ରାଗିଯାଇ ଏଭଳି ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଶିଳ୍ପାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି। ଏବେ ରାଜ କୁନ୍ଦ୍ରା ଜେଲରୁ ଫେରିଛନ୍ତି। ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ତାଙ୍କ ସମ୍ପର୍କ ନାହିଁ ବୋଲି ମନା କରିଥିଲେ ମଧ୍ୟ ଏ ଯାଏ ପ୍ରଶ୍ନରୁ ବର୍ତ୍ତି ପାରିନାହାନ୍ତି ଶିଳ୍ପା। ନିକଟରେ କିଛି ଗଣମାଧ୍ୟମ ବ୍ୟକ୍ତି ତାଙ୍କୁ ରାଜକୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ ବିଷୟରେ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତର ଦେବା ସମୟରେ ସେ କ୍ରୋଧିତ ହୋଇଯାଇଥିଲେ। ମୁଁ କ’ଣ ରାଜ କୁନ୍ଦ୍ରା? ତାଙ୍କ ପରି ଦେଖାଯାଉଛି କି? ଏମିତି ଜବାବ ଦେଇଥିଲେ ଶିଳ୍ପା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କିତାଙ୍କୁ ନେଇ ଧୋନୀଙ୍କ ଘରକୁ ଯାଇଥିଲେ ସୁଶାନ୍ତ

ବମ୍ବେ: ବଲିଉଡ୍‌ର ଏକପ୍ରକାର ଝଡ଼ ସୃଷ୍ଟି କରିଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା। ଗୋଟିଏପଟେ ପରିବାରଲୋକେ କଥାକୁ ଗ୍ରହଣ କରିପାରୁ ନ ଥିବା ବେଳେ...

ନିଜ ପ୍ରଥମ କ୍ରସ ବିଷୟରେ କଥା ହେଲେ ଜ୍ୟାକଲିନ

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ତାଙ୍କର ପ୍ରଥମ କ୍ରସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଅଭିନୀତ...

ରିଲେସନଶିପକୁ ନେଇ ଖୋଲାଖୋଲି କଥା ହେଲେ ଅନନ୍ୟା, ମନେପକାଇଲେ ଏକ୍ସ ବୟଫ୍ରେଣ୍ଡଙ୍କୁ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଭାଲେଣ୍ଟାଇନ ଡେ’ ଅବସରରେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ମନେପକାଇବା ସହ ଏବେକାର ରିଲେସନଶିପକୁ...

ମୁହଁ ଖୋଲିଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ସମ୍ପର୍କକୁ ନେଇ ବେଶ୍‌ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି।...

୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍‌ଓଭର

ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍‌’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ...

ପୁଣି ପ୍ରେମରେ ପଡ଼ିଛନ୍ତି ରାପର୍‌ ବାଦ୍‌ଶାହା

ବମ୍ବେ: ରାପର ତଥା ଗାୟକ ବାଦ୍‌ଶାହା ପଡ଼ିଛନ୍ତି ପୁଣି ପ୍ରେମରେ। ଦୁଇ ବର୍ଷ ପୂର୍ବେ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବାଦ୍‌ଶାହା। ଏବେ ତାଙ୍କ ଲଭ୍‌ ଲାଇଫ୍‌ରେ...

‘ବଧାଇ ହୋ’ ପରେ ଆସୁଛି ‘ବଧାଇ ଦୋ’, ପ୍ରଥମଥର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ଆସନ୍ତା ଜାନୁୟାରୀରେ ଶୁଟିଂ ହେବ। ‘ବଧାଇ ହୋ’ର ସଫଳତାକୁ...

ନୀଲଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା

ବମ୍ବେ: ରିଲ୍‌ ନାୟିକାରୁ ରିଅଲ୍‌ ନାୟିକା। ଏପରି କିଛି ଘଟିଛି ଟେଲି ଧାରାବାହିକ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ...

Advertisement
Archives

Model This Week