ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’
ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି। ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦୀଶା ପଟନି ଓ ରଣଦୀପ ହୁଡା ମୁଖ୍ୟ ଭୂମିକାରେ…
ମୃତଦେହ ପାଖକୁ ଆସିଲେନି ଘର ଲୋକେ
କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହ ପାଖ ମାଡି ନ ଥିଲେ। ଏପରିକି ଅନ୍ତିମ ସଂସ୍କାର…
ତାରିଖ ଘୋଷଣା କଲା ବ୍ୟାଟେଲଗ୍ରାଉଣ୍ଡ୍
ନୂଆଦିଲ୍ଲୀ,୧୪।୫ : ପବ୍ଜୀ ଗେମ୍ର ନୂଆ ଅବତାର ‘ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ’ର ପ୍ରି-ରେଜିଷ୍ଟ୍ରେଶନ ତାରିଖ ଘୋଷଣା କରିଛି ଭିଡିଓ ଗେମ୍ ଡେଭଲପର କ୍ରାଫ୍ଟନ। ଆସନ୍ତା ୧୮ ତାରିଖରୁ ଗେମ୍ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେଶନ। ଏହି ଗେମ୍ ଉଭୟ ଆନରଏଡ…
ଡ୍ରୋନ୍ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ
ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍ଏଫ୍ ଜବତ କରିଛି। ଏହି ଅସ୍ତ୍ରଗୁଡ଼ିକ ଏକ ହଳଦିଆ ରଙ୍ଗର ପଲିଥିନ୍ରେ ଗୁଡ଼ାହୋଇ ପଡ଼ିଥିଲା। ଅସ୍ତ୍ର ପକାଇବା ପରେ…
ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତଙ୍କୁ ବଳାତ୍କାର
ଭାପାଳ,୧୪।୫ : ଭୋପାଳର ଏକ ସରକାରୀ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଓ୍ବାର୍ଡ ବୟଙ୍କୁ ଗିରଫ କରାଯାଇଥିଲା ଗତ ମାସରେ। ଘଟଣାର ପର ଦିନ ବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା ସମ୍ପର୍କରେ…
ସ୍ତ୍ରୀ, ୫ବର୍ଷର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା
ବୋରିଗୁମ୍ମା,୧୪ା୫: ସ୍ତ୍ରୀ ଏବଂ ୫ ବର୍ଷର ଶିଶୁପୁତ୍ରକୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ବି.ସିଂହପୁର ଥାନା ଅଧୀନ ହର ଗ୍ରାମରେ। ଗ୍ରାମବାସୀ ହତ୍ୟାକାରୀ ସ୍ବାମୀକୁ ବାନ୍ଧି ବି.ସିଂହପୁର ପୋଲିସ…
ସମ୍ପୂର୍ଣ୍ଣ ଟିକା ନେବା ପରେ ମାସ୍କର ଆବଶ୍ୟକତା ନାହିଁ : ବାଇଡେନ
ଓ୍ବାଶିଂଟନ,୧୪।୫: କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି, ସେମାନେ ବିପଦମୁକ୍ତ। ତେଣୁ ବର୍ତ୍ତମାନ ସ୍ଥିତିରେ ଟିକା ନେଇଥିବା ବ୍ୟକ୍ତି…
ଭାକେଶନ ପାଇଁ ଯାଉଥିବା ଟିମ୍ ଇଣ୍ଡିଆ କ୍ରିକେଟରଙ୍କୁ ଅଟକାଇଲା ପୋଲିସ
ମୁମ୍ବାଇ,୧୪।୫ : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରୁ ଗୋଆକୁ ଛୁଟି କାଟିବା ପାଇଁ ଯାଉଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ କାର୍କୁ ଅଟକାଇଥିଲା ପୋଲିସ। ଖେଳାଳିଙ୍କ ନିକଟରେ ନ ଥିଲା ଆନ୍ତଃ ରାଜ୍ୟ ଟ୍ରାଭେଲ ପାଇଁ ଆବଶ୍ୟକ ପାସ୍। ଏହି କାରଣରୁ ପୃଥ୍ବୀଙ୍କ…
ରାଜଧାନୀରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍: ଆଜି ଚିହ୍ନଟ ହେଲେ ୯୮୮, ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜଧାନୀରେ ତଳମୁହାଁ କରୋନା। ଦୀର୍ଘଦିନ ପରେ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବାନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୯୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୬ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ…
ସେକେଣ୍ଡ ହାଣ୍ଡ୍ କାର ପାଇଁ ୩ ମାସର ପୁଅ ବିକ୍ରି
ଲକ୍ଷ୍ନୌ,୧୪।୫ : ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ସଭିଙ୍କୁ ଚକିତ କଲା ଭଳି ଘଟଣା। ରାଜ୍ୟର ଏକ ଦମ୍ପତି ସେକେଣ୍ଡ ହାଣ୍ଡ୍ କାର କିଣିବା ପାଇଁ ବିକି ଦେଇଛନ୍ତି ୩ ମାସର ପୁଅ। ତେବେ ଶିଶୁର ଜେଜେ ବାପା-ମା’ଙ୍କ ଅଭିଯୋଗ ପରେ…
ଏହି ୧୦ ଖାଦ୍ୟରେ ରହିଛି ଅମ୍ଳଜାନସ୍ତର ବଢ଼ାଇବାର କ୍ଷମତା: କରୋନା କାଳରେ ପ୍ରତ୍ୟହ କରନ୍ତୁ ସେବନ
ପ୍ରଦୂଷଣକୁ ନେଇ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଧିରେ ଧିରେ କମିବାରେ ଲାଗିଛି। ଏଭଳି ସମୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀମାନଙ୍କ ଶରୀରରେ ଅମ୍ଳଜାନସ୍ତର କମୁଥିବା ଦେଖିବାକୁ ମିଳୁଛି।…
ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍ ଅଭିନେତା; ନଭେମ୍ବରରେ କରିଥିଲେ ବିବାହ
ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ହ୍ୟାଣ୍ଡସମ୍ ହଙ୍କ ଭାବେ ପରିଚିତ ସାହିର ଶେଖ। ନଭେମ୍ବରରେ ସେ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିଥିଲେ। ଏବେ ଉଭୟ ପ୍ରଥମ ସନ୍ତାନକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ନିଜର ବ୍ୟକ୍ତିଗତ କଥାକୁ…
Archives


