Home Left

ଏହି ପ୍ରସିଦ୍ଧ ଅଭିନେତା ଗିରଫ

ଲୁଧିୟାନା,୨୮।୪: କରୋନା ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଜିମି ଶେରଗିଲଙ୍କୁ ବୁଧବାର ପଞ୍ଜାବର ଲୁଧିଆନାରେ ଗିରଫ କରାଯାଇଛି। ଏହାପୂର୍ବରୁ ମଙ୍ଗଳବାର ସେ ଫିଲ୍ମର ଶୁଟିଂ କରିବା ଅଭିଯୋଗରେ ତାଙ୍କୁ ଅଟକା ଯାଇଥିଲା। ଅଭିଯୋଗ ହୋଇଛି ଯେ ଜିମି ଶୁଟିଂ ସମୟରେ ସାମାଜିକ…

ପୁରୀରେ ଆରମ୍ଭ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ପୁରୀ ଅଫିସ,୨୮।୪: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି। ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ବ୍ୟବସ୍ଥା। ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ହେବ। ଏହି…

ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…

ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ ଏଭଳି କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସ୍ବାମୀ ଯେଭଳି ଅନ୍ୟ କୌଣସି ମହିଳାଙ୍କ…

ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…

ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା ଭଳି ମନେ ହେଉଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଜୋନ୍‌ପୁରରେ ଘଟିଛି। ସ୍ଥାନୀୟ ମଣ୍ଡିୟାହୁଂ…

ଏହି ଅଭିନେତ୍ରୀଙ୍କ ଜେଜେମା’ ୪ ସନ୍ତାନ ସତ୍ତ୍ୱେ ସ୍ବାମୀଙ୍କଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଲୀଳା ଚିତନିସ ତଥା କାଜଲଙ୍କ ଜେଜେମା’ ନିଜର ସୁନ୍ଦରତା ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୪ ସନ୍ତାନ ସତ୍ତ୍ୱେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ପୂର୍ବରୁ ସେ ଏକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ…

୩ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ଜଣେ ଗିରଫ

ପୁରୁଷୋତ୍ତମପୁର,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତାରାତାରିଣୀ ଛକଠାରେ ଥିବା ଏକ ତେଜରାତି ଦୋକାନ ଉପରେ ମଙ୍ଗଳବାର ରାତିରେ ଚଢାଉ କରାଯାଇଥିଲା। ଚଢ଼ାଉରେ ବିପୁଳ ପରିମାଣର ଗୁଟ୍‌ଖା ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ।…

ଏଥର ଖାଇବା ପାଇଁ ଦରକାର ନାହିଁ ପାତ୍ର, କି ନଷ୍ଟ ହେବନି ପତ୍ର : ବ୍ୟକ୍ତିଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଆପଣ କହିବେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ସୋସିଆଲ ମିଡିଆରେ ଏକ୍ସ ବୟଫ୍ରେଣ୍ଡ୍‌ କଲେ ବ୍ଲକ, ରାଗିକି ମହିଳା ନେଲେ ଅଜବ ପଦକ୍ଷେପ; ଆଉ ତା’ ପରେ…

ଲଣ୍ଡନ,୨୮।୪: ଜଣେ ମହିଳାଙ୍କୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ ସୋସିଆଲ ମିଡିଆରେ ବ୍ଲକ କରିବାରୁ ମହିଳା ରାଗିକି ଅଜବ ପଦକ୍ଷେପ ନେଇଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମହିଳା ଜଣଙ୍କ ରାଗି କି ନିଆଁବାଣ ହୋଇ ଏମିତି କାଣ୍ଡ ଘଟାଇଲେ ଯେ ତାଙ୍କୁ…

ଏଭଳି ଲୋକଙ୍କ ସହିତ ୧ ମିନିଟ୍‌ ରହିଲେ ବି ହୋଇଯିବ କରୋନା…

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ଆକ୍ରାନ୍ତଙ୍କ ସହିତ ୧…

ଗଞ୍ଜାମ ଜିଲାପାଳଙ୍କ ନୂଆ ନିୟମ: ଏଥର ଅପରାହ୍ନ ୨ଟାରୁ ବନ୍ଦ ରହିବ ବଜାର

ଛତ୍ରପୁର,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଜିଲାରେ ୨୦୯ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏଥିସହ କରୋନା ଜଣଙ୍କ ମୁଣ୍ଡ ନେଇଛି। ଅପରପକ୍ଷରେ ଜିଲାରର ବ୍ରହ୍ମପୁର ସମେତ ୧୮ ସହରର ସମସ୍ତ ଦୋକାନ ବଜାର…

ଓୟୋ ରୁମ୍‌ରେ ବେଟିଂ: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଆଡ୍ଡା )ଚାଲିଥିବା ବେଳେ କମିଶନରେଟ୍‌ ପୋଲିସ ପହଞ୍ଚି ଏହାର ପର୍ଦ୍ଦାଫାଶ କରିଛି। ଏଠାରୁ ଗୋଟିଏ କାର୍‌…

ପନ୍ତଙ୍କ ମୁଣ୍ଡ ଥାପୁଡେଇଲେ କୋହଲି, ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ହୋଇଥିଲା। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଯେଉଁଥିରେ ଆରସିବି ଦିଲ୍ଲୀକୁ ୧ ରନ୍‌ରେ ପରାସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri