Home Left

ଲାଲୁଙ୍କ ଘରେ ଶୀତଳ ଯୁଦ୍ଧ

ପାଟନା,୮ ।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ଶୀତଳ ଯୁଦ୍ଧ ଲାଗିଥିବା ଦେଖାଯାଇଛି । ଛାତ୍ର ଆର୍‌ଜେଡି ଦ୍ୱାରା ଯେତେବେଳେ ପାଟନାର ସଡ଼କରେ ଏକ ପୋଷ୍ଟରରେ ତେଜପ୍ରତାପଙ୍କ ସହ ତେଜସ୍ୱୀଙ୍କ ଫଟୋ ନ ଥିଲା…

କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ

କଟକ ଅଫିସ,୮।୮: କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ। ତାଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ତାଙ୍କ ନାଁ ଶେଖ ସାଧୁ। ସୂଚନାଯୋଗ୍ୟ, ଶନିବାର ନଦୀରେ ଗାଧୋଉଥିବା…

ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ

ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ।ଏପରି ସ୍ଥାନରେ ବିଭିନ୍ନ ପଶୁପକ୍ଷୀ ଆଦି ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ କେତେକ ଗ୍ରାମବାସୀ ଓ ଜଙ୍ଗଲବିଭାଗର କର୍ମଚାରୀମାନେ ପଦକ୍ଷେପ…

କ୍ରିକେଟ ପାଇଁ ଲାଗୁଛି ବାଜି

ଗଞ୍ଜାମ,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କ୍ରିକେଟ ପାଇଁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ଏହି ବାଜିର ମାଷ୍ଟରମାଇଣ୍ଡ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ବାଜି ଲଗାଇ ହାରୁଥିବା ଯୁବକମାନେ ଆତ୍ମହତ୍ୟା ପରି ପନ୍ଥା ଆପଣାଉଛନ୍ତି। ପୋଲିସ ଏହାର ସାମାନ୍ୟ ସୁରାକ ପାଇ ପାରୁନି।…

ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କୁ ଦିଆଯାଇଛି ବିଶେଷ ସୁରକ୍ଷା : ମାସକୁ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ

ବଲିଉଡ୍‌ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସୁରକ୍ଷା ଅଧୀନରେ ଚାଲନ୍ତି । କିଛି…

୧୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ସହ ଛପା ମେଶିନ ଜବତ

ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଗରିଫ କରିଛି ପୋଲିସ। ସୂଚନାନୁଯାୟୀ, ଦୀର୍ଘଦିନ ସମ୍ବଲପୁର ଅଞ୍ଚଳରେ ନକଲି ନୋଟ୍‌…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ

ପୁରୀ ଅଫିସ,୮।୮: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ କରିଡ଼ର କାର୍ଯ୍ୟ ଶନିବାର ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାରେ ପଶ୍ଚିମଦ୍ୱାର ସମ୍ମୁଖ ବାସେଳି ସାହି ମୌଜାର ୩ଟି ବେସରକାରୀ ଘରକୁ ଭଙ୍ଗା…

ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ କରୁଥିଲେ କପଲ, ହଠାତ୍‌ ଲାଗିଗଲା କରେଣ୍ଟ୍‌; ଆଉ ତା’ ପରେ…

ବ୍ରାସିଲିଆ,୮ା୮: ଜଣେ ଯୁବ ଡାକ୍ତର ବିବାହ ପୂର୍ବରୁ ଭାବି ସ୍ତ୍ରୀଙ୍କ ସହ ଫଟୋ ଶୁଟ୍‌ କରୁଥିବାବେଳେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବ୍ରାଜିଲର ୩୧ ବର୍ଷୀୟ ଯୁବ ଡାକ୍ତର ଡେନିଶ ରିକାଡୋ ଫାରିଆ ଗୁର୍‌ଗେଲଙ୍କ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ: ଗାଡ଼ିରୁ ମିଳିଲା…

ନୂଆପଡ଼ା,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ଘରେ ରେଡ୍‌ ଚଳାଇଛି ଭିଜିଲାନ୍ସ ଟିମ୍‌। କାରଣ ଜବତ ଟଙ୍କାର…

ଶଟ୍‌ଡାଉନ୍‌ରେ ଚାଲିଥିଲା ବେପାର: ସିଲ୍‌ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ନମ୍ବର ମାଛ ମାର୍କେଟକୁ ରବିବାର ସିଲ୍‌ କରାଯାଇଛି । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାଛ ମାର୍କେଟକୁ ସିଲ୍‌ କରିଛି ବିଏମ୍‌ସି। ଏହା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ…

‘ମୁଁ ଟିକା ପାଇନାହିଁ’

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ ହୋଇଥିବାନେଇ ଗତ ୩୧ ତାରିଖରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏବେ ବି ସହରର ଟିକାକରଣ କେନ୍ଦ୍ର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ…

ସରୁନି ହଳଦିଆ ପୋଲ ନିର୍ମାଣ

ବାଲେଶ୍ୱର ଅଫିସ, ୮।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କଲ୍ୟାଣପୁର ପଞ୍ଚାୟତ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ୨୦୧୪ରେ ୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?