ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କେହି କେହି ବିଶେଷଜ୍ଞ କହୁଛନ୍ତି ଦେଶର କିଛି ରାଜ୍ୟରେ କରୋନାର ତୃତୀୟ ଲହର ଆସିଥିବା ବେଳେ ଆଉ କେହି କହୁଛନ୍ତି ଏହାର ତୃତୀୟ ଲହର ଆସିବାକୁ ଆଉ କିଛି ସମୟ ଲାଗିବ । ଏ ସବୁଥିରେ ଏବେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବନାରସ ହିନ୍ଦୁ ୟୁନିଭର୍ସିଟି(ବିଏଚ୍‌ୟୁ)ର ବିଶେଷଜ୍ଞ । ପ୍ରଫେସର ଜ୍ଞାନେଶ୍ୱର ଚୌବେ କହିଛନ୍ତି କରୋନାର ତୃତୀୟ ଲହର ଆସିବାକୁ ଆଉ ୩ ମାସ ସମୟ ଲାଗିବ । ଟିକାକରଣ ଏହାପାଇଁ ଭଲ କାମ କରିବ । ଯେଉଁମାନେ ଟିକା ନେଇ ସାରିଛନ୍ତି ଓ କରୋନା ସଂକ୍ରମଣଠାରୁ ଭଲ ହୋଇ ସାରିଛନ୍ତି ସେମାନେ ତୃତୀୟ ଲହରରେ ଏତେଟା ସଂକ୍ରମିତ ହେବେ ନାହିଁ । ତୃତୀୟ ଲହର ପାଇଁ ସବୁଠାରୁ ବେଶୀ ଚିନ୍ତା ମାତାପିତାଙ୍କର । କାରଣ କୁହାଯାଉଛି କି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ । ହେଲେ ପ୍ରଫେସର ଚୌବେ କହିଛନ୍ତି ପ୍ରଥମ ଓ ଦ୍ୱିତୀୟ ଲହର ଭଳି ତୃତୀୟ ଲହରରେ ବି ଶିଶୁମାନେ ସୁରକ୍ଷିତ ରିହିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷୀ ସହ ଧକ୍କା ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ…

ପାଟନା,୩।୧ : ବିହାରର ପାଟନା ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଠାରେ ଗୋଏୟାରର ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା।...

‘ଦୁଇ ଭାଗରେ ବାଣ୍ଟି ହୋଇଛି ଭାରତ’

ନୂଆଦିଲ୍ଲୀ,୨।୨: ଭାରତ ଏବେ ଦୁଇ ଭାଗରେ ବାଣ୍ଟି ହୋଇଛି। ଗୋଟିଏ ଭାରତରେ କେବଳ ଅତ୍ୟଧିକ ଧନୀଙ୍କ ପାଇଁ। ଏହି ଦେଶରେ ସେମାନେ ରହୁଛନ୍ତି, ଯେଉଁମାନଙ୍କ ପାଖରେ...

ଦୁଃଖକୁ ଦ୍ୱିଗୁଣିତ କରିଛି ତବ୍‌ଲିଘି ଜମାତ୍‌

ନୂଆଦିଲ୍ଲୀ, ୬ା୪: ଦେଶରେ କରୋନା ଦୁଃଖକୁ ଦ୍ୱିଗୁଣିତ କରିଛି ତବଲିଘି ଜମାତ୍‌। ନୂଆଦିଲ୍ଲୀର ନିଜାମୁଦ୍ଦିନ ସେଣ୍ଟରେ ଆୟୋଜିତ ଏହି ଧର୍ମସଭାରେ ଯୋଗଦେଇଥିବା ଜମାତ୍‌ ସଦସ୍ୟଙ୍କ ଯୋଗୁ...

ବେଜିଂରେ ଜୟଶଙ୍କର

ନୂଆଦିଲ୍ଲୀ, ୧୨ା୮: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଚାଇନା ଗସ୍ତ କରିବା ସହ ବେଜିଂରେ ପହଞ୍ଚିଛନ୍ତି। ସେଠାରେ ସେ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌...

ଡ୍ରୋନ୍‌ରେ ସୀମା ପାର୍‌ ହେରୋଇନ୍‌ ଚୋରା ଚାଲାଣ, ବିଏସ୍‌ଏଫ୍‌ ଗୁଳି କରି ଖସାଇଲା …

ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍‌ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା...

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ...

ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…

ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର...

CORONAVIRUS UPDATE: ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ହଜାରେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ...

Advertisement
Archives

Model This Week