Home Left

ପୁରୀରେ ୮୭, ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବା ଯୋଗୁ ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଘରୁ ବାହାରିବା ମଧ୍ୟ…

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ବାୟୋ-ବବଲ(ସୁରକ୍ଷିତ ପରିବେଶ) ଆହୁରି ଶକ୍ତିଶାଳୀ ହେବ। ଏହି…

ଲଗାଣ ବର୍ଷାରେ ଗଲା ୪ ଜୀବନ: ୧୧ ଜିଲାର ୨୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର,(ବ୍ୟୁରୋ)ଡେରାବିଶ/ ପାଟକୁରା/ ନିରାକାରପୁର/ ନିଶ୍ଚିନ୍ତକୋଇଲି (ସ୍ବ.ପ୍ର./ଡି.ଏନ୍‌.ଏ.),୧୪।୯: ଲଘୁଚାପ ଜନିତ ବର୍ଷା ଶନିବାର ରାତିରୁ ରାଜ୍ୟରେ ଲାଗି ରହିଛି। ରାଜ୍ୟର ୧୧ ଜିଲା ପ୍ରଭାବିତ ହୋଇଛି। ବିଶେଷକରି ଉପକୂଳ ଓଡ଼ିଶା ଜିଲାଗୁଡ଼ିକରେ ଏହାର ପ୍ରଭାବ ବିଶେଷମାତ୍ରାରେ ଦେଖିବାକୁ ମିଳିଛି। ଉପକୂଳ ଜିଲାର ବିଭିନ୍ନ…

ଝିଅ ହେଲା ବୋଲି ମାଗଣାରେ ଗୁପଚୁପ ବାଣ୍ଟିଲେ ପିତା

ଭୋପାଳ,୧୪ ।୯: ବର୍ତ୍ତମାନ ସମୟରେ ସରକାର କହୁଛନ୍ତି କନ୍ୟା ଭ୍ରୁଣ ହତ୍ୟା କରନ୍ତୁ ନାହିଁ । ଏମାନେ ଦେଶର ଭବିଷ୍ୟତ । ଏହାପରେ ବି ଅନେକ ଲୋକ ଝିଅଟିଏ ଜନ୍ମ ହେଲେ ମନ ଖରାପ କରୁଛନ୍ତି । ଆଉ କେହି କେହି…

ବିଧାୟକଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖି, କେବେ ଚାଲିଯିବ ପଦ: ଗଡକରୀ

ନୂଆଦିଲ୍ଲୀ,୧୪ ।୯: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନିଜର ବେକାକୁ ବୟାନକୁ ନେଇ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ସୋମବାର ରାଜସ୍ଥାନ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରି ଏମିତି ଏକ କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି ।…

ବିକାଶ ପାଇଁ ସରକାରୀ ଭାଷା ବ୍ୟବହାର

ସରକାରୀ ନୀତି ଓ ଯୋଜନା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରାଜଭାଷା ଅବା ବିଭିନ୍ନ ଅଞ୍ଚଳର କଥିତ ଭାଷା ମାଧ୍ୟମରେ ଅବଗତ କରାଯିବାର ପ୍ରୟାସ କରାଯାଇଥାଏ। ଏପରିସ୍ଥଳେ ସରକାରୀ ଭାଷାର ଗୁରୁତ୍ୱ ଅଧିକ ରହିଛି। ଦେଶର ସଂଖ୍ୟାଧିକ ଲୋକଙ୍କ ଦ୍ୱାରା କୁହାଯାଉଥିବା…

ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କେହି କେହି ବିଶେଷଜ୍ଞ କହୁଛନ୍ତି ଦେଶର କିଛି ରାଜ୍ୟରେ କରୋନାର ତୃତୀୟ ଲହର…

ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା

ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଆମେରିକା ଆଫଗାନିସ୍ତାନର ଜନତାଙ୍କ ପାଇଁ ୬୪ ମିଲିୟନ…

ପଛରୁ ଛପିଛପି ହାତୀକୁ କରୁଥିଲେ ପିଛା: ହଠାତ୍‌ ବୁଲିପଡ଼ି ମାଡ଼ିଆସିବାରୁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମୃତଦେହକୁ ଦ୍ୱିତୀୟ ଡୋଜ୍‌

ଅନନ୍ତପୁର(ଆନ୍ଧ୍ରପ୍ରଦେଶ),୧୪।୯: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ଜଣେ ମୃତ ବ୍ୟକ୍ତିଙ୍କୁ କୋଭିଡ-୧୯ର ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପୁଅ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଏକ ମେସେଜ ଆସିଥିଲା। ସେଥିରେ ତାଙ୍କ ବାପାଙ୍କୁ ଜିଲାର…

ଟଙ୍କା ମୂଲଚାଲକୁ ନେଇ ଡବଲ ମର୍ଡର

ଯାଜପୁର ଅଫିସ/ପାଣିକୋଇଲି(ଡି.ଏନ.ଏ.),୧୪ା୯: ଯାଜପୁର ଜିଲା ପାଣିକୋଇଲି ଥାନା ସାନସୋତି ଗ୍ରାମରେ ଏକ ପୋଲ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଅପ୍ରାକୃତିକ ଯୌନ ସମ୍ପର୍କ ଓ ଟଙ୍କା ମୂଲଚାଲକୁ ନେଇ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ…

ଟଙ୍କା ପାଇଁ ଶିକ୍ଷକତା ଛାଡ଼ି ବାଛିଲେ ଏମିତି ପେଶା….

ମାନିଲା,୧୪।୯: ଟଙ୍କା ପାଇଁ ଶିକ୍ଷୟିତ୍ରୀରୁ ପାଲଟିଗଲେ ନଗ୍ନ ମଡେଲ। ପରିବାରର ଦାୟିତ୍ୱ ବୋଝ ଆଗରେ ମୁଣ୍ଡ ନୁଆଇଁ ଶିକ୍ଷକତା ଛାଡ଼ି ଉତ୍ତେଜିତ ଭିଡିଓରେ କାର୍ଯ୍ୟ କରୁଛନ୍ତି ଫିଲିପାଇନ୍ସର ୨୧ ବର୍ଷୀୟା ମେୟୁର୍ନ ସ୍ମାଇଲ୍ସ। ସ୍ମାଇଲ୍ସ ଫିଲିପାଇନ୍ସର ଗୋଟିଏ ସ୍କୁଲରେ ଶିକ୍ଷକତା କରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?