ସ୍ବାଭିମାନର ସୌଦାଗର
ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ। ସ୍ବାଭିମାନୀ ଓଡ଼ିଆ ଭାବେ ଦିଗବିଦିଗ ପରିଚିତ ମଧୁବାବୁ ଜଣେ ବାଗ୍ମୀ ଓ ସମାଜ ସଂସ୍କାରକ…
ପଟିଆ, ଖଣ୍ଡଗିରି, ନୟାପଲ୍ଲୀ ହଟ୍ସ୍ପଟ୍
ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହଁା ହେବାରେ ଲାଗିଛି। ରାଜ୍ୟରେ ଖୋର୍ଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜଧାନୀ ଭୁବନେଶ୍ୱର ବେକାବୁ ହେବାକୁ ବସିଲାଣି। ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲାରେ ୧୦୯୨…
ସ୍ମୃତିରେ ମନୋଜ…
ମଣିଷ ଯଦି ପ୍ରକୃତିର ଆଭିମୁଖ୍ୟ କ’ଣ ତାହା ବୁଝିବା ଦିଗରେ ସାମାନ୍ୟ ପ୍ରୟାସ କରନ୍ତା, ତେବେ ବିଶ୍ୱ-ସମାଜର ଗତିଧାରା ବଦଳିଯାଆନ୍ତା। ଅସଂଖ୍ୟ ପଥରେ ପ୍ରକୃତି ନିରନ୍ତର ଏହି ଶିକ୍ଷା ଦେବାକୁ ଚେଷ୍ଟାକରୁଛି ଯେ, ବୈଚିତ୍ର ଭିତରେ ମାନବସମାଜ ଏକତ୍ୱ ଉପଲବ୍ଧ କଲା…
୮ ରାଜ୍ୟକୁ ଗଲା ୧୬୭୬ ମେଟ୍ରିକ ଟନ୍ ଅକ୍ସିଜେନ୍
ଭୁବନେଶ୍ୱର, ୨୮ା୪(ବ୍ୟୁରୋ): ସାମ୍ପ୍ରତିକ କୋଭିଡ୍ ସ୍ଥିତିରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ଏଭଳି ସଙ୍କଟ ସମୟରେ ଓଡ଼ିିଶା ସହଯୋଗର ହାତ ବଢାଇଛି। ଅଭାବ ଦେଖାଦେଇଥିବା ରାଜ୍ୟଗୁଡ଼ିକରେ ତୁରନ୍ତ ନିରାପଦରେ ଅକ୍ସିଜେନ୍ ପହଞ୍ଚାଉଛି ଓଡ଼ିଶା। ଗତ ୫ଦିନରେ ୮ ରାଜ୍ୟକୁ ୯୦ଟି…
ଦେଶରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା: ଜାଣନ୍ତୁ ସାରା ବିଶ୍ୱରେ ଭାରତର ସ୍ଥିତି କେଉଁଠି
ନୂଆଦିଲ୍ଲୀ,୨୮।୪: ଭାରତରେ କରୋନାର ଦ୍ୱିତୀୟ ଲହର ବିପର୍ଯ୍ୟୟ ସୃଷ୍ଟି କରିଛି। ଏହାର ଫଳସସ୍ବରୂପ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବୁଧବାର ମୃତକଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ବୁଧବାର ପ୍ରଥମ ଥର…
୪୦ ଡିଗ୍ରୀ ଉପରେ ୧୫ ସହର
ଭୁବନେଶ୍ୱର,୨୮ା୪(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗ୍ରୀଷ୍ମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ କିଛିଦିନ ହେବ ପ୍ରବଳ ଖରା ସମଗ୍ର ରାଜ୍ୟକୁ ଉତ୍ତପ୍ତ କରିଛି। ପାରଦ ଉପରମୁହାଁ ହୋଇଛି। ମଙ୍ଗଳବାର ୧୫ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ…
ଅଣଓଡ଼ିଆଙ୍କ କବ୍ଜାରେ ମେଗା ପ୍ରକଳ୍ପ
ଯାଜପୁର ଅଫିସ,୨୮ା୪: ଲିଜ୍ ପରିମାଣଠାରୁ ବହୁ ଅଧିକ ଖଣିଜ ପଦାର୍ଥ ଦୀର୍ଘବର୍ଷ ଧରି ଲୁଟିନେଇ ଓଡ଼ିଶା ରାଜକୋଷ ଓ ଭୂସମ୍ପତ୍ତିର ବିପୁଳ କ୍ଷତି ଘଟାଇଥିଲେ ଖଣି ଲିଜ୍ଧାରୀ। ୨୦୦୦ରୁ ୨୦୧୦ ମଧ୍ୟରେ ହୋଇଥିବା ଏହି ମହା ଲୁଟ୍କୁ ଧରିଥିଲେ ଶାହା କମିଶନ।…
କରୋନାରେ ବାଜପେୟୀଙ୍କ ଭାଣିଜୀଙ୍କ ପରଲୋକ
ରାୟପୁର, ୨୮ା୪: କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମ୍ପି କରୁଣା ଶୁକ୍ଳାଙ୍କ ମଙ୍ଗଳବାର ରାୟପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ କରୁଣା କରୋନାରେ…
ରାଜ୍ୟରେ ଆଖି ବୁଜିଲେ ୧୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୦ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୦ ମୃତକଙ୍କ ମଧ୍ୟରୁ ପୁରୀ ଓ…
ବିପତ୍ତି ବେଳେ ବଦାନ୍ୟତା
କାନପୁର, ୨୮ା୪: ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଛାଡ଼ି ସେଥିରେ ରଖିଥିବା ସମସ୍ତ ୨ ଲକ୍ଷ ଟଙ୍କାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଦାନ କରି ମଣିଷପଣିଆର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ କାନପୁରର ଜଣେ ବିଡ଼ି ଶ୍ରମିକ ଜନାର୍ଦ୍ଦନ। କେରଳ…
ବଙ୍ଗଳା ଛାଡ଼ୁନାହାନ୍ତି ଅରୁଣ ମିଶ୍ର
ନୂଆଦିଲ୍ଲୀ, ୨୮ା୪: ଅବସରର ପ୍ରାୟ ୭ ମାସ ପରେ ବି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର। ନୂଆଦିଲ୍ଲୀର ଆକବର ରୋଡ୍ସ୍ଥିତ ବଙ୍ଗଳାରେ ରହିବା ଅବଧିକୁ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।…
ହୃଦୟ ବିଦାରକ ସ୍ଥିତି
ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି। ସଂକ୍ରମଣ ସୁନାମିରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି। ହାତରେ ପର୍ଯ୍ୟାପ୍ତ ଭାକ୍ସିନ ନାହିଁ। ଅକ୍ସିଜେନ,…
Archives


