ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଇନସିଦ୍ଧ ନୁହେଁ: କଂଗ୍ରେସ
ଭୁବନେଶ୍ୱର, ୨୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଇନସିଦ୍ଧ ନୁହେଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ଏହି ବର୍ଦ୍ଧିତ କର ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ-୨୦୦୩ର ନିୟମ ବିରୁଦ୍ଧାଚରଣ କରିବା ସହିତ…
ପ୍ରାର୍ଥତ୍ପତ୍ର ଦାଖଲ କଲେ ବିଶ୍ୱକେଶନ
ପୁରୀ ଅଫିସ,୨୭।୪: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ସୋମବାର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଦଳୀୟ ସମର୍ଥକଙ୍କ ଗ୍ରହଣରେ ଆସି କୋଭିଡ୍ କଟକଣା ମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଶୋଭାଯାତ୍ରାରେ…
ଆଣ୍ଟି ଡମ୍ପିଂ ଶୁଳ୍କ ଲଗାଇବାକୁ ଓଡ଼ିଶାର ଦାବି
ଭୁବନେଶ୍ୱର,୨୭।୪(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ ଉପରେ ଆଣ୍ଟି ଡମ୍ପିଂ ଏବଂ କାଉଣ୍ଟରଭେଲିଂ ଶୁଳ୍କ ଉଠାଇ ଦେଇଛନ୍ତି। ଏହା ଚାଇନା ଭଳି ଦେଶକୁ ସୁହାଇବା ସହ ଆମ ଦେଶରୁ ଶସ୍ତାମାଲ ରପ୍ତାନି ବହୁଗୁଣିତ ହୋଇପାରେ। ତେଣୁ ଆଣ୍ଟି ଡମ୍ପିଂ ଶୁଳ୍କ…
ଅକ୍ସିଜେନକୁ ନେଇ ଭାଜପା-ବିଜେଡି ମୁହାଁମୁହିଁ
ଭୁବନେଶ୍ୱର,୨୭।୪(ବ୍ୟୁରୋ): ଦିଲ୍ଲୀ ଓ ମହାରାଷ୍ଟ୍ର ଭଳିି ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ ଘୋର ଅଭାବ ଦେଖାଦେଇଛି। ଏହା ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କୁ…
ଉପରମୁହାଁ ପାରଦ
ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କିଛିଦିନ ହେବ ପ୍ରବଳ ଖରା ଯୋଗୁ ରାଜ୍ୟରେ ଉତ୍ତପ୍ତ ପରିବେଶ ସୃଷ୍ଟି ହୋଇଛି। ପାରଦ ଉପରମୁହଁା ହୋଇ ୪୩ ଡିଗ୍ରୀ ସେଲ୍ସିୟସକୁ ଛୁଇଁଛି।…
ଶୋଇବା ଘରେ ୧୪ ଫୁଟ୍ର ଅହିରାଜ
ବାଙ୍ଗିରିପୋଷି,୨୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମର ଅଧ୍ୟାପକ ଅଶୋକ କୁମାର ମହାପାତ୍ରଙ୍କ ଶୋଇବା ଘରୁ ୧୪ ଫୁଟ ଲମ୍ବ ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ସ୍ନେକ୍ ହେଲ୍ପ ଲାଇନ୍ ଟିମ୍ ସଦସ୍ୟଙ୍କ ସହଯୋଗରେ ବନ କର୍ମଚାରୀମାନେ…
ବିନା ମାସ୍କ୍ରେ ନାଚିଲେ ଲୋକେ: ସଂକ୍ରମଣ ସମୟରେ ବଡ଼ ମ୍ୟୁଜିକ୍ କନସର୍ଟ…
ଓ୍ବିଲିଂଟନ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ସାରା…
ରେମ୍ଡେସିଭିର୍ ଅଭାବ
ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଏବେ ଦୁଇଟି ଔଷଧ ବ୍ୟବହାର କରାଯାଉଛି। ଗୋଟିଏ ହେଉଛି ଫାବିପିରାଭିର୍ ୨୦୦ଏମ୍ଜି ଟାବ୍ଲେଟ୍ ଓ ଅନ୍ୟଟି ହେଉଛି ରେମ୍ଡେସିଭିର୍ ୧୦୦ଏମ୍ଜି ଇଞ୍ଜେକ୍ସନ। ତେବେ ରାଜ୍ୟରେ ଏବେ ରେମ୍ଡେସିଭିର୍ର ଅଭାବ ଦେଖାଦେଇଛି। ମଧ୍ୟମରୁ ଗୁରୁତର ରୋଗୀଙ୍କ…
ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ: ୨ ହଜାର ଟପିଲା ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି। ଏହି ୧୦ ମୃତକଙ୍କ…
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ଲଗାତାର ୬ ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା; କେବଳ ଖୋର୍ଦ୍ଧାରୁ…
ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୬,୦୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫୨୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୫୫୧ ଜଣ ଲୋକାଲ କେସ୍ ଥିବା…
ଜରିମାନା ଦେଲେ ପ୍ରଧାନମନ୍ତ୍ରୀ
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଅପରିହାର୍ଯ୍ୟ ହୋଇଥିବାବେଳେ ଏହି ନିୟମ ଉଲ୍ଲଂଘନ କରିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍ ଚାନ୍-ଓ-ଚା। ଏଥିପାଇଁ ଦଣ୍ଡ ସ୍ବରୂପ ତାଙ୍କୁ ୬ ହଜାର ବହଟ୍ ବା ପ୍ରାୟ ୧୪ ହଜାର ଟଙ୍କା ଜରିମାନା ହୋଇଛି। ପ୍ରୟୁତ…
ଛୁଆକୁ ହରାଇ କାନ୍ଦିଲା ପେଙ୍ଗୁଇନ୍
ଛୁଆର ମୃତ୍ୟୁ ପରେ ପେଙ୍ଗୁଇନ୍ କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କୁ ଭାବୁକ କରିଛି। ଭାରତୀୟ ବନ୍ୟ ସେବା ପକ୍ଷରୁ ସୁଶାନ୍ତ ନନ୍ଦ ସୋମବାର ଏହାର ଏକ ଭିଡିଓ କ୍ଲିପ୍ ଟୁଇଟ୍ କରିଛନ୍ତି। ୨୫ ସେକେଣ୍ଡର ଏହି କ୍ଲିପ୍ରେ ଦୁଇଟି…
Archives


