Home Left

ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ: ମୋର୍ଗାନ

ଅହମଦାବାଦ, ୨୮ା୪ (ପି.ଟି.)- କୋଭିଡ୍‌ ପାଇଁ ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ ବୋଲି କହିଛନ୍ତି ଇଂଲଣ୍ଡ ଓ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନ। ଅତୀତରେ ବୁନ୍ଦେସ ଲିଗା ଓ ପ୍ରିମିୟର ଲିଗ୍‌ ଖେଳାଯାଇଛି। ବର୍ତ୍ତମାନ ଆଇପିଏଲ୍‌ ସେହି ମାର୍ଗରେ…

କୋଭିଡ୍‌-୧୯ ଲଢ଼େଇ: କୁମିନ୍ସଙ୍କ ପରେ ଲି’ଙ୍କ ବଦାନ୍ୟତା

ନୂଆଦିଲ୍ଲୀ,୨୮।୪(ପି.ଟି.): ଭାରତର କୋଭିଡ୍‌- ୧୯ ମହାମାରୀ ଲଢେଇରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ବିଶ୍ୱର ୧ ନମ୍ବର ବୋଲର ନିଜ ଦେଶର ପ୍ୟାଟ୍‌ କୁମିନ୍ସଙ୍କଠାରୁ ପ୍ରେରଣା ପାଇ ସେ କରୋନା ଲଢେଇରେ ଭାରତକୁ ସାହାଯ୍ୟ…

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ…

ଆରସିବିକୁ ବଞ୍ଚାଇ ଦେଲେ ସିରାଜ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଥିଲା ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର। ପ୍ରାରମ୍ଭିକ ବ୍ୟାଟିଂ ବିପଳତା ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଆହୁରି କଷ୍ଟକର ହୋଇଥିଲା। କିନ୍ତୁ ଶେଷ ଭଲ ପର୍ଯ୍ୟନ୍ତ…

ଡି’ ଭିଲର୍ସଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ

ଅହମ୍ମଦାବାଦ,୨୭।୪ : ଏବି ଡି’ଭିଲର୍ସଙ୍କ କ୍ୟାରିୟରରେ ଯୋଡ଼ି ହୋଇଛି ନୂଆ ରେକର୍ଡ। ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୭୫ ରନ୍‌ର ଅପରାଜିତ ଇନିଂସ ଅବସରରେ ଏହି ରେକର୍ଡ କରିଛନ୍ତି…

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା ହୋଇଥିବା ଅଟୋରେ ଶୋଇଥିଲେ। ଦୀର୍ଘ ଘଣ୍ଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି କରି…

ଅନ୍ତିମ ଓଭରରେ ସ୍ଥିତି ବଦଳି ଦେଲେ ଡି’ ଭିଲର୍ସ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚି ପାରିବ ଲାଗୁ ନ ଥିଲା। କିନ୍ତୁ ଅନ୍ତିମ ଓଭରରେ ସ୍ଥିତି ବଦଳି ରଖି ଦେଇଥିଲେ ଏବି ଡି’ ଭିଲର୍ସ। ମାର୍କସ ଷ୍ଟୋଇନିସଙ୍କ…

ଦୁଇଟି ବିଶ୍ୱଯୁଦ୍ଧ ଯାହା କରିପାରି ନ ଥିଲା, ତାହା କରି ଦେଖାଇଲା କୋଭିଡ୍‌-୧୯

କଲମ୍ବୋ,୨୭।୪ : ଶ୍ରୀଲଙ୍କାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଯୋଗୁ ବାଧାପ୍ରାପ୍ତ ହୋଇଛି ଦେଶର ଦୁଇ ସ୍କୁଲ ମଧ୍ୟରେ ହେବାକୁ ଥିବା ପାରମ୍ପରିକ କ୍ରିକେଟ ମ୍ୟାଚ୍‌। ଦୀର୍ଘ ୧୪୧ ବର୍ଷ ହେଲା ଖେଳାଯାଉଥିବା ଏହି ମ୍ୟାଚ୍‌ ଦୁଇ ଦୁଇଟି ବିଶ୍ୱଯୁଦ୍ଧ…

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ ନର୍ମଦାବେନ ମୋଦି ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।…

ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି। ବର୍ତ୍ତମାନ ଆଇପିଏଲ ପାଇଁ ଭାରତରେ ଥିବା ୪୪ ବର୍ଷୀୟ ପୂର୍ବତନ କ୍ରିକେଟର ଟୁଇଟର ମାଧ୍ୟମରେ…

ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍‌ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ ଟିମ୍‌ର ପ୍ରମୁଖ ସଦସ୍ୟ ବୋଲି କୁହାଯାଉଥିଲା। ଏନେଇ ସେ କହିଛନ୍ତି ଯେ ମୁଁ ଭାରତୀୟ…

ଡାକ୍ତରଙ୍କୁ କରୋନା ଆକ୍ରାନ୍ତଙ୍କ ପରିବାରବର୍ଗ ଗୋଡ଼େଇ ଗୋଡ଼େଇ ପିଟିଲେ

ନୂଆଦିଲ୍ଲୀ,୨୭।୪ : ଦିଲ୍ଲୀର ଏକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ମଙ୍ଗଳବାର ସକାଳେ କରୋନା ଆକ୍ରାନ୍ତ ଜଣେ ୬୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାରବର୍ଗ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି। ଆପୋଲୋ ହସ୍ପିଟାଲ ବାହାରେ ଘଟିଥିବା ଏହି ଘଟଣାରେ କିଛି ଡାକ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri