Home Left

ଭୟଭୀତ ଅଛନ୍ତି ମମତା ବାନାର୍ଜୀ: ଜେପି ନଡ୍ଡା

କୋଲକତା,୩୧।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ବୁଧବାର ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ହୁଗୁଳିରେ ଜେପି କହିଛନ୍ତି ଯେ, ଏଥର…

ବାପଘରକୁ ଯାଇ ଫେରିଲେନି ସ୍ତ୍ରୀ, ସ୍ବାମୀ କଲେ ଏମିତି ହାଇଭୋଲଟେଜ୍‌ ଡ୍ରାମା

ଜୟପୁର,୩୧।୩: ରାଜସ୍ଥାନର ଢୋଲପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଭଦୋରିଆପଡ଼ାରେ ରହୁଥିବା ଜଣେ ଯୁବକ ମଙ୍ଗଳବାର ଏକ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରାୟ ୫୦ ଫୁଟ ଓସ୍ତଗଛ ଉପରକୁ ଚଢ଼ିଯିବାରୁ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଯୁବକ…

୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ ! ଇନ୍‌ଷ୍ଟା ପୋଷ୍ଟକୁ ନେଇ…

ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। କାରଣଟି ହେଲା ସୁସ୍ମିତାଙ୍କ ଏକ ପୋଷ୍ଟ। ଜୀବନରେ କୌଣସି ଦୁଃଖରୁ ମୁକୁଳିବା ପାଇଁ…

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ: ୬୧ ହଜାରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଦେଲେ

ରାୟଗଡା ଅଫିସ,୩୧।୩: ଜଣେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ୬୧ହଜାର ୧୬୦ ଫେରାଇ ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲାରେ। ସୂଚନାଯୋଗ୍ୟ, ଗତ ଶନିବାର ଡମ୍ବୁରୁଧର କୁଟ୍ରୁକାଙ୍କ ବାଇକ୍‌ ଦୁର୍ଘଟଣା ହୋଇଥିଲା।…

ଏହି କ୍ରିକେଟର୍‌ଙ୍କୁ ‘ଆତଙ୍କବାଦୀ’ କହି ଚିଡାଉଥିଲେ ଲୋକେ, ବ୍ୟାଟ୍‌ରେ ଦେଇଥିଲେ ଜବାବ୍‌

ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ହାସିମ ଆମଲା ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ପଡ଼ିଆରେ ସର୍ବଦା ଶାନ୍ତ ରହୁଥିବା ଆମଲା ପ୍ରାୟ ୧୫ ବର୍ଷ ଧରି ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ ଖେଳିଥିଲେ। ଏହି ୧୫ ବର୍ଷରେ ସେ କ୍ରିକେଟର୍‌…

ପିପିଲି ଉପନିର୍ବାଚନ ଦାୟିତ୍ୱରେ ବିଜେଡିର ଏହି ୪ ବରିଷ୍ଠ ନେତା

ପୁରୀ ଅଫିସ,୩୧।୩: ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ୪ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦଳ ଏହି ଦାୟିତ୍ୱ…

କାଠ ବୋଝେଇ ଟ୍ରାକ୍ଟର ଜବତ: ଜଣେ ଗିରଫ

ଠାକୁରମୁଣ୍ଡା, ୩୧।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ନୋଦା ଗ୍ରାମରୁ ବୁଧବାର ଏକ ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଛି। ଏହି ଘଟଣାରେ ସମ୍ପୂକ୍ତ ଟ୍ରାକ୍ଟର ଡ୍ରାଇଭରଙ୍କୁ ବନ କର୍ମଚାରୀ ଗିରଫ କରିଛି। ସେ…

ଝିଅକୁ କଥା ଦେଇ ରଖିପାରି ନ ଥିଲେ ଶାହାରୁଖ, ପରେ ଶୁଣିଥିଲେ ଗାଳି

ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ଶାହାରୁଖଙ୍କ ଝିଅ ସୁହାନା ବାପାଙ୍କୁ ନେଇ ଅନେକ ଯତ୍ନବାନ। ଶାହାରୁଖଙ୍କ ସିଗାରେଟ ପିଇବା ଅଭ୍ୟସ ପାଇଁ ସୁହାନା ତାଙ୍କୁ ଅନେକ ଥର ବାରଣ…

ଦୁଇଥର ବିବାହ ପରେ ବି ଏହି ୨୭ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର, ହେମାମାଳିନୀ ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି ଧର୍ମେନ୍ଦ୍ରଙ୍କ ନାମ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେ ଅଭିନେତ୍ରୀ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। କଥା ଆଗକୁ ବଢ଼ିବା ପରେ ଉଭୟ ବିବାହ କରିନେଇଥିଲେ। ହେଲେ ସେଇଠି ଧର୍ମେନ୍ଦ୍ରଙ୍କ ରଙ୍ଗୀଲା…

ଏହି କ୍ରିକେଟରଙ୍କ ସହ ନୃତ୍ୟ କଲେ ୟୁଜବେନ୍ଦ୍ରଙ୍କ ସ୍ତ୍ରୀ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ନିଜର ନୃତ୍ୟ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଭାଇରାଲ ହୋଇଥାଏ। ନିକଟରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି।…

୨୩ ବର୍ଷରେ ମିଳିଲା ଅଧିନାୟକ ଦାୟିତ୍ୱ: ନିଜର ସଫଳତାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପନ୍ତ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଏହି ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ଧରିଛନ୍ତି ୨୩ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଡିସିର ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆହତ ସମସ୍ୟା…

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩୧।୩: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଟୁଇଟ୍‌ କରି ସେ ଏନେଇ ସୂଚନା ଦେଇଛନ୍ତି। ଦେବଗୌଡାଙ୍କ ଛଡା ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri