ଧୋନୀଙ୍କୁ ପ୍ରଶଂସା କଲେ ବିଦେଶୀ ଖେଳାଳି
ଚେନ୍ନାଇ, ୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ନେବାର ଶୈଳିକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ପ୍ରଶଂସା କରିଛନ୍ତି। ଆଗାମୀ ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍କେ ପାଇଁ ଖେଳିବେ ବାମହାତୀ ବ୍ୟାଟ୍ସମ୍ୟାନ କମ୍ ଅଫ୍…
ଶୀର୍ଷରେ କୋହଲି; ଖସିଲେ ବୁମରା
ଦୁବାଇ, ୩୧।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ବଜାୟ ରଖିଛନ୍ତି ଶୀର୍ଷ ସ୍ଥାନ। ଅନ୍ୟପକ୍ଷରେ ଭାରତୀୟ ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରାଙ୍କ ର଼୍ୟାଙ୍କିଙ୍ଗ୍ରେ ପରିଲକ୍ଷିତ ହୋଇଛି ଅବନତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ…
ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ମେଥିକୁ ଏଭଳି ସେବନ କରି ନିୟନ୍ତ୍ରଣକୁ ଆଣନ୍ତୁ, ନଚେତ…
ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା…
ଆଜି ରାଜଧାନୀରୁ ୨୯ ପଜିଟିଭ୍ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ବୁଧବାର ରାଜଧାନୀ ଭୁବନେଶ୍ୱରରୁ ୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୧୫ ଜଣ…
ଗରମ ହେବାରୁ ହାତୀ କରୁଛି ଏପରି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଜଳୁଛି ଓଡ଼ିଶା, ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ଭୁବନେଶ୍ୱର,୩୧।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ବୁଧବାର ରାଜ୍ୟରେ ଗରମ ପବନ ବହିବା ସାଙ୍ଗକୁ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…
ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କରୋନା ଟିକା
ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ବି ଜାରି ରହିଛି। ବର୍ତ୍ତମାନ ଏହି ଟିକାକରଣ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଏପ୍ରିଲ ପହିଲାରୁ କରୋନା ଟିକା…
ମଣିଷ ଚିହ୍ନିବାରେ ଭୁଲ କରି ପଶ୍ଚାତାପ କରୁଛନ୍ତି କି? ଜାଣି ନିଅନ୍ତୁ ଚାଣକ୍ୟଙ୍କ ଏହି ୪ କଥା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ…
ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର
ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର ‘ମେଜର’ ହ୍ବାଇଟ୍ ହାଉସରେ ପୁଣି ଥରେ ଜଣେ ଲୋକଙ୍କୁ କାମୁଡ଼ିଛି। ନ୍ୟାଶନାଲ ପାର୍କ ସର୍ଭିସ…
ଆତ୍ମସମର୍ପଣ କଲେ ୩ ହାଡକୋର ମାଓବାଦୀ
ମାଲକାନଗିରି,୩୧।୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମା ଏସ୍ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍ପି. ରିଷିକେଶ ଡି ଖିଲାରି ସୂଚନା ଦେଇଛନ୍ତି। ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଛତିଶଗଡ଼…
ଭୟଭୀତ ଅଛନ୍ତି ମମତା ବାନାର୍ଜୀ: ଜେପି ନଡ୍ଡା
କୋଲକତା,୩୧।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ବୁଧବାର ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ହୁଗୁଳିରେ ଜେପି କହିଛନ୍ତି ଯେ, ଏଥର…
ବାପଘରକୁ ଯାଇ ଫେରିଲେନି ସ୍ତ୍ରୀ, ସ୍ବାମୀ କଲେ ଏମିତି ହାଇଭୋଲଟେଜ୍ ଡ୍ରାମା
ଜୟପୁର,୩୧।୩: ରାଜସ୍ଥାନର ଢୋଲପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଭଦୋରିଆପଡ଼ାରେ ରହୁଥିବା ଜଣେ ଯୁବକ ମଙ୍ଗଳବାର ଏକ ହାଇଭୋଲଟେଜ୍ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରାୟ ୫୦ ଫୁଟ ଓସ୍ତଗଛ ଉପରକୁ ଚଢ଼ିଯିବାରୁ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଯୁବକ…
Archives


