Advertisement

ଶରୀର ପାଇଁ ଉପକାରୀ ଖଜୁରି

ଖଜୁରି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ଫାଇବର, କ୍ୟାଲ୍‌ସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ତେବେ ଏହାର ଓଷଧୀୟ ଗୁଣ ସମ୍ପର୍କରେ ଟିପ୍ସ…
ବ୍ରେକ୍‌ଫାଷ୍ଟରେ ଖଜୁରିକୁ ଆମେ ବ୍ୟବହାର କରିପାରିବା। ଏହାକୁ ଖାଇବା ଦ୍ୱାରା ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ।

ଏହା ସ୍ନାୟୁକୋଷ ଓ ମସ୍ତିଷ୍କ କୋଷକୁ ପୋଷକ ତତ୍ତ୍ୱ ଯୋଗାଏ।

ଖଜୁରି ଖାଇବା ଦ୍ୱାରା ଏହା ଗ୍ୟାଷ୍ଟ୍ରିକ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ।

ଏହାକୁ ଖାଇଲେ ଏସିଡିଟି ସନ୍ତୁଳିତ ଅବସ୍ଥାରେ ରହିଥାଏ।

ଅସ୍ଥିଗୁଡ଼ିକୁ ଶକ୍ତ କରିବା ସହ ଓଜନ କମାଇବାରେ ଅନେକାଂଶରେ ସହାୟକ ହୋଇଥାଏ ଖଜୁରି।

ଗର୍ଭବତୀଙ୍କ ପାଇଁ ଏହା ମଧ୍ୟ ବେଶ୍‌ ଉପକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥାଧିକ ଉପଯୋଗ ଶରୀର ପାଇଁ କ୍ଷତିକାରକ

ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ ତୃତୀୟ ନିୟମ ଅନୁସାରେ ‘ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି।’ ଯେପରି ଗୋଟିଏ ରବରକୁ ଆମେ ସ୍ବଳ୍ପ ବଳ...

ସାବଧାନ! ପାଣି ପିଇଲେ ବି ଚାଲିଯିବ ଜୀବନ, ଜାଣନ୍ତୁ କେମିତି ଆଉ କାହିଁକି

ପାଣି ଅମୃତ ସମାନ। କୁହାଯାଏ, ପାଣି ପିଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ପାଣି ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ମାତ୍ର ପାଣି ବି...

କେବଳ ନିଜ ହାତରେ କରନ୍ତୁ ଏହି ୩ କାମ: ହୋଇ ଯିବେ ଧନୀ

ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍‌। ମାତ୍ର ତାଙ୍କୁ ନେଇ...

କରୋନା ଟିକା

କରୋନା ଭୂତାଣୁ ସହିତ ଲୁଚକାଳି ଖେଳ ଦୀର୍ଘ ଦେଢ ବର୍ଷ ହୋଇଗଲାଣି। କରୋନା ତାଣ୍ଡବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ। ଶେଷ ଭରସା କରୋନା ଟିକାକୁ ସମସ୍ତଙ୍କ...

କିପରି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ

୨୦୦୬ରୁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଅଛି। ଏ ବିଷୟରେ ସଚେତନ କରାଇବା ଏହି ଦିବସ ପାଳନର...

ପେଟରେ ଷ୍ଟୋନ ସମସ୍ୟା ଥିଲେ, ଖାଆନ୍ତୁ..

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ...

କୁକୁଡ଼ାଙ୍କ ଏହି ୪ ଅଭ୍ୟାସ ଆପଣାଇଲେ ଜୀବନରେ ହେବେ ସଫଳ: ଜାଣନ୍ତୁ କାହିଁକି ଏମିତି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ମଣିଷ ନିଜ ଜୀବନରେ ସଫଳତା ହାସଲ କରି...

୧୬୦ ବର୍ଷ ପରେ ଶୁଭ ସଂଯୋଗ: ମଳମାସରେ ଏହି କାମ କଲେ ଭଗବାନ ବିଷ୍ଣୁ ହୋଇଥାନ୍ତି ପ୍ରସନ୍ନ

ହିନ୍ଦୁ ଧର୍ମରେ ମଳମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬୦ ବର୍ଷ ପରେ ଏବେ ଶୁଭ ସଂଯୋଗ ଘଟିଛି। ଏଥର ମଳମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ...

Advertisement
Archives

Model This Week