ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ମଲ୍‌ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିପାରେ। ବର୍ତ୍ତମାନ ଧାର୍ମିକସ୍ଥଳକୁ ଖୋଲାଯିବ ନାହିଁ। ଏନେଇ…

ଆଇଏଏସ୍‌ ଟପର୍ସଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ ଶେଷ

ଜୟପୁର,୧୧।୮: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଟିନା ଡାବି ଏବଂ ତାଙ୍କ ଆଇଏଏସ ସ୍ବାମୀ ଅଥର ଅମିରଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଉଭୟ ପ୍ରାୟ ୬ ମାସ ପୂର୍ବରୁ ଉଭୟ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ମାଗିଥିଲେ। ଛାଡପତ୍ର ପରେ…

ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ରୋଜଗାର କରନ୍ତି ଏହି ଅଭିନେତା, ଖଣ୍ଡାଲାରେ ରହିଛି ୬୨୦୦ ସ୍କୋୟାର ଫୁଟ୍‌ର ହଲିଡେ ହୋମ୍‌…

ବମ୍ବେ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୧ ମସିହା ଆଜିର ଦିନରେ କର୍ନାଟକର ମାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ସୁନୀଲଙ୍କ ପୁରା ନାମ ସୁନୀଲ ବିରପ୍ପା ସେଟ୍ଟୀ। ଲୋକେ ତାଙ୍କୁ ସ୍ନେହରେ ଅନ୍ନା ବୋଲି ଡାକିଥାନ୍ତି। ୧୯୯୨ରେ…

ପୁଣି ଥରେ ଏହି ଅଭିନେତ୍ରୀଙ୍କ ଫଟୋ ସୋସିଆଲ ଲଗାଇଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ମଲାଇକା କିଛି ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ମଲାଇକା ଏହି ଫଟୋରେ ଶାଢ଼ିରେ ନଜର…

ବଚପନ୍‌ କା ପ୍ୟାର ଗୀତ ରିଲିଜ୍‌: ବାଦଶାହଙ୍କ ସହ ଦେଖିବାକୁ ମିଳିଲା ସହଦେବଙ୍କ ସ୍ବାଗ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବଚପନ କା ପ୍ୟାର’ ଗୀତର ପପୁଲାରିଟି ଏବେ ଆକାଶ ଛୁଇଁଛି। ଯାହାକୁ ଦେଖିଲେ ଏହି ଗୀତ ଗୁଣୁଗୁଣଉଥିବାର ଦେଖିବାକୁ ମିଳେ। ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ, ‘ବଚପନ କା ପ୍ୟାର’। ଛତିଶଗଡ଼ର ସହଦେବ ଡିରଡୋଙ୍କ…

‘ନିର୍ଭୟ’ର ସଫଳ ଉତ୍‌କ୍ଷେପଣ

ବାଲେଶ୍ୱର ଅଫିସ,୧୧।୮: ବାଲେଶ୍ୱର ଜିଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ବୁଧବାର ଦୂରଗାମୀ ସବ୍ନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ପୂର୍ବାହ୍ନ ୯ଟା ୫୩ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?