Home Left

୧୦ ଦିନିଆ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଉମରକୋଟ,୨୮ା୪: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଝରିଗାଁ ବ୍ଲକ୍‌ରୁ ୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରେ ଧୋଡ୍ରା ପଞ୍ଚାୟତରୁ ୫ ଜଣ ରହିଛନ୍ତି। ସଂକ୍ରମଣକୁ ରୋକିବା ନେଇ…

କରଜଦାତାଙ୍କ ନିର୍ଯାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା

ସୁନାବେଡ଼ା,୨୮ା୪: ଜଣେ ବ୍ୟକ୍ତି କରିଥିବା କରଜ ତାଙ୍କ ପରିବାର ପାଇଁ ଭାରି ପଡିଛି। ଏଥିପାଇଁ ତାଙ୍କ ସ୍ତ୍ରୀଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡିଛି। ପୋଲିସ ପହଞ୍ଚତ୍ ତାଙ୍କ ମୃତଦେହ ଜବତ କରିଛି। କୋରାପୁଟ ଜିଲା ସୁନାବେଡା ଅଞ୍ଚଳରେ ମଙ୍ଗଳବାର…

ଟି୨୦ରେ ମହାନ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଓ୍ବାର୍ନର

ନୂଆଦିଲ୍ଲୀ,୨୮।୪ : ଅରୁଣ ଜେଟଲି ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୫୭ ରନ୍‌ର ଇନିଂସ ଅବସରରେ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି ଡେଭିଡ୍‌ ଓ୍ବାର୍ନର। ବିଶ୍ୱର ଚତୁର୍ଥ ଓ ଅଷ୍ଟ୍ରେଲିଆର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ସେ…

ଓ୍ବିଲିୟମସନଙ୍କୁ ରୋକିପାରିଲା ନାହିଁ ସିଏସ୍‌କେ

ନୂଆଦିଲ୍ଲୀ,୨୮।୪ : ମାତ୍ର ୧୦ ବଲ ଖେଳିଥିବା କେନ ଓ୍ବିଲିୟମସନ ୨୬୦ ଷ୍ଟ୍ରାଇକରେଟ୍‌ରେ ୨୬ ରନ୍‌ କରିଥିଲେ। ସେ ବ୍ୟାଟିଂ ଆସିବା ପୂର୍ବରୁ ଲାଗୁ ନ ଥିଲା ହାଇଦ୍ରାବାଦ୍‌ ୧୭୦ ରନ୍‌ ଅତିକ୍ରମ କରିପାରିବ। କିନ୍ତୁ ଓ୍ବିଲିୟମସନ ଓ କେଦାର ଯାଦବ…

ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ

ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ। ଏଥି ନେଇ ତାଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିଛି ପୋଲିସ। ଶଶାଙ୍କ ଯାଦବ…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ରାଇରଙ୍ଗପୁର,୨୮ା୪: ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବହଳଦା ଥାନା ଅନ୍ତର୍ଗତ ଟାଙ୍ଗରଯୋଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ପୋଲିସ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଇଛି।…

ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ ଜୀବନରେ ମାରିଦେବାର ପ୍ରୟାସ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି…

ଡି’ ଭିଲର୍ସଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ କୋହଲି

ଅହମ୍ମଦାବାଦ,୨୮।୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍‌ରେ ହରାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ସାଥି ଖେଳାଳି ଏବି ଡି’ ଭିଲର୍ସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଡି’ ଭିଲର୍ସ ପସନ୍ଦ କରନ୍ତି ନାହିଁ, ମୁଁ ଏହା…

ପିଏମ୍‌ କେୟାର୍ସ ପାଣ୍ଠିରୁ କିଣାହେବ ୧ଲକ୍ଷ ଅମ୍ଳଜାନ କନସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୮।୪: ହସ୍ପିଟାଲଗୁଡିକରେ ଡାକ୍ତରୀ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପିଏମ୍‌ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନ୍‌ଟ୍ରେଟର କିଣିବାକୁ ମଞ୍ଜୁରି ଦେଇଛନ୍ତି। କରୋନାର ଦ୍ବିତୀୟ ଲହରରେ ଦେଶରେ ରୋଗୀଙ୍କ ସଂଖ୍ୟା ଦୃତ ଗିତରେ ବୃଦ୍ଧି…

ଅଭିନେତ୍ରୀଙ୍କ କାରନାମା; ଭାଇକୁ ହତ୍ୟା ପରେ ଟିକଟିକ୍‌ କରି କାଟି ଦେଲେ

ହୁବାଲି,୨୮।୪ : ଲିଭ୍‌ଇନ ରିଲେଶନକୁ ବିରୋଧ କରିବାରୁ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କନ୍ନଡ ଅଭିନେତ୍ରୀ ଶାନାୟା କାଟ୍‌ଭେ। ଏହି ହତ୍ୟାରେ ତାଙ୍କୁ ସହଯୋଗ କରିଥିଲେ ବୟଫ୍ରେଣ୍ଡ। ହତ୍ୟା ପରେ ଭାଇର ମୃତଦେହ ଟିକଟିକ୍‌ କରି ଦେଇଥିଲେ। ତାହାକୁ…

୪ ଦିନ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର,୨୮।୪: ଲୋକେ କୋଭିଡ୍‌ ଗାଇଡ୍‌ଲାଇନ୍‌ ନ ମାନିବାରୁ ୪ ଦିନ ପାଇଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ବୁଧବାର ସିଲ କରି ଦିଆଯାଇଛି। ଭୁବନେଶ୍ୱର ପୋଲିସ ଡିସିପି ଏବଂ ବିଏମ୍‌ସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି। ଆସନ୍ତା ସୋମବାର…

ପ୍ରଥମେ ବ୍ୟାଟିଂ ବାଛିଲେ ଓ୍ବାର୍ନର ; ସିଏସ୍‌କେ ଦଳରେ ଦୁଇ ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୪ : ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସନରାଇର୍ସ ହାଇଦ୍ରାବାଦ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ନର। ଏଠାକାର ପିଚ୍‌ ଦ୍ୱିତୀୟ ଇନିଂସ ବେଳକୁ ଧିମା ହୋଇଯାଏ। ଏହାକୁ ନଜରରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri