ବ୍ରିଟେନ୍ରେ ଥିଲେ ସୁଦ୍ଧା କୋଭିଡ ସହ ଲଢ଼େଇରେ ସାମିଲ ହୋଇଛନ୍ତି ଏହି ଭାରତୀୟ କ୍ରିକେଟର: ଲୋକଙ୍କ ସେବା ପାଇଁ କରୁଛନ୍ତି ଦିନରାତି ଏକ
ନୂଆଦିଲ୍ଲୀ,୧୪।୫: ଭାରତୀୟ କ୍ରିକେଟର ହନୁମା ବିହାରୀଙ୍କୁ କଷ୍ଟ ସହି ମାଚ୍ ଜିତାଇବାରେ ନୁହେଁ ବରଂ ଏବେ ନିଜ ବନ୍ଧୁମାନଙ୍କ ସହ ମିଶି କୋଭିଡ-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟସେବାରେ ଖୁସି ମିଳୁଛି। ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ରୋଗୀଙ୍କ ସହାୟତା ଲାଗି ସେ…
ଖୁସି ଖବର: କରୋନାରୁ ସୁସ୍ଥ ହେବା ସଂଖ୍ୟା ୨ କୋଟିରେ ପହଞ୍ଚିଲା; ସଂକ୍ରିୟ ମାମଲା କମିଲା
ନୂଆଦିଲ୍ଲୀ,୧୪।୫: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଶୁକ୍ରବାର ଆଉ ୩,୪୩,୧୪୪ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୦,୪୬,୮୦୯କୁ ବୃଦ୍ଧି ପାଇଛି। ସେହିଭଳି ୪୦୦୦ ଲୋକଙ୍କ ମୃତ୍ୟୁ ପରେ ମୋଟ ମୃତକ ସଂଖ୍ୟା…
‘ ଦିନିକିଆ, ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ ’
ମୁମ୍ବାଇ,୧୪।୫ : ଭାରତୀୟ ଦିନିକିଆ ଓ ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ। ଅସ୍ତ୍ରୋପଚାର ପରେ ସେ ନିୟମିତ ବୋଲିଂ କରିପାରୁ ନାହାନ୍ତି। ଏହି କାରଣରୁ ତାଙ୍କୁ ଚୟନକର୍ତ୍ତା ଲମ୍ବା ଫର୍ମାଟ ପାଇଁ ଅଣାଦେଖା କରୁୁଛନ୍ତି। ମତେ ଲାଗୁଛି…
ପୁଣିଥରେ ଶାହାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍; କ୍ୱାରାଣ୍ଟାଇନ୍ ଶେଷ କରିବା ସତ୍ତ୍ୱେ..
ନୂଆଦିଲ୍ଲୀ,୧୪।୫: ସନରାଇଜର୍ସ ହାଇଦ୍ରାବାଦର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହାଙ୍କ ନମୂନା ପୁଣିଥରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ସପ୍ତାହ(୧୪ ଦିନ) ଧରି କ୍ୱାରାଣ୍ଟାଇନ୍ରେ ରହିବା ପରେ ସେ ନିଜର ଟେଷ୍ଟ କରାଇଥିଲେ। ବାୟୋ ବବଲ୍ରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି…
କରୋନା ଯୋଦ୍ଧାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର
ଭୋପାଳ,୧୪।୫: କରୋନା ଭାଇରସ୍ ମହାମାରୀ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କ ଚିନ୍ତା ଏବେ ସରକାରଙ୍କୁ ଘାରିଛି। ଏହି ସମୟରେ ଅନେକ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଆଉ…
ବିବାଦକୁ ଭୁଲିଗଲେଣି କି ଅଷ୍ଟ୍ରେଲିଆ ଅଧିନାୟକ? କୋହଲିଙ୍କୁ ନେଇ ଦେଲେ ଏଭଳି ବଡ଼ ବୟାନ
ନୂଆଦିଲ୍ଲୀ,୧୪।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟ୍ର ତିନୋଟିଯାକ ଫର୍ମାଟ୍ରେ ତାଙ୍କର ରେକର୍ଡ ଅନ୍ୟଙ୍କ ପାଇଁ ପ୍ରେରଣା। ଟେଷ୍ଟ ହେଉ ଅଥବା ଟି୨୦ ଅନ୍ତର୍ଜାତୀୟ, ପ୍ରତିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍କୁ ଅତି ଚମତ୍କାର ଢ଼ଙ୍ଗରେ ଖେଳିଥାନ୍ତି ସେ। ବିଶେଷଭାବେ…
ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି ଭାରତ: ମୋଦି
ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ମୋଦି କିଶାନ ସମ୍ମାନ ନିଧି ଯୋଜନାର…
ସବୁ ବାଧାକୁ ଏଡ଼ାଇଯାଇପାରେ ଭାରତୀୟ ଟିମ୍; ସେଥିପାଇଁ ମୁଁ ଗର୍ବିତ: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୪।୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟେଷ୍ଟ ଟିମ୍ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ବଜାୟ ରଖିଛି ଭାରତ। ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ସେ କହିଛନ୍ତି, ଭାରତୀୟ ଟିମ୍ ସମସ୍ତ…
ଅଲଗା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି କପଲ୍ ! ଚର୍ଚ୍ଚାକୁ ନେଇ ଏପରି କହିଲେ…
ବମ୍ବେ: ସେଲିବ୍ରିଟିମାନଙ୍କ ଲଭ୍ଲାଇଫ୍ ହେଉ ଅଥବା ବିବାହ ସବୁକିଛିରେ ପ୍ରଶଂସକ ରୁଚି ରଖିଥାନ୍ତି। ଏପରିସ୍ଥିତିରେ ଗୁଜବ ଉଠିବା ସ୍ବାଭାବିକ। ସେଭଳି କିଛି ଘଟିଛି ଷ୍ଟାର ପ୍ଲସରେ ପ୍ରସାରିତ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନୈତିକ ଭୂମିକାରେ ଅଭିନୟ କରିଥିବା ଅଭିନେତା…
କେଶ କଟା ଷ୍ଟାଇଲ୍ ମନକୁ ନ ଯିବାରୁ ପୋଲିସ ଡାକିଲେ କୁନିବାଳକ
ଚାଇନାର ଜଣେ ଛୋଟ ପିଲା ହେୟାର ଷ୍ଟାଇଲ୍କୁ ନେଇ ଏତେ ରାଗିଗଲା ଯେ, ଶେଷରେ ପୋଲିସ ଡାକିଥିଲା। ଏହି ଘଟଣା ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅଂଶୁନ ନାମକ ଏକ ସହରରେ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ବାରିକ ଜଣକ ପିଲାଟିର…
କରୋନା ଟିକା ନେଲେ ମିଳିବ ୧୦ ଲକ୍ଷ ଟଙ୍କା
ଓ୍ବାଶିଂଟନ୍,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ…
ପିଲା-ବୃଦ୍ଧଙ୍କୁ ସହାୟତା କରିବେ ଏହି ରାଜ୍ୟ ସରକାର
ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସବୁ…
Archives


