ଏହି ଡେଟ୍ରେ ରିଲିଜ ହେବ ମାଧବନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ
ମୁମ୍ବାଇ: ଅପ୍ରିଲ ୧ରେ ରିଲିଜ ହେବାକୁ ଯାଉଛି ଆର୍ ମାଧବନଙ୍କ ଫିଲ୍ମ ରକେଟ୍ରି; ଦ ନାମ୍ବି ଇଫେକ୍ଚ’। ଏହି ଫିଲ୍ମରେ ମାଧବନ କେବଳ ଜଣେ ଅଭିନେତା ଭାବେ ନୁହେଁ ବରଂ ଜଣେ ସଂଳାପକ, ନିର୍ମାତା ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।…
ଏବେ ବି ଖୁସି ହେବାର ଆବଶ୍ୟକତା ନାହିଁ
ଭୁବନେଶ୍ୱର,୨୭।୯(ବ୍ୟୁରୋ): ଓଡ଼ିଶାରେ କରୋନା ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ। ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଓଡ଼ିଶା ଭଲ ସ୍ଥିତିରେ ରହିବା ପରି ଲାଗୁଛି ବୋଲି…
ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସନ୍ରାଇଜର୍ସ
ଦୁବାଇ,୨୭।୯: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ସଞ୍ଜୁ ସାମସନ। ଦଳର କମ୍ବିନେଶନକୁ ଦୃଷ୍ଟିରେ ରଖି ପ୍ରଥମେ…
ନୋରାଙ୍କ ଅପସରା ଲୁକ୍
ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ସୋସିଆଲ ମିଡିଆରେ ରହିଛନ୍ତି ତାଙ୍କର…
ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ
କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ ଘୋଷଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ତଥା…
ମଞ୍ଚାରେ ଶୋଇଥିଲେ ଯୁବକ, ରାତିରେ ଆସିିଲା ହାତୀ…
ଝୁମ୍ପୁରା/କେନ୍ଦୁଝର,୨୭।୯(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାଲିବନ୍ଧ ବନାଞ୍ଚଳ ଅଧୀନ ଜଙ୍ଗଲ ପାର୍ଶ୍ୱ ଗ୍ରାମ ପୁରୁଣାପାଣିରେ ସୋମବାର ଭୋରରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚାମରା ମୁଣ୍ଡା। ସୂଚନା ଅନୁଯାୟୀ, ପୁରୁଣାପାଣି ଜଙ୍ଗଲରେ ୧୧ଟି ହାତୀ…
ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ
ଭୁବନେଶ୍ୱର,୨୭।୯(ବ୍ୟୁରୋ): ଅସିତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବର ନୂତନ ସଭାପତି। କ୍ଲବର ସଭାପତି ପଦ ପାଇଁ ରାଜ୍ୟର ଦୁଇ ସଚିବଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ଏଥିରେ ବିଜୟ ଲାଭ କରିଛନ୍ତି ଅସିତ ତ୍ରିପାଠୀ। ତାଙ୍କ ବିପକ୍ଷରେ ଲଢ଼ୁଥିବା ବିଜୟ ପଟ୍ଟନାୟକଙ୍କୁ…
ଚର୍ଚ୍ଚାରେ ମଲାଇକାଙ୍କ ରିଆକ୍ସନ
ମୁମ୍ବାଇ: ବଲିଉଡର ହଟ୍ ନାୟିକା ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ସେ ଏମିତି ଏକ ରିଆକ୍ସନ ଦେଇଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି । ଏମ୍ଟିଭିର…
ପୁଅର ଅନୈତିକ ସମ୍ପର୍କ ନେଲା ମା’ଙ୍କ ଜୀବନ
ସୁନ୍ଦରଗଡ଼,୨୭।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ସଦର ଥାନା ଅଧୀନ ବାଉରୀମୁଣ୍ଡା ଜୁନାଡିହି ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଅନୈତିକ ପ୍ରେମ ସମ୍ପର୍କ ପାଇଁ ମା’ ଜୀବନ ଯାଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି।…
ମିଳିଲାନି ସୁଯୋଗ, ସ୍ବଦେଶ ଫେରିଲେ କୁଳଦୀପ
ନୂଆଦିଲ୍ଲୀ,୨୭।୯: ବାମହାତୀ ସ୍ପିନର କୁଳଦୀପ ଯାଦବଙ୍କ ପାଇଁ କିଛି ବି ଠିକ୍ ଚାଲୁନାହିଁ। ଫର୍ମ ହରାଇବା ପର ଠାରୁ ତାଙ୍କୁ ଜାତୀୟ ଦଳ କଥା ଛାଡ଼ନ୍ତୁ, କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ମଧ୍ୟ ସ୍ଥାନ ମିଳୁନାହିଁ। ଚଳିତ ଆଇପିଏଲ ସିଜନର…
କଂଗ୍ରେସକୁ ବଡ଼ ଝଟ୍କା
ପାଣାଜୀ,୨୭।୯: ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟ୍କା ଲାଗିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଲୁଇଜିନୋ ଫାଲେଇରୋ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଲୁଇଜିନୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସରେ ଯୋଗ…
‘ଗୁଲାବ’ ରାଜ୍ୟରେ ସେଭଳି ପ୍ରଭାବ ପକାଇନାହିଁ: ଏସ୍ଆର୍ସି
ଭୁବନେଶ୍ୱର,୨୭।୯(ବ୍ୟୁରୋ): ‘ବାତ୍ୟା ‘ଗୁଲାବ’ ରାଜ୍ୟରେ ସେଭଳି ପ୍ରଭାବ ପକାଇନାହିଁ। ତାହାର ପ୍ରଭାବରେ ଏତେଟା କ୍ଷୟକ୍ଷତି ହୋଇନାହିଁ।’ ଏ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ‘ଗୁଲାବ’…

