ଚାଇନାର ରାସ୍ତା ଉପରେ ୩.୫ ମିଟର ଉଚ୍ଚରେ ପାଣି
ବେଜିଂ,୧୩।୮: କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଫଳରେ ପ୍ରଦେଶର ସୁଇକ୍ସିଆନ୍ କାଉଣ୍ଟିର ଲିଉଲିନ୍ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ବୁଧବାର…
ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ
ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବାର ୨୪ ଘଣ୍ଟା ନ ପୂରୁଣୁ ସେମାନଙ୍କୁ ଜାମିନରେ…
ମହିଳାଙ୍କୁ ଛୁରି ଦେଖାଇ ବଳାତ୍କାର
ଆର.ଉଦୟଗିରି,୧୩ା୮(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା(ନଂ. ୧୫୦/୨୧) ରୁଜୁ କରି ତଦନ୍ତ ଚଳାଇଛି। ମହିଳାଙ୍କ ସ୍ବାମୀ ଜଣେ ଗାଡ଼ିଚାଳକ। ସେ ଅଧିକାଂଶ ସମୟ ବାହାରେ…
କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର
ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍ ବିଶ୍ୱକପ୍। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ ପଡ଼ିଆରେ ରାଜୁତି କରିବେ ଦିଲ୍ଲୀରେ ଜନ୍ମିତ ଏହି ବ୍ୟାଟ୍ସମ୍ୟାନ। କିନ୍ତୁ ଘରୋଇ କ୍ରିକେଟରେ ସେ…
ପ୍ରଥମଥର ପାଇଁ ଶୈଫିନାଙ୍କ ସହ ନଜର ଆସିଲେ ଜାହାଙ୍ଗିର
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିମାସ ପୂର୍ବେ ଏହି ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଥିଲେ । ହେଲେ ତାଙ୍କ ପ୍ରଥମ ସନ୍ତାନ ତୈମୁର ଅଲି…
ଭିନ୍ନ ରୂପରେ ସାରା
ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ନିଜର ଫିଲ୍ମ, ଫିଟନେସ୍ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚିତ । ନିକଟରେ ସେ ଡିସକଭରି ପ୍ଲସ ଶୋ’ ମିଶନ ଫ୍ରଣ୍ଟଲାଇନର ଏକ ଏପିସୋଡ ପାଇଁ ଶୁଟିଂ କରିଥିଲେ ।…
ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍ ପରାଜୟ ପଛରେ ବିସିସିଆଇ ମେଡିକାଲ ଅଫିସର
ନୂଆଦିଲ୍ଲୀ,୧୩।୮: ଗତ ମାସରେ ଟି୨୦ ସିରିଜ୍ରେ ଶ୍ରୀଲଙ୍କା ଠାରୁ ୧-୨ରେ ପରାସ୍ତ ହୋଇଥିଲା ଭାରତୀୟ ଦଳ। ଏହାର କାରଣ ଅନ୍ତିମ ଦୁଇ ମ୍ୟାଚ୍ ଲାଗି ଟିମ୍ ଇଣ୍ଡିଆ ପାଖରେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଘୋର ଅଭାବ ଥିଲା। ଭାରତୀୟ ଦଳର କ୍ୟାମ୍ପରେ କ୍ରୁନାଲ…
୩୬୪ ରନ୍ରେ ଅଟକିଲା ଟିମ୍ ଇଣ୍ଡିଆ
ଲଡର୍ସ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୬୪ ରନ୍ରେ ଅଲଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ। ପୂର୍ବ ଦିନର ସ୍କୋର (୨୭୬/୩)ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ବଳକା ୭ ଉଇକେଟ ମାତ୍ର ୮୮ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା।…
ଭୟ ସୃଷ୍ଟି କରୁଛି ତୃତୀୟ ଲହର: ୧୧ ଦିନରେ ୫୪୩ ଶିଶୁ କରୋନା ପଜିଟିଭ
ବେଙ୍ଗାଲୁରୁ,୧୩ ।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶିଶୁମାନେ କରୋନାରେ ଆକ୍ରାନ୍ତ ହେବା ଏବେ ଉଭୟ ଅଭିଭାବକ ଓ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି । ୧ରୁ ୧୧ ଅଗଷ୍ଟ ମଧ୍ୟରେ ୦-୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୫୪୩ ଶିଶୁ ଓ…
ଧରାପଡ଼ିଲା ବାଇକ୍ ଚୋରି ଗ୍ୟାଙ୍ଗ, ୩ ନାବାଳକଙ୍କ ସହ ୧୫ ଗିରଫ
ସମ୍ବଲପୁର,୧୩ା୮ (ବ୍ୟୁରୋ): ୨ ବର୍ଷ ଧରି ସମ୍ବଲପୁର ଜିଲାରେ ଚାଲିଥିବା ବାଇକ୍ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ବିଭିନ୍ନ ଥାନା ପୋଲିସ ୨୧ ବାଇକ୍ ସହ ଗୋଟିଏ ଚାରିଚକିଆ ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ନାବାଳକଙ୍କ ସମେତ ୧୫…
୬ରୁ ଓଜେଇଇ ପରୀକ୍ଷା
ଭୁବନେଶ୍ୱର,୧୩।୮(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସେପ୍ଟେମ୍ବର ୬ରୁ ଆରମ୍ଭ ହେବ। ପରୀକ୍ଷା ସେପ୍ଟେମ୍ବର ୧୮ ତାରିଖ ଯାଏ ଚାଲିବ। ଏ ନେଇ ଶୁକ୍ରବାର ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍ଡ…
କୋହଲିଙ୍କୁ ଆଉଟ୍ କରିବାକୁ କରାଯାଇଥିଲା ଏପରି ଯୋଜନା; ସଫଳ ହେଇଥିଲା ଇଂଲଣ୍ଡର ରଣନୀତି
ଲଣ୍ଡନ,୧୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ପେସର ଓଲି ରବିନ୍ସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ। ତେବେ ସେ କୋହଲିଙ୍କ ଉଇକେଟକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉଇକେଟ ବୋଲି କହିଛନ୍ତି। ଏଥିସହ…

