କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍ଫିଟ୍
ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା ସରଣଦୀପ ସିଂ। ଅନ୍ୟପକ୍ଷରେ ଏହି ପୂର୍ବତନ ଅଲ୍ରାଉଣ୍ଡର ଯଦି ତାଙ୍କ କୋଟା ଓଭର ପୂରଣ…
୬ ସାଥିୟଁ ଦାନ କଲେ ୧ଲକ୍ଷ
ଚେନ୍ନାଇ, ୧୫ା୫ (ପି.ଟି.)-କୋଭିଡ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପବ୍ଲିକ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାଛଡ଼ା ସେ ଅନ୍ୟମାନଙ୍କୁ ଯଥାସମ୍ଭବ ସାହାଯ୍ୟ ପାଇଁ ଆଗେଇ ଆସିବାକୁ…
କରୋନା ଆକ୍ରାନ୍ତ ୧୫ ଦିନର ଶିଶୁ ମୃତ
ବ୍ରହ୍ମପୁର ଅଫିସ୍,୧୫ା୫: କରୋନାର ଦ୍ୱିତୀୟ ଲହରରେ ଶିଶୁ ସଂକ୍ରମିତ ହେଲେଣି। ଗତ ସୋମବାର ବ୍ରହ୍ମପୁର ହାଉସିଂ ବୋର୍ଡ଼ରେ ରହୁଥିବା ଜଣେ ୧୦ ବର୍ଷୀୟ ନାବାଳକଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପୁଣି ଏମ୍କେସିଜି ମେଡିକାଲରେ ୧୫ ଦିନର ଜଣେ ଶିଶୁର କରୋନାରେ…
ରମଣ ଇଫେକ୍ଟ: ନୀତୁଙ୍କ ଚୟନ କମିଟି, ମଦନ ଲାଲ୍ ସନ୍ଦେହ ଘେରରେ
ନୂଆଦିଲ୍ଲୀ,୧୫।୫(ପି.ଟି.): ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟ.ଭି. ରମଣଙ୍କୁ ହଠାତ୍ ଭାରତୀୟ ମହିଳା କ୍ରିକେଟ ଦଳର ହେଡ୍ କୋଚ୍ ପଦରୁ ବିଦା କରାଯିବା ପରେ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ କ୍ରିକେଟ ମଦନ ଲାଲ୍ଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି), ସିଏସି…
ଆଜି ଅକ୍ଷୟତୃତୀୟା: ଏପରି କଲେ ମିଳିବ ମା’ ଲକ୍ଷ୍ମୀଙ୍କ କୃପା
ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ, ଏହା ହିନ୍ଦୁମାନଙ୍କର ଗୋଟିଏ ବଡ଼ ପର୍ବ।…
ଏହି ଭାରତୀୟ ଅଭିନେତାଙ୍କୁ ଭେଟିବାକୁ ପାଗଳ ପାକିସ୍ତାନ କ୍ରିକେଟର୍
ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଶାହିଦ୍ ଆଫ୍ରିଦିଙ୍କ ପ୍ରଶଂସକ ମଧ୍ୟ ଭାରତରେ ଅଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଆଇପିଏଲ ସମୟରେ ତାଙ୍କ ଏକ ଭିଡିଓ କ୍ଲିପ ୟୁଟ୍ୟୁବରେ ଅଛି। ଏଥିରେ ଶାହିଦ୍ ଅନେକ…
ମାଗଣାରେ ହେବ କୋଭିଡ୍ ଚିକିତ୍ସା
ବରଗଡ଼ ଅଫିସ,୧୪।୫: ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏଣିକି ମାଗଣାରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ହେବ । ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀକ୍ରୀଷ୍ଣା ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସହିତ…
ୟୁପି ଜେଲ୍ରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା
ଚିତ୍ରକୂଟ,୧୪।୫: ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲ୍ରେ ଶୁକ୍ରବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି। ଅନଶୁଲ୍ ଦୀକ୍ଷିତ ନାମକ କଏଦୀ ଗ୍ୟାଙ୍ଗଷ୍ଟର ମୁକିମ୍ କାଲାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁଳିମାଡ଼ରେ…
କରୋନାକୁ ମାତ୍ ଦେଲା ୨୫ ଦିନର ଶିଶୁ
ଭୁବନେଶ୍ୱର,୧୪।୫ : ୧୦ ଦିନ ଧରି ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରିବା ପରେ କରୋନାକୁ ମାତ୍ ଦେଇଛି ୨୫ ଦିନର ଶିଶୁକନ୍ୟା। ଉଭୟ ବାପା ମା’ଙ୍କ ସମେତ ପରିବାର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ଆସିବା ପରେ ଶିଶୁକନ୍ୟାର ଆରଟି-ପିସିଆର ଟେଷ୍ଟ…
ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍
ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ ବ୍ୟବହୃତ ପିପିଇ କିଟ୍ ଏବଂ ଗ୍ଲୋଭ୍ସ। ଏହି ନଦୀ ଉପରେ ପ୍ରତ୍ୟେହ ଶତାଧିକ ଲୋକ…
ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’
ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି। ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦୀଶା ପଟନି ଓ ରଣଦୀପ ହୁଡା ମୁଖ୍ୟ ଭୂମିକାରେ…
ମୃତଦେହ ପାଖକୁ ଆସିଲେନି ଘର ଲୋକେ
କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହ ପାଖ ମାଡି ନ ଥିଲେ। ଏପରିକି ଅନ୍ତିମ ସଂସ୍କାର…
Archives


