କୋଭିଡ୍ ଭୟ : ମୃତଦେହ ପାଖ ମାଡିଲେନି ପରିବାର ଲୋକେ , ଉପଜିଲାପାଳ କଲେ ସତ୍କାର
ଭଞ୍ଜନଗର,୧୨।୫(ଡି.ଏନ୍.ଏ.): ବର୍ତ୍ତମାନ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି, କୋଭିଡ୍ କିମ୍ବା କୋଭିଡ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ପରିବାର ଲୋକ ମୁହଁ ଫେରାଇ ନେଉଛନ୍ତି। ମଙ୍ଗଳବାର ସେମିତି ଏକ ଘଟଣା ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ବା…
କଙ୍କଡ଼ାକୁ ଦେଖି ଡରିକି ଛାନିଆ ମାଙ୍କଡ ଛୁଆ: ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୯ କଏଦୀ କରୋନା ସଂକ୍ରମିତ
କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା କାରାଗାରରେ ୯ କଏଦୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ଜଣେ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିପାଇଁ ତାଙ୍କ ସହ ରହୁଥିବା ୩୦ କଏଦୀଙ୍କ ନମୁନା ପରୀକ୍ଷା…
ମୃତ୍ୟୁ ଘଟିଥିବା ନିର୍ବାଚନ କର୍ମଚାରୀଙ୍କ ପରିବାରକୁ ମିଳୁ କୋଟିଏ ଟଙ୍କାର ସହାୟତା: ହାଇକୋର୍ଟ …
ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିଯୁକ୍ତ ହୋଇଥିବା କେତେକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବା ନେଇ ଆହ୍ଲାବାଦ୍ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହାର ବିଚାର କରି ବିଚାରପତି ସିଦ୍ଧାର୍ଥ…
ମହିଳାଙ୍କୁ ୫ ବର୍ଷ ପାଇଁ ପାର୍କ ମନା, ଜାଣନ୍ତୁ କାରଣ
ଓ୍ବାଶିଂଟନ,୧୨।୫: ଆମେରିକାର କଲରାଡୋ ସହରରେ ରହୁଥିବା ଜଣେ ମହିଳା ଛୋଟ ଡ୍ରେସ୍ ପିନ୍ଧିଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ବେଲି ବ୍ରିଡଲଭ ନାମକ ଏହି ମହିଳା ଥିମ୍ ପାର୍କରେ ବସିଥିଲେ। ଯେଉଁଠି କିଛି ସିକ୍ୟୁରିଟି ଗାର୍ଡ ତାଙ୍କ ଡ୍ରେସ୍କୁ ଛୋଟ କହିବା…
ବଦଳିଲେ ବିଏମ୍ସି କମିଶନର, କାହାକୁ ନୂଆ ନିଯୁକ୍ତି ମିଳିଛି ଜାଣନ୍ତୁ
ଭୁବନେଶ୍ୱର,୧୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ବଦଳିଛନ୍ତି। ବିଏମ୍ସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହଙ୍କୁ ବିଏମ୍ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସିଂହ ୧୯୯୭ ବ୍ୟାଚର ଆଇଏଏସ ଅଫିସର।…
ଥଟ୍ଟା କଲେ ବି ରାଗିଯାଆନ୍ତି ଏହି କ୍ରିକେଟର; ଶାମି କହିଲେ…
ନୂଆଦିଲ୍ଲୀ,୧୨।୫: କ୍ରିକେଟରଙ୍କ ମଧ୍ୟରେ ଥଟ୍ଟା-ପରିହାସ ହୋଇଥାଏ। ଯୁବରାଜ ସିଂହଙ୍କଠାରୁ ଆରମ୍ଭ କରି ହରଭଜନ ସିଂହଙ୍କ ପର୍ଯ୍ୟନ୍ତ କ୍ରିକେଟର ସର୍ବଦା ନିଜ ସାଥୀ ଖେଳାଳିଙ୍କ ମଜା ଉଡାଇଥାନ୍ତି। ଏବେ ଦଳ ଏବଂ ସମୟ ବଦଳିଛି। ଏବେର କିଛି ଖେଳାଳି ପୂର୍ବ ଖେଳାଳିଙ୍କ ଭଳି…
ସଞ୍ଜୟ ଦତ୍ତଙ୍କ ଭଉଣୀ ପୂର୍ବରୁ ରାଜ କପୁରଙ୍କ ଝିଅଙ୍କ ସହ ନିର୍ବନ୍ଧ କରିଥିଲେ କୁମାର ଗୌରବ : କେବଳ ଏହି କାରଣ ପାଇଁ ଭାଙ୍ଗିଲା ସମ୍ପର୍କ
ବଲିଉଡରେ ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କ ପ୍ରଥମ ଫିଲ୍ମ ହିଟ୍ ହୋଇଥିବା ବେଳେ ସେମାନେ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍ କରିପାରି ନାହାନ୍ତି। ଏଥିରେ ଫିଲ୍ମ ‘ଲଭ ଷ୍ଟୋରୀ’ର ଅଭିନେତା କୁମାର ଗୌରବଙ୍କ ନାମ ଅନ୍ତର୍ଭୁକ୍ତ। ଯାହାଙ୍କୁ ଇଣ୍ଡଷ୍ଟ୍ରିରେ ୱାନ ଟାଇମ ୱାଣ୍ଡର କୁହାଯାଉଥିଲା।…
‘ମୁଁ ହୋଟେଲ ରୁମ୍ରେ କାନ୍ଦୁଥିଲି, ବିରାଟ ଭାଇ ଆସିଥିଲେ ଏବଂ…’; ସିରାଜ କହିଲେ ମନକଥା
ନୂଆଦିଲ୍ଲୀ,୧୨।୫: ଉପରକୁ ସହଜ ନଜର ଆସୁଥିଲେ ହେଁ ଖେଳାଳିଙ୍କ ଜୀବନ ସେତେଟା ସହଜ ନୁହେଁ। ଶୀର୍ଷସ୍ତରୀୟ ଖେଳାଳି ହେବାକୁ ହେଲେ କଠିନ ପରିଶ୍ରମଠାରୁ ଆରମ୍ଭ କରି ମାନସିକସ୍ତରରେ ସେମାନଙ୍କୁ ସୁଦୃଢ଼ ହେବାକୁ ପଡ଼ିଥାଏ। ସେଭଳି ଜଣେ ହେଉଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ…
କଲ୍ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍ ସେଣ୍ଟର
ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜର୍ମାନୀରେ ମଧ୍ୟ ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି। ଯେଉଁଠାରେ ଏକ ବେଶ୍ୟାଳୟକୁ…
ଯେମିତି ଆରମ୍ଭ କରିଥିଲୁ, ସେମିତି ଶେଷ କରିବାକୁ ପୁଣି ଫେରିବୁ: ଭାବୁକ କଲା ସିଏସ୍କେର ଭିଡିଓ…
ନୂଆଦିଲ୍ଲୀ,୧୨।୫: ଚଳିତ ଆଇପିଏଲ୍ ସିଜନ୍ରେ ଭଲ ପ୍ରଦର୍ଶନ କରୁଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍କେ ଟିମ୍ ଟୁର୍ନାମେଣ୍ଟ ସ୍ଥଗିତ ହେବା ଆଗରୁ ୭ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୫ ମ୍ୟାଚ୍ ଜିତିଥିଲା। ଏଥିସହ ସେ ପଏଣ୍ଟ…
ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ
ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ,ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନୂଆଦିଲ୍ଲୀ ପ୍ରତ୍ୟାହାର ନ କରିବା…
Archives


