ଟିକା: ହାଇରିସ୍କ ଗ୍ରୁପ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ଏହି ଟିକାକରଣରେ ହାଇରିସ୍କ ଗ୍ରୁପ୍ ଯଥା ରାସ୍ତାକଡ଼ ଦୋକାନୀ, ମାଛ ଓ ମାଂସ ବିକ୍ରେତା, ଅଟୋ ଓ ବସ୍ ଡ୍ରାଇଭର, ସ୍କୁଲ…
ଖରାଦିନେ ଖାଆନ୍ତୁ ଏହିସବୁ ଖାଦ୍ୟ: ମିଳିବ ଅନେକ ଫାଇଦା
ଋତୁ ବଦଳିବା ସହିତ ଖାଦ୍ୟପେୟ, ପୋଷାକପତ୍ର ସବୁଥିରେ ପରିବର୍ତ୍ତନ ଦେଖାଯାଇଥାଏ। ଯେପରି ଆମକୁ ଶୀତଦିନେ ଗରମ ଜିନିଷ ଭଲ ଲାଗିଥାଏ। ସେହିପରି ଗରମ ଦିନରେ ମଧ୍ୟ ଥଣ୍ଡା ଭଲ ଲାଗିଥାଏ। ତେବେ ଗ୍ରୀଷ୍ମଋତୁରେ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କେଉଁ…
ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍କା: ବାଦ୍ ପଡ଼ିଲେ ଏହିସବୁ ଖେଳାଳି
ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦ ପର୍ଯ୍ୟନ୍ତ ଖେଳାଯିବ। ସମସ୍ତ ମ୍ୟାଚ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ…
ଜାତୀୟ ସଂଗୀତ ଗାନ ବେଳେ ଛିଡ଼ା ହେଲେ ମମତା
ନନ୍ଦିଗ୍ରାମ (ପଶ୍ଚିମବଙ୍ଗ), ୩୦।୩ : ହାଇ ଡ୍ରାମା ସହ ମଙ୍ଗଳବାର ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଶେଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୋଡ଼ଜନିତ ଆଘାତ ସମସ୍ୟା ସତ୍ତ୍ୱେ ସେ ଜାତୀୟ ସଂଗୀତ ଗାନ ବେଳେ ମଞ୍ଚ ଉପରେ ଛିଡ଼ା…
ଦେହରେ କହୁଣୀ ବାଜିବାରୁ ଗଣ୍ଡଗୋଳ: ୧୧ ଗିରଫ
ବାହାନଗା, ୩୦ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତ ଝାଡତା ଗ୍ରାମରେ ଦୋଳ ଯାତ୍ରା ଅବସରରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯୁବକଙ୍କ ଦେହରେ ସେହି ଗ୍ରାମର ଜଣେ ଯୁବକଙ୍କ କହୁଣୀ ବାଜିଯିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ…
ରସିକିଆ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ
ଭୋଗରାଇ,୩୦।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ। ଛାତ୍ରୀଙ୍କୁ ଟ୍ୟୁଶନ ସେଣ୍ଟରରେ ଅସଦାଚରଣ କରିଥିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ…
ଦିଲ୍ଲୀ କ୍ୟାପିଟାଲ୍ସରେ ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁସ୍ଥିତିରେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ନିକଟରେ…
ଡିଏମ୍କେ-କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ : ମୋଦି
ଧାରାପୁରମ, ୩୦।୩ : ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ଓ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିରୁପୁର ଜିଲାର ଧରାପୁରମଠାରେ ଆୟୋଜିତ ସମାବେଶରେ ଯୋଗଦେଇ…
ଅଭିନେତାଙ୍କୁ ବାନ୍ଧିଲା ଏନ୍ସିବି
ବମ୍ବେ: ଏନ୍ସିବି ପଞ୍ଝାରେ ଆଉ ଜଣେ ଅଭିନେତା। ଡ୍ରଗ୍ସ ସମ୍ବନ୍ଧୀତ ମାମଲାରେ ଛନ୍ଦି ହୋଇଛନ୍ତି ଏଜାଜ୍ ଖାନ୍। ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ମଙ୍ଗଳବାର ଏନ୍ସିବି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂର୍ବରୁ ବଲିଉଡ୍ ଡ୍ରଗ୍ସ ମାମଲାରେ ଶାଦାବ ବାଟାଟା ଗିରଫ…
ଫାଙ୍କା ନାହିଁ ଅଧିନାୟକ ପଦ : ଅଷ୍ଟ୍ରେଲିଆ କୋଚ୍
ମେଲବୋର୍ନ, ୩୦।୩ : ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ ପୁଣି ଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଇଚ୍ଛା ପ୍ରକାଶ କରିବାର କିଛି ଘଣ୍ଟା ପରେ ପତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର। ଆମ ପାଖରେ ଟିମ୍…
ଗର୍ଭବତୀଙ୍କୁ ଚଲାଇଥିଲେ ୩ କିଲୋମିଟର
ବାରିପଦା ଅଫିସ/ଉଦଳା,୩୦ା୩(ଡି.ଏନ.ଏ.)-ହେଲ୍ମେଟ ଚେକିଂ ବେଳେ ଜଣେ ଗର୍ଭବତୀଙ୍କ ପ୍ରତି ସମବେଦନା ବଦଳରେ ଦବଙ୍ଗଗିରି ଦେଖାଇବା ମୟୂରଭଞ୍ଜ ଜିଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ…
୧୮ ସଦସ୍ୟଙ୍କୁ କରୋନା: ‘ଡ୍ୟାନ୍ସ ଦିଓ୍ବାନେ ୩’ର ଶୁଟିଂ ବାତିଲ
ବମ୍ବେ: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଶୁଟିଂ ଆରମ୍ଭ କରିଥିଲେ ବଲିଉଡ୍ ତଥା ଟେଲି ପରଦାର କଳାକାର। ହେଲେ ସେମାନଙ୍କ ଚିନ୍ତା ବଢ଼ାଇଲାଣି ମହାମାରୀର ଦ୍ୱିତୀୟ ଲହର। କାରଣ ଜଣଙ୍କ ପରେ ଜଣେ ଅଭିନେତା ନଚେତ ସହାୟକ କର୍ମଚାରୀ ହେଉଛନ୍ତି…
Archives


