ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ଅମିର, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀଙ୍କର ବଳିଷ୍ଠ ଅଭିନୟ ଆଜି ବି ଲୋକଙ୍କ ମନରୁ ଲିଭୁନି। ସାଧାରଣତଃ ଯୁବଷ୍ଟାରମାନେ ଶ୍ରୀଦେବୀଙ୍କ ସହ ଯେମିତି ହେଲେ ଥରେ କାମ କରିବାକୁ ଇଚ୍ଛା କରିଥାନ୍ତି। କାରଣ ଯେମିତି ସେମାନେ ଲୋକପ୍ରିୟ ହୋଇପାରିବେ। ସେତେବେଳେ ଶ୍ରୀଦେବୀଙ୍କ ଅଭିନୀତ ଫିଲ୍ମ ପ୍ରାୟ ହିଟ୍‌ ହେଉଥିଲା। କିନ୍ତୁ ମିଷ୍ଟର ପରଫେକ୍ଟନିସ୍‌ ତଥା ଅମିର ଖାନ୍‌ ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ।

ଅମିର ସେତେବେଳେ ବଲିଉଡ୍‌ରେ ଟ୍ରେଣ୍ଡ୍‌ କରୁଥିଲେ। ୯୦ ଦଶକରେ ଜଣେ ନାମୀଦାମୀ ଫିଲ୍ମ ନିର୍ଦ୍ଦେଶକ ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଅମିରକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଅମିର ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। କାରଣ ଅମିର ଚାହୁଁ ନ ଥିଲେ ତାଙ୍କଠାରୁ ବୟସରେ ବଡ଼ ଅଭିନେତ୍ରୀଙ୍କ ସହ କାମ କରିବା ପାଇଁ। ତାଙ୍କ ମତରେ ଜୁହି ଚାଓ୍ବଲା, କରିସ୍ମା କପୁର, ମାଧୁରୀ ଦୀକ୍ଷିତଙ୍କ ପରି ୟଙ୍ଗ୍‌ଷ୍ଟାରଙ୍କ ସହ କାମ କଲେ ଲୋକେ ତାଙ୍କୁ ଗ୍ରହଣ କରିବେ। ଶ୍ରୀଦେବୀଙ୍କ ସହ କାମ କଲେ ତାଙ୍କ ଯୋଡ଼ିକୁ ଲୋକେ ପସନ୍ଦ କରିବେନି। ତେଣୁ ସେ ନିର୍ଦ୍ଦେଶକଙ୍କ ଏହି ଅଫରକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ଚୈତନ୍ୟ, କହିଲେ…

ମୁମ୍ବାଇ: ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ଗତ ବର୍ଷ ତାଙ୍କ ବିବାହ ବିଚ୍ଛେଦ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ଦୁହେଁ...

ବିହାର କଲେଜରେ ପଢ଼ୁଛନ୍ତି ଇମ୍ରାନ ହାଶମୀ-ସନି ଲିଓନିଙ୍କ ୨୦ ବର୍ଷର ପୁଅ!

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତା ଇମରାନ ହାଶମୀ ଏବଂ ସନି ଲିୟୋନିଙ୍କ ପୁଅ ବିହାର କଲେଜରେ ପାଠ ପଢ଼ୁଛନ୍ତି। ସ୍ନାତମ ପରୀକ୍ଷା ଦେଉଛନ୍ତି ତାଙ୍କର ୨୦ ବର୍ଷର...

ଏକଦା କରିନାଙ୍କୁ ମ୍ୟାମ ଡାକୁଥିଲେ ସୈଫ୍‌: ଆଉ ତା’ ପରେ

ଅଭିନେତା ସୈଫ୍‌ ଅଲ୍ଲୀଖାନ ଏବଂ ଅଭିନେତ୍ରୀ କରିନା କପୁର ହେଉଛନ୍ତି ବଲିଉଡର ଲୋକପ୍ରିୟ ଯୋଡି। ୨୦୧୨ ରେ ସୈଫ୍‌-କରିନା ବିବାହ କରିଥିଲେ। ଉଭୟ ଏକାଠି ଅନେକ...

ତିନ୍‌ ତଲାକ୍‌ ଜାଲରେ ଫଶିଥିଲେ ‘ଟ୍ରାଜେଡି କୁଇନ୍‌’

ବଲିଉଡର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଆଜି ୮୬ତମ ଜନ୍ମଦିନ। ସାହେବ ବିବି ଔର ଗୁଲାମର ଛୋଟି ବହୁ ଚରିତ୍ର, ପାକିଜାର ମାହଜବିନ ବା ମେରେ...

ବାନ୍ଧବୀଙ୍କ ସହ ରେଷ୍ଟୁରାଣ୍ଟରେ ଖାଇଲେ ଅନୁଭବ, ଫଟୋ ଶେୟାର କରି ଏବେ ଚର୍ଚ୍ଚାରେ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଅନୁଭବ ନିଜେ ତାଙ୍କ...

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ଭାଙ୍ଗିପଡ଼ିଥିଲେ ଅଭିନେତ୍ରୀ; କିଛି ଏଭଳି ପଡ଼ିଥିଲେ ଶୋଏବଙ୍କ ପ୍ରେମରେ…

ବମ୍ବେ: ଟେଲି ପରଦାର ରୋମାଣ୍ଟିକ୍‌ ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ଶୋଏବ ଇବ୍ରାହିମ ଏବଂ ସ୍ତ୍ରୀ ଦୀପିକା କକ୍କଡଙ୍କ ଯୋଡ଼ି ଅନ୍ୟତମ। ସାଙ୍ଗ ହୋଇ କାମ କରୁକରୁ...

Advertisement
Archives

Model This Week