ଋତୁସ୍ରାବ ସମୟରେ ମହିଳାମାନେ ନେଇପାରିବେ କି କରୋନା ଟିକା: ଜାଣନ୍ତୁ କ’ଣ କହିଲେ ସରକାର
ନୂଆଦିଲ୍ଲୀ,୨୫।୪: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମରୁ ଜୋରଦାର କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ଟିକାକରଣକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ…
ଜାଡେଜାଙ୍କ ଶୋ; ଶେଷ ଓଭରରେ ମାରିଲେ ୫ ଛକା
ମୁମ୍ବାଇ,୨୫।୪ :ଦେଖିବାକୁ ମିଳିଲା ରବୀନ୍ଦ୍ର ଜାଡେଜାଙ୍କ ଶୋ। ଶେଷ ଓଭରରେ ୫ ଛକା ସହ ଆଦାୟ କରିଥିଲେ ୩୭ ରନ୍। ଏହା ଆଇପିଏଲ ଇତିହାସର ସବୁଠୁ ମହାଙ୍ଗା ଓଭର। ଜାଡେଜାଙ୍କ ୬୨ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ…
ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ
ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ମୁଁ ଏବଂ ମୋ ସ୍ତ୍ରୀ କରୋନା ସଂକ୍ରମିତ…
ପାକିସ୍ତାନବାସୀ ଏବଂ ସୋଏବଙ୍କ ପ୍ରଶଂସା କଲେ ସ୍ବରା; କହିଲେ‘ ବିଶାଳ ହୃଦୟ ପାଇଁ…’
ବମ୍ବେ: ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନାର ଦ୍ୱିତୀୟ ଲହର। ସାରା ଦେଶରେ ପ୍ରତ୍ୟେହ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିଭଳି ଦୁଇ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ଘଟୁଛି। ଭାରତର ଏଭଳି ସମୟରେ ବିଭିନ୍ନ…
ପୁଣି ଆଉ ଗୋଟିଏ ସପ୍ତାହ ବଢିଲା ଲକ୍ଡାଉନ୍
ନୂଆଦିଲ୍ଲୀ,୨୫।୪: ଦିଲ୍ଲୀରେ ଦିନକୁ ଦିନ କରୋନା ଜୀବାଣୁ ବୃଦ୍ଧି ପାଉଛି। ଏଥି ସହିତ ଅମ୍ଳଜାନର ଅଭାବ ମଧ୍ୟ ବୃଦ୍ଧି ପାଉଛି। ସେପଟେ ଦିଲ୍ଲୀ ସରକାର ପୁଣି ଗୋଟିଏ ସପ୍ତାହ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି…
ବଡ଼ ଘୋଷଣା: ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମିଳିବ ମାଗଣା କରୋନା ଟିକା
ମୁମ୍ବାଇ,୨୫।୪: ଦେଶରେ କରୋନା ମହାମାରୀ ଯୁଦ୍ଧରେ ଜିତିବା ପାଇଁ ଟିକାକରଣ ଅଭିଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ଅନ୍ୟତମ ମହାରାଷ୍ଟ୍ରରେ କରୋନା ଟିକା ଅଭିଯାନକୁ ତୀବ୍ର କରିବା ପାଇଁ ଆଜି ଏକ ବଡ…
ରବି ଶାସ୍ତ୍ରୀ ଅବିଶ୍ୱସନୀୟ; ସେ ରାଗିବେ, ପୁଣି କିଭଳି ଭଲ ଖେଳିବ କହିବେ: ଗାଭାସ୍କର
ନୂଆଦିଲ୍ଲୀ,୨୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ରାଷ୍ଟ୍ରୀୟ କ୍ରିକେଟ୍ କୋଚ୍ ରବି ଶାସ୍ତ୍ରୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବ କ୍ରିକେଟରଙ୍କୁ ଖରାପ ସମୟରେ ପ୍ରେରଣା ଦେଉଥିବାର ଅବିଶ୍ୱସନୀୟ କ୍ଷମତା ଶାସ୍ତ୍ରୀଙ୍କ ପାଖରେ ଥିବା ସେ କହିଛନ୍ତି। ଏହାକୁ ଭାରତୀୟ ଦଳର…
କୋଲକାତା ଅଧିନାୟକଙ୍କ ଲଜ୍ଜାଜନକ ରେକର୍ଡ; ଏହି ମାମଲାରେ ହେଲେ ଗମ୍ଭୀରଙ୍କ ସମକକ୍ଷ
ବମ୍ବେ, ୨୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ରେ ଶନିବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ କେକେଆର୍ର ବ୍ୟାଟ୍ସମ୍ୟାନ୍ ନିରାଶଜନକ ପ୍ରଦର୍ଶନ କରିଥିଲେ। ଫଳରେ ଦଳ ୨୦ ଓଭରରେ…
ଭାଙ୍ଗିପଡିଲେ ମମତା
କୋଲକାତା,୨୫।୪: ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ମମତା କାଜଲ…
ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବାସ୍ଥ୍ୟବୀମା
ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଏହି ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ପ୍ରତି ସେବାୟତଙ୍କ ପରିବାରକୁ ଚିକିତ୍ସା…
ଆଲିଆଙ୍କ ସହ ଛୁଟି କାଟିବାକୁ ବାହାରିଲେ ରଣବୀର, ୟୁଜର୍ସ କହିଲେ ଲୋକ ଏପଟେ ମରୁଛନ୍ତି ଆଉ ତୁମେ…
ମହାରାଷ୍ଟ୍ରରେ କରୋନାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ, ଏଭଳି ପରିସ୍ଥିତିରେ ସରକାର ଫିଲ୍ମ ଏବଂ ସିରିୟଲ ଶୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାମ ବନ୍ଦ ହେବା ମାତ୍ରେ ଅନେକ ବଲିଉଡ ସେଲିବ୍ରିଟି ଗୋଆ ଏବଂ ମାଳଦ୍ୱୀପ ଛୁଟି କାଟିବାକୁ ଯାଉଛନ୍ତି। ନିକଟରେ କୋଭିଡ୍ରୁ…
ଧର୍ମ ପରିବର୍ତ୍ତନ କଲେ ଏହି କ୍ରିକେଟର୍
ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାର କ୍ରିକେଟର ବିଜୋର୍ନ ଫୋର୍ଟୁଇନ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ଏହି ୨୬ ବର୍ଷୀୟ କ୍ରିକେଟର ସେପ୍ଟେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ପବିତ୍ର ରମଜାନ ମାସରେ, ବିଜୋର୍ନ ଫୋର୍ଟୁଇନ ତାଙ୍କ ସ୍ତ୍ରୀଙ୍କ…
Archives


